Monthly Archives

March 2022

ଅଖିଳ ଭାରତୀୟ ଗୋଣ୍ଡ କ୍ଷତ୍ରୀୟ ସମାଜର ବାର୍ଷିକ ବୈଠକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ବରତୁଣ୍ତା ଗ୍ରାମ ପଞ୍ଚାୟତ ଭୂଇଁଖାର ଗ୍ରାମ ଠାରେ ସକିଜ ଗୋଣ୍ଡ ସମାଜର ବାର୍ଷିକ ବୈଠକ ସମାଜ ସଭାପତି ସୁକଦେବ ମାଝିଙ୍କ ଆହ୍ୱାନ କ୍ରମେ ଅନୁଷ୍ଠିତ ହୋଇଯାଇଛି । ସଭା ଆରମ୍ଭରେ ଶ୍ରୀ ଶ୍ରୀ ଚତୁର୍ଦ୍ଧା
Read More...

ଆଜି ଶ୍ୱଶୁର ଘର ଗାଁ ଛତ୍ରପୁର ବୁଲିବେ ସିନେ ତାରକା ଅମ୍ଲାନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ସହରାଞ୍ଚଳରେ ପୌର ନିର୍ବାଚନ ପ୍ରଚାର ଜୋରସୋରରେ ଚାଲିଥିବା ବେଳେ ପ୍ରଚାର ମଙ୍ଗଳବାର ସନ୍ଧ୍ୟାରେ ଅନ୍ତିମ ହେଉଥିବା ନେଇ ବିଭିନ୍ନ ରାଜନୈତିକ ଦଳ ତରଫରୁ ତତ୍ପରତା ବୃଦ୍ଧିପାଇବାରେ ଲାଗିଛି । ଏଣେ ଅଭିନେତା ଜୀନା, ଶୁଭାଶିଷ,
Read More...

ମସିଣାଗୋରାଠାରେ ଓଡିଶା ଡ୍ରାଇଭର ମହାସଂଘର ବୈଠକ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରା ପଞ୍ଚାୟତ ମସିଣାଗୋରାଠାରେ ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । କଣ୍ଟାମାