Monthly Archives

March 2022

ଭାଲୁ ଆକ୍ରମଣରେ ବୃଦ୍ଧା ଗୁରୁତର

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ନୂଆମୁଣ୍ଡା ଜଙ୍ଗଲ ଭିତରେ ମହୁଳ ଗେଟେଇବା ସମୟରେ ବୃଦ୍ଧାଙ୍କୁ ୨ଟି ଭାଲୁ ଆକ୍ରମଣ କରିଥିଲେ । ବୃଦ୍ଧାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ନୂଆପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୂଚନାନୁଯାୟୀ, ବୋଇରଭାଡି ଗ୍ରାମର ମାଏଲି
Read More...

ହୁତୁ ହୁତୁ ହୋଇ ଜଳୁଛି କେନ୍ଦୁଝର ଜିଲ୍ଲା ସମାକୋଇ ସଂରକ୍ଷିତ ଜଙ୍ଗଲ

ତେଲକୋଇ : କେନ୍ଦୁଝର ଜିଲ୍ଲା କରଦାଙ୍ଗି ଗାଁ ନିକଟସ୍ଥ ମାଙ୍କଡଚୁଆ ଓ କରଦାଙ୍ଗି ଗ୍ରାମ୍ୟ ଜଙ୍ଗଲରେ ନିଆଁ ଲାଗିଥିବା ଖବର ମିଳିଛି । ଏକର ଏକର ମୂଲ୍ୟବାନ ଜଙ୍ଗଲ ହୁତୁହୁତୁ ହୋଇ ଜଳିଯାଉଥିବା ଦେଖିବାକୁ ମିଳିଛି । ସନ୍ଧ୍ୟା ହେଲେ ନିଆଁର ପ୍ରକୋପ ବଢିବାରେ ଲାଗୁଛି । ଜଙ୍ଗଲ ନିଆଁରେ ମୂଲ୍ୟବାନ
Read More...

ଶାସ୍ତ୍ରୀନଗର ସହରାଂଚଳ ସ୍ୱାସ୍ଥ୍ୟ କେନ୍ଦ୍ର ଓ ମୁଖ୍ୟ ଚିକିତ୍ସାଳୟକୁ ଓଡିଶା ସରକାରଙ୍କ ୨୦୨୧-୨୨ ବର୍ଷ ପାଇଁ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ନେସ୍‌ନାଲ୍‌ ପିସ ୟୁନିସନ (ଭାରତ)ଦ୍ୱାରା ପରିଚାଳିତ ସହରାଂଚଳ ସ୍ୱାସ୍ଥ୍ୟ କେନ୍ଦ୍ର (ୟୁପିଏଚ୍‌ସି) ଶାସ୍ତ୍ରୀନଗର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ବିବିଏମ୍‌ସିଏଚ୍‌ ଓ କାନ୍ଧପାଲି ସ୍ଥିତ ସହରାଞ୍ଚଳ ସ୍ୱାସ୍ଥ୍ୟ
Read More...

ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ଘରେ ଭିଜିଲାନ୍ସ ଚଢାଉ

ନୟାଗଡ଼ : ନୟାଗଡ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିବା ଜଣାପଡିଛି । ଏକାସାଙ୍ଗେ ୬ଟି ସ୍ଥାନରେ ଚଢାଉ ଚାଲିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ, ଏକାସାଙ୍ଗେ ନୟାଗଡ଼, କଟକ, ଖୋର୍ଦ୍ଧାର ୬ଟି ସ୍ଥାନରେ ଚଢାଉ
Read More...

ରାଜ୍ୟରେ ଗତ ୩୭ ଘଂଟା ମଧ୍ୟରେ ୫୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୫୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୧୭ ଜଣଙ୍କ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୪୦୦ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୫ ଜଣ
Read More...

ଜନ ନାଟ୍ୟ ମ‌ଞ୍ଚର ବିଶ୍ୱ ନାଟ୍ୟ ଦିବସ

ରାଉରକେଲା, (ସସ୍ମିତା ପ୍ରଧାନ) : ଜଗଦା ସ୍ଥିତ ମାନବ ସେବା ପ୍ରତିଷ୍ଠାନ ପ୍ରାଙ୍ଗଣରେ ବୈଜ୍ଞାନିକ ମନୋଭାବ ବିକାଶ ନିମିତ୍ତ ଦାତବ୍ୟ ଟ୍ରଷ୍ଟ କେନ୍ଦ୍ର ତରଫରୁ ‘ଜନ ନାଟ୍ୟ ମ‌ଞ୍ଚ’ର ସଂପାଦକ ଆର୍ତ୍ତତ୍ରାଣଙ୍କ ସଭାପତିତ୍ୱରେ ଜନ ନାଟ୍ୟ ମ‌ଞ୍ଚର ବିଶ୍ୱ ନାଟ୍ୟ ଦିବସ ପାଳିତ ହୋଇଯାଇଛି ।
Read More...

