Monthly Archives

March 2022

ଡେଲାଙ୍ଗ ବ୍ଲକରେ ନାଏବ ସରପଞ୍ଚ ନିର୍ବାଚନ : ୬ ପଞ୍ଚାୟତରେ ପ୍ରତିଦ୍ୱନ୍ଦ୍ୱିତା, ୧୫ ନିର୍ଦ୍ୱନ୍ଦରେ ନିର୍ବାଚିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକର ୨୧ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଶୁକ୍ରବାର ଅନୁଷ୍ଠିତ ନାଏବ ସରପଞ୍ଚ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ସମ୍ପୂର୍ଣ୍ଣ ହୋଇଛି । ନିର୍ବାଚନ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ୧୫ଟି ଗ୍ରାମ ପଞ୍ଚାୟତର ନାଏବ ସରପଞ୍ଚ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ ୧ରୁ ଜଣେ ଚିହ୍ନଟ ହୋଇଥିବା ଜଣାପଡିଛି ।
Read More...

ପଶ୍ଚିମ ଓଡିଶା କୁମ୍ଭାର ମହାସଂଘର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରବିବାର ଦିନ ବଲାଙ୍ଗିର ବିଜାଖମନ ଠାରେ ପଶ୍ଚିମ ଓଡିଶା କୁମ୍ଭାର ମହାସଂଘର ବୈଠକ ଉପସଭାପତି ଦିଲିପ କୁମାର ରଣାଙ୍କ ସଭାପତିତ୍ୱରେ ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ନୂତନ କର୍ମକର୍ତ୍ତାଙ୍କୁ ସ୍ୱାଗତ କରାଯାଇଥିଲା । ଉକ୍ତ ବୈଠକରେ ସାମାଜିକ ନିୟମାବଳୀ
Read More...

ଛତିଶଗଡରେ ସୁରକ୍ଷା ବାହିନୀ ଉପରେ ନକ୍ସଲଙ୍କ ଆକ୍ରମଣ : ଜଣେ ଆଇଟିବିପି ଅଧିକାରୀ ସହିଦ

ରାୟପୁର : ସୋମବାର ଦିନ ଛତିଶଗଡର ନକ୍ସଲ-ହିଟ୍ ନାରାୟଣପୁର ଜିଲ୍ଲାରେ ମାଓବାଦୀଙ୍କ ଦ୍ୱାରା ଲଗାଯାଇଥିବା ଏକ ପ୍ରେସର ବୋମା ବିସ୍ଫୋରଣରେ ଜଣେ ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ୍ (ଆଇଟିବିପି) ଅଧିକାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ କନଷ୍ଟେବଳ ଆହତ ହୋଇଛନ୍ତି । ବସ୍ତର ଅଞ୍ଚଳର ଇନ୍ସପେକ୍ଟର
Read More...

ଗତ ୧୫ ବର୍ଷର ପୌରସଂସ୍ଥା ଦୁର୍ନୀତି ବିରୁଦ୍ଧରେ କଂଗ୍ରେସକୁ ଭୋଟ ଦିଅନ୍ତୁ : ନରସିଂହ

ୱାର୍ଡ ନଂ.୧୮ ଏବଂ ୱାର୍ଡ ନଂ.୧୦ରେ ସୁରେନ୍ଦ୍ର ଅଶ୍ୱପାଳ ଓ ସୀତାରାମ କୁମ୍ଭାର ପାଇଁ ନରସିଂହଙ୍କ ଜୋରଦାର ପ୍ରଚାର ବଲାଙ୍ଗିର, (ଦେବାଶିଷ ମିଶ୍ର) : ୧୫ ବର୍ଷ ଲଗାତାର ବିଜୁ ଜନତା ଦଳର ଶାସନ ଅଧିନରେ ଅଛି ବଲାଙ୍ଗିର ପୌର ପରିଷଦ ଲୋକେ କ’ଣ ପାଇଛନ୍ତି ସେହି ୧୫ ବର୍ଷରୁ ଦୁର୍ନୀତିର ଚେର
Read More...

