Monthly Archives

March 2022

ସ୍ଵଚ୍ଛତା ପାଇଁ ଆଗେଇ ଆସିଲେ ଅଗଲାପାଲି କ୍ରିକେଟ୍ ସ୍ପୋର୍ଟସ ଆସୋସିସନ୍‌

ଲୋଇସିଂହା, (କେପିଏନ୍‌ଏସ୍‌) : ଅଗଲାପାଲି ଚାରି ଛକଠାରେ ଦୀର୍ଘ ଦିନ ହେବ ଅଳିଆ ଆବର୍ଜ୍ଜନା ପଡି ରହିଥିଲା । ଗାଁର ମୁଖ୍ୟ ଛକ ହେଉଥିବାରୁ ଯିବାଆସିବା ସମୟରେ ଲୋକେ ହଇରାଣ ମଧ୍ୟ ହେଉଥିଲେ । କିନ୍ତୁ କେହି ତାକୁ ସଫା କରିବାକୁ ଆଗକୁ ଆସୁନଥିଲେ । ହେଲେ ଏହା ଦେଖି ଅଗଲାପାଲି ସ୍ପୋର୍ଟସ
Read More...

ପଣ୍ଡରିପାଣି ମହୁଲପଡ଼ା ନଳକୂପର ପାଣି ବାଣ୍ଟୁଛି ରୋଗ

ପାଟଣାଗଡ଼, (ଗୋରେଖନାଥ ବରିହା) : ସଂକ୍ରମଣ ରୋଗଠାରୁ ଆରମ୍ଭ କରି ଦୂରାରୋଗ୍ୟ ରୋଗ ଦୁଷିତ ପାଣି ଯୋଗୁଁ ହୋଇଥାଏ । ସରକାର ଏଥିପାଇଁ ବିଶୁଦ୍ଧ ପାଣି ସେବନ ପାଇଁ ସଚେତନ କରୁଥିବା ବେଳେ ସ୍ବତନ୍ତ୍ର ବିଭାଗ ଆନୁକୂଲ୍ୟରେ ଗ୍ରାମାଞ୍ଚଳଠାରୁ ସହରାଞ୍ଚଳରେ କିପରି ଜନସାଧାରଣ ସ୍ୱଚ୍ଛପାନୀୟଜଳ ପାଇବେ
Read More...

ଜୁନିଅର ରେଡକ୍ରସ କାଉନସିଲରମାନଙ୍କ ତାଲିମ ଶିବିର ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତୀୟ ରେଡକ୍ରସ ସୋସାଇଟି ଜୁନିଅର ରେଡକ୍ରସ, ଓଡିଶା ରାଜ୍ୟ ଶାଖା, ଭୁବନେଶ୍ୱରର ସହଯୋଗରେ ତଥା ଜିଲ୍ଲା ଜୁନିଅର ରେଡକ୍ରସ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ସରକାରୀ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଜିଲ୍ଲାସ୍ତରୀୟ ଜୁନିଅର ରେଡକ୍ରସ କାଉନସେଲରମାନଙ୍କ ତାଲିମ
Read More...

ବିଜେପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ପ୍ରଥମ ଅଧ୍ୟକ୍ଷା ଭାବେ ସୀତା ବାରିକଙ୍କ ଦାୟିତ୍ଵ ଗ୍ରହଣ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବିଜେପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ପ୍ରଥମ ଅଧ୍ୟକ୍ଷା ଭାବେ ସୀତା ବାରିକ ଦାୟିତ୍ଵ ଗ୍ରହଣ କରିଛନ୍ତି । ତାଙ୍କ ସହ ନବ ନିର୍ବାଚିତ ସମସ୍ତ କାଉନସିଲର ମଧ୍ୟ ଶପଥ ପାଠ କରିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏହି ଅଞ୍ଚଳରେ ପ୍ରଥମ ଥର ନିର୍ବାଚନ ହୋଇଥିବା
Read More...

କନ୍ଧମାଳ ଚାଇଲ୍ଡ ଲାଇନ ତରଫରୁ ଖବର ଦାତା ସମ୍ମିଳନୀ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଚାଇଲ୍ଡ ଲାଇନ ତରଫରୁ ବାଲିଗୁଡା ସ୍ଥିତ ବନବାସୀ ସେବା ସମିତିର ସଭାଗୃହଠାରେ ଏକ ଖବର ଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଚାଇଲ୍ଡ ଲାଇନର କନ୍ଧମାଳ ଜିଲ୍ଲା ନିର୍ଦେଶକ ରବୀନ୍ଦ୍ର କୁମାର ପଣ୍ଡା ସଭାପତିତ୍ୱ
Read More...