ପ୍ରଗତି ଯୁବକ ସଂଘର ନୂତନ କର୍ମକର୍ତ୍ତା ଚୟନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ପଞ୍ଚାୟତ କଛାରପାଲି ସାହୁପଡ଼ାର ପ୍ରଗତି ଯୁବକ ସଂଘର ନୂତନ କର୍ମକର୍ତ୍ତା ଚୟନ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସଦସ୍ୟ ସାଧୁଚରଣ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକର ପଡ଼ାର ବରିଷ୍ଠ ସଦସ୍ୟଙ୍କ ସହ ସଂଘର ସମସ୍ତ କର୍ମକର୍ତ୍ତା
Read More...

‘ମୁକ୍ତ ବର୍ଗ’ ଅଧୀନରେ ହରଡ଼ ଓ ବିରି ଆମଦାନୀ ଅବଧି ବଢ଼ାଇଲେ କେନ୍ଦ୍ର ସରକାର

• ଆଉ ଗୋଟିଏ ବର୍ଷ ଅର୍ଥାତ୍‌ ୩୧ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ହରଡ଼ ଓ ବିରି ଆମଦାନୀ ଜାରି ରହିବ• କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଏସବୁ ଡାଲିର ବାଧାମୁକ୍ତ ଆମଦାନୀ ସୁନିଶ୍ଚିତ କରିବ• ଘରୋଇ ଉପଲବ୍ଧତା ବଢ଼ାଇବା ସହ ସାଧାରଣ ଗ୍ରାହକଙ୍କୁ ସୁଲଭ ଦଳରେ ମିଳିବ ଏସବୁ ଡାଲି ନୂଆଦିଲ୍ଲୀ,
Read More...

ରାଷ୍ଟ୍ରୀୟ ମହିଳା ଆୟୋଗ ଡିଏସ୍ଏଲ୍ଏସ୍ଏର ସହଯୋଗରେ ଆଇନ୍ ସେବା କ୍ଳିନିକ୍ ଆରମ୍ଭ କଲା : ବିପଦରେ ପଡିଥିବା…

ନୂଆଦିଲ୍ଲୀ, (ପିଆଇବି) : ମହିଳାମାନଙ୍କ ନିମନ୍ତେ ଆଇନ୍ ସହାୟତାକୁ ଆହୁରି ଅଧିକ ସୁଲଭ କରିବା ନିମନ୍ତେ, ରାଷ୍ଟ୍ରୀୟ ମହିଳା ଆୟୋଗ (ଏନ୍ଏସ୍‌ଡବ୍ଲ୍ୟୁ) ଦିଲ୍ଲୀ ରାଜ୍ୟ ଆଇନ୍ ସେବା ପ୍ରାଧିକରଣ (ଡିଏସ୍ଏଲ୍ଏସ୍ଏ)ର ସହଯୋଗରେ ଏକ ଆଇନ୍ ସହାୟତା କ୍ଲିନିକ୍ ଆରମ୍ଭ କରିଛି, ଯାହା ମହିଳା ମାନଙ୍କର
Read More...

ଆନ୍ତଃରାଜ୍ୟ ସୀମା ବିବାଦର ସମାଧାନ ପାଇଁ ଆସାମ ଓ ମେଘାଳୟ ମଧ୍ୟରେ ଐତିହାସିକ ରାଜିନାମା

• ନୂଆଦିଲ୍ଲୀରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ରାଜିନାମାରେ ସ୍ୱାକ୍ଷର କଲେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ• ଶାନ୍ତିପୂର୍ଣ୍ଣ ଏବଂ ସମୃଦ୍ଧ ଉତ୍ତର ପୂର୍ବାଞ୍ଚଳ ନିର୍ମାଣ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପକୁ ସାକାର କରିବା ଦିଗରେ ଏହା ଏକ
Read More...