ଛତ୍ରପୁର ୮ ନମ୍ବର ୱାର୍ଡରେ ସମାଜସେବୀ କେ.ରମେଶଙ୍କ ପ୍ରଚାର ଜୋରସୋର
ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରର ମେନ୍ରୋଡ଼, କପିଳି ସାହି, ପାତ୍ରସାହି, ନୀଳକଣ୍ଠେଶ୍ୱର ସାହି ଆଦିକୁ ନେଇ ଗଠିତ ୮ ନମ୍ବର ୱାର୍ଡର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଭୋଟ ପ୍ରଚାରରେ ବିଜେଡି ପ୍ରାର୍ଥୀ କେ.ରମେଶ ରାଓ ଜୋରସୋର ଉଦ୍ୟମ ଚଳାଇ ଆସିଛନ୍ତି । ନିଜ ସମର୍ଥକଙ୍କ!-->…
Read More...
Read More...