ସୁବର୍ଣ୍ଣପୁରରେ ଚାଲିଥିବା ତିନି ଦିନିଆ ରାଜ୍ୟସ୍ତରୀୟ ଡଙ୍ଗର ମହୋତ୍ସବ ଉଦ୍‌ଯାପିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁରର ଫକୀର ପଟ୍ଟନାୟକ ମୁକ୍ତମଂଚରେ ଚାଲିଥିବା ରାଜ୍ୟସ୍ତରୀୟ ଡଙ୍ଗର ମହୋତ୍ସବର ତୃତୀୟ ଦିନ ତଥା ଶେଷ ସାଂସ୍କୃତିକ ସଂଧ୍ୟାରେ ମଧ୍ୟ ରାଜ୍ୟର ବିଭିନ୍ନ ଜିଲ୍ଲାର ଆଦିବାସୀ ଜନଜାତିର ନୃତ୍ୟଗୀତ ପରିବେଷିତ ହୋଇଛି । ଏହି ସାଂସ୍କୃତିକ ସଂଧ୍ୟାରେ
Read More...

ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠଙ୍କୁ କଂଗ୍ରେସ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ସ୍ୱର୍ଗତ ରିପୁନାଥ ସେଠ ଥିଲେ କଂଗ୍ରେସ ଦଳର ସାଲିସ ବିହୀନ ନେତା । ଗତକାଲି ସ୍ଥାନୀୟ ସୋଖିନ କଳାକାର ସଂଘଠାରେ ଯୁଗଳ ପ୍ରସାଦ ସିଂଙ୍କ ସଂଯୋଜନାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ବହୁ ଦଳୀୟ ପଦାଧିକାରୀ ଓ କର୍ମୀ ରାଜନେତା ସ୍ୱର୍ଗତ ରିପୁ ବାବୁଙ୍କୁ
Read More...

ପ୍ରଧାନମନ୍ତ୍ରୀ ଯୋଗ ପୁରସ୍କାର ୨୦୨୨ ପାଇଁ ନାମାଙ୍କନ ଆମନ୍ତ୍ରଣ କରିଛନ୍ତି ଆୟୁଷ ମନ୍ତ୍ରଣାଳୟ

ବିଜେତାମାନଙ୍କର ନାମ ଅନ୍ତର୍ଜାତୀୟ ଯୋଗ ଦିବସ (୨୧ ଜୁନ୍ ୨୦୨୨)ରେ ଘୋଷଣା କରାଯିବ ନୂଆଦିଲ୍ଲୀ, (ପିଆଇବି) : ଆୟୁଷ ମନ୍ତ୍ରଣାଳୟ ପ୍ରଧାନମନ୍ତ୍ରୀ ଯୋଗ ପୁରସ୍କାର ୨୦୨୨ ପାଇଁ ନାମାଙ୍କନ ଆମନ୍ତ୍ରିତ କରିଛନ୍ତି । ବିଜେତାମାନଙ୍କର ନାମର ଘୋଷଣା ଅନ୍ତର୍ଜାତୀୟ ଯୋଗ ଦିବସ ୨୧ ଜୁନ୍ ୨୦୨୨ ରେ
Read More...

୨୦୨୦-୨୧ ଆର୍ଥିକ ବର୍ଷରେ ଓଡ଼ିଶାକୁ ମିଳିଛି ୧୫୧୯.୩୧ କୋଟି ଟଙ୍କାର କୋଇଲା ରୟାଲିଟୀ

● ଏବେ ଉତ୍ପାଦନକାରୀ ରାଜ୍ୟମାନଙ୍କୁ ୧୪% ରୟାଲଟୀ ସହ ଡିଏମଏଫ ଏବଂ ଏନଏମଇଟି ମିଶାଇ ମିଳୁଛି ୧୮.୪୮% ଲାଭ● ରୟାଲିଟୀ ଦର ଅପରିବର୍ତ୍ତିତ ରଖିବାକୁ ଅଧ୍ୟୟନ ଗୋଷ୍ଠୀର ସୁପାରିସ ନୂଆଦିଲ୍ଲୀ, (ପିଆଇବି) : ୨୦୨୦-୨୧ ଆର୍ଥିକ ବର୍ଷରେ ଓଡ଼ିଶାକୁ ୧୫୧୯.୩୧ କୋଟି ଟଙ୍କାର କୋଇଲା ରୟାଲିଟୀ ମିଳିଛି
Read More...

ବିଜେପୁରରେ ବ୍ଲକସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ : ୧୪୦ ପ୍ରକଳ୍ପ ପ୍ରଦର୍ଶିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ବିଜ୍ଞାନ, ଗଣିତ, ପରିବେଶ ପ୍ରଦର୍ଶନୀ ଆଜି ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ମୋଟ ୧୪୦ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଚାରପାଲି ୟୁଜିଏଚଏସର ଲିଜା
Read More...