ଶିକ୍ଷାବିତ ଶତ୍ରୁଘ୍ନ ଭୂତିଆଙ୍କ ପତ୍ନୀ ଜ୍ୟୋତିର୍ମୟୀ ଭୂତିଆଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ସ୍ମୃତି ସଭା ଅନୁଷ୍ଠିତ

ଢେଙ୍କାନାଳ, (ତାପସ ଦାସ) : ଦିବା ୧୧ ଘଟିକା ସମୟରେ ଢେଙ୍କାନାଳ ଜିଲ୍ଲା ଲେଖକ ସଂସଦ ଶାଣ୍ଡିଲ୍ୟ ବସନ୍ତ ଭବନ ଓ ବ୍ରଜନାଥ ପାଠାଗାର ସଭାଗୃହରେ ଶିକ୍ଷାବିତ ଶତ୍ରୁଘ୍ନ ଭୂତିଆଙ୍କ ପତ୍ନୀ ଜ୍ୟୋତିର୍ମୟୀ ଭୂତିଆଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ କୋଭିଡ-୧୯ ନିୟମ ସବୁକୁ ଅନୁପାଳନ କରି ନିରାଡ଼ମ୍ବର
Read More...

ହରିହର ନୋଡାଲ ଉଚ୍ଚ ବିଦ୍ୟାଳୟର ମୋ ସ୍କୁଲ ଅଭିଯାନ ୨୦୨୨ କମିଟି ଗଠନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଯୋଗୀସର୍ଡା ଗ୍ରାମରେ ଥିବା ହରିହର ନୋଡାଲ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଅଶୋକ କୁମାର ତ୍ରିପାଠୀଙ୍କ ଆବାହନରେ ମୋ ସ୍କୁଲ ଅଭିଯାନ କମିଟି ଗଠନ କରାଯାଇଛି । ସଭାପତି ରଙ୍କ ପଣ୍ଡା, ଉପସଭାପତି ମହେଶ କୁମାର ତ୍ରିପାଠୀ, ସମ୍ପାଦକ ମନୋଜ
Read More...

ରିଜର୍ଭ ପୋଲିସ୍ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶାସ୍ତ୍ରୀୟ ଭାଷା ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରିଜର୍ଭ ପୋଲିସ୍ ଲାଇନ୍ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ପ୍ରଗତିଶୀଳ ସାହିତ୍ୟାନୁଷ୍ଠାନ ଓଡିଆ ଭାଷା ବିକାଶ ମଞ୍ଚର ମିଳିତ ଆନୁକୂଲ୍ୟରେ ଓଡିଆ ଶାସ୍ତ୍ରୀୟ ଭାଷା ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିଜୟିନୀ ଜେନାଙ୍କ
Read More...

କ୍ଲିନ୍ ଆଣ୍ଡ ଗ୍ରୀନ୍‌ର ମତ ବିନିମୟ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରକୁ ସ୍ୱଚ୍ଛତା ରଖିବା ପାଇଁ ପ୍ରତି ରବିବାରର ଏକ ଘଣ୍ଟା ସହର ପାଇଁ ସମର୍ପିତ କରିଥିବା ସାମାଜିକ ଅନୁଷ୍ଠାନ କ୍ଲିନ୍ ଆଣ୍ଡ ଗ୍ରୀନ୍ ନିୟମିତ କାର୍ଯ୍ୟକ୍ରମରୁ ଟିକିଏ ଅଲଗା ହୋଇ ମତ ବିନିମୟ କାର୍ଯ୍ୟକ୍ରମ ସେକ୍ଟର ୯ ସ୍ଥିତ ଷ୍ଟିଲ କ୍ଲବ ଠାରେ ଆୟୋଜନ
Read More...

ବରଗଡ ଡିଷ୍ଟ୍ରିକ୍ଟ ପ୍ରୀମିୟର ଲିଗ୍ କ୍ରିକେଟ ଆସନ୍ତା ଏପ୍ରିଲରୁ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ ସହରର ସବୁଠୁ ଚର୍ଚ୍ଚିତ କ୍ରିକେଟ ପ୍ରତିଯୋଗିତା ବରଗଡ ଡିଷ୍ଟ୍ରିକ୍ଟ ପ୍ରୀମିୟର ଲିଗ୍ (ବି.ଡି.ପି.ଏଲ୍‌) କ୍ରିକେଟ୍‌ ପ୍ରତିଯୋଗିତା ଆସନ୍ତା ଏପ୍ରିଲ ଶେଷ ସପ୍ତାହରୁ ଆରମ୍ଭ ହେବ ବୋଲି ଜିଲ୍ଲା କ୍ରିକେଟ ଆସୋସିଏସନ୍ ପକ୍ଷରୁ ସୂଚନା ଦିଆଯାଇଛି । ସଂଘର
Read More...