Monthly Archives

March 2022

ଜିଲ୍ଲାରେ ପୌରନିର୍ବାଚନ ପରିଚାଳନା ତାଲିମ ଶିବିର ଅନୁଷ୍ଠିତ : ତାଲିମ ନେଲେ ୧୨୦ ଜଣ ଅଧିକାରୀ

ସୁବର୍ଣ୍ଣପୁର , (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି, ବିନିକା ଏନ୍‌ଏସି ଓ ତରଭା ଏନ୍‌ଏସିରେ ନିର୍ବାଚନ ପରିଚାଳନା ପାଇଁ ଆଜି ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୨୪ରେ ହେବାକୁ ଥିବା ଭୋଟଗ୍ରହଣ ପାଇଁ ୩ ଗୋଟି ପୌରାଞ୍ଚଳର ସମୁଦାୟ ୩୯ଟି
Read More...

ଦେଓଗାଁ ବ୍ଲକ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ଦୟାନିଧି ଖମାରୀ

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ମଧ୍ୟାହ୍ନ ୧୨ଟା ସମୟରେ ଦେଓଗାଁ ବ୍ଳକର ୧୨ନମ୍ବର ଅଧ୍ୟକ୍ଷ ଭାବେ ବ୍ରାହ୍ମଣୀଜୋର ପଞ୍ଚାୟତର ସମିତି ସଭ୍ୟ ଦୟାନିଧୀ ଖମାରୀ(ମଣ୍ଟୁ) ଦାୟିତ୍ୱ ଗ୍ରହଣ କରିଛନ୍ତି । ପ୍ରାୟ ସାଢ଼େ ୧୧ଟା ସମୟରେ ନିଜ ରାଜନୈତିକ ସମର୍ଥକ, କିଛି ସମିତି ସଭ୍ୟ/ସଭ୍ୟା,
Read More...

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ସହ ନରସିଂହଙ୍କ ସାକ୍ଷାତକାର : ବଲାଙ୍ଗିର ରେଳ ସମସ୍ୟାକୁ ନେଇ ଆଲୋଚନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ନେତା ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଅର୍ଚ୍ଚନା ଯୋଷୀଙ୍କ ବଲାଙ୍ଗିର ଗସ୍ତ ସମୟରେ ସ୍ଥାନୀୟ ରେଳ ଷ୍ଟେସନର ଅତିଥି ଶାଳାରେ ଉଭୟେ ସାକ୍ଷାତ ଆଲୋଚନା କରିଛନ୍ତି । ଏହି ଆଲୋଚନା ସମୟରେ ବିଶେଷ କରି ବଲାଙ୍ଗିରର
Read More...

ବିଜେପିର ସାମ୍ବାଦିକ ସମ୍ମିଳନୀ

ପଦ୍ମପୁର ଭଷ୍ଟାଚାର ମୁକ୍ତ ଓଡ଼ିଶାର ୧ ନମ୍ବର ଏନ୍‌ଏସି ହେବ : ପଦ୍ମପୁର ଛାତ୍ର ଜନତା ଦଳର ନଗର ସଭାପତି ବିଜେପିରେ ସାମିଲ ପଦ୍ମପୁର, (ନିରୋଜ କୁମାର ପାଣୀ) : ଭଷ୍ଟାଚାର ମୁକ୍ତ ଏନ୍‌ଏସି ଗଠନ ସହ ଓଡ଼ିଶାର ୧ ନମ୍ବର ସହର ଭାବେ ପଦ୍ମପୁରକୁ ନିର୍ମାଣ କରି ଦେବ ବୋଲି ପଦ୍ମପୁରରେ ଆହୁତ ଏକ
Read More...

ନାଗରିକଙ୍କ ଟିକାକରଣ ଲାଗି ଭାରତର ପ୍ରୟାସରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ : ପ୍ରଧାନମନ୍ତ୍ରୀ

● ୧୨-୧୪ ବର୍ଷ ବୟସ ବର୍ଗର ପିଲା ଏବଂ ୬୦ବର୍ଷରୁ ଅଧିକ ବୟସ୍କ ସମସ୍ତଙ୍କୁ ଟିକାକରଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ଵାନ ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଆମ ନାଗରିକମାନଙ୍କ ଟିକାକରଣ ଲାଗି ଭାରତର ପ୍ରୟାସରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ୧୨ରୁ ୧୪ ବର୍ଷ
Read More...

ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରା ନିଯୁକ୍ତ ସାଧାରଣ ପର୍ଯ୍ୟବକ୍ଷକଙ୍କ ପରିଦର୍ଶନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରା ନିଯୁକ୍ତ ସାଧାରଣ ପର୍ଯ୍ୟବକ୍ଷକ ଗଙ୍ଗାଧର ନାୟକ, ସ୍ୱତନ୍ତ୍ର ସଚିବ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଗତକାଲି ବଲାଙ୍ଗିର ମ୍ୟୁନିସିପାଲିଟିର ତାଲିମ କାର୍ଯ୍ୟକ୍ରମ ଓ ପାଟଣାଗଡ ଏନ୍‌ଏସିର ଷ୍ଟ୍ରଙ୍ଗରୁମ, ପିଙ୍କ
Read More...

ପ୍ରଦ୍ୟୁମ୍ନ ସାହୁ ଇନଟାକ୍ ସୋନପୁରର ନୂତନ ଆବାହକ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଐତିହ୍ୟର ସୁରକ୍ଷା ପାଇଁ ଜାତୀୟ ସ୍ତରରେ ସମର୍ପିତ ଅନୁଷ୍ଠାନ ଇଣ୍ଡିଆନ ନ୍ୟାସନାଲ ଟ୍ରଷ୍ଟ ଫର ଆର୍ଟ ଏଣ୍ଡ କଲଚରାଲ ହେରିଟେଜ୍ ବା ଇନଟାକ୍‌ର ସୋନପୁର ଚେପ୍ଟର ପାଇଁ ସୁନାମଧନ୍ୟ ସିନେ ଅଭିନେତା ପ୍ରଦ୍ୟୁମ୍ନ କୁମାର ସାହୁ ଆବାହକ ଭାବେ ମନୋନୀତ ହୋଇଛନ୍ତି ।
Read More...

ଷ୍ଟେଟ ବ୍ୟାଙ୍କ ଆର୍ସେଟି ଦ୍ୱାରା ପାପଡ, ଆଚାର ଓ ମସଲା ପାଉଡର ତାଲିମ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଷ୍ଟେଟ ବ୍ୟାଙ୍କ ଆର୍ସେଟି ଆନୁକୂଲ୍ୟରେ ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ଅନ୍ତର୍ଗତ ମରୁଆଁରେ ଏକ ଦଶ ଦିନିଆ ପାପଡ, ଆଚାର ଓ ମସଲା ପାଉଡର ତିଆରି କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପାଟଣାଗଡ ବ୍ଲକର ମରୁଆଁ ପଂଚାୟତର ସରପଞ୍ଚ
Read More...

ପାଞ୍ଚଟି ରାଜ୍ୟରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ସୋସିଆଲ ମିଡିଆ ଉପରେ ସୋନିଆ ଗାନ୍ଧୀ କ୍ରୋଧ କଚାଡ଼ିଲେ

ନୂଆଦିଲ୍ଲୀ : ପାଞ୍ଚଟି ରାଜ୍ୟରେ କଂଗ୍ରେସର ପରାଜୟ ପରେ ସୋନିଆ ଗାନ୍ଧୀ ଲୋକସଭାରେ ସୋସିଆଲ ମିଡିଆରେ ଗଣତନ୍ତ୍ରକୁ ହ୍ୟାକ୍ କରିବାର ଗୁରୁତର ପ୍ରସଙ୍ଗ ଉଠାଇଛନ୍ତି । ସୋନିଆ ଗାନ୍ଧୀ କହିଛନ୍ତି, ସୋସିଆଲ ମିଡିଆ ମାଧ୍ୟମରେ ଆମର ଗଣତନ୍ତ୍ରକୁ ହ୍ୟାକ୍ କରିବାର ବିପଦ କ୍ରମାଗତ ଭାବେ ବଢ଼ୁଛି ।
Read More...

ସୁରକ୍ଷା ବାହିନୀ ଦ୍ୱାରା ୩ ଆତଙ୍କବାଦୀ ନିହତ : ଗୁଳାବାରୁଦ ଜବତ, ସର୍ଚ୍ଚ ଅପରେସନ ଜାରି

କାଶ୍ମୀର : ଜାମ୍ମୁ କାଶ୍ମୀର ପୋଲିସ ଏବଂ ସୁରକ୍ଷା ବାହିନୀର ମିଳିତ ଅପରେସନରେ ବୁଧବାର ଦିନ ଶ୍ରୀନଗର ଜିଲ୍ଲାର ନୋଗାମ ଅଞ୍ଚଳରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟ ହୋଇଥିବା ବେଳେ ତିନିଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଜାମ୍ମୁ କାଶ୍ମୀର ପୋଲିସର ସୂଚନାନୁସାରେ, ଏହି
Read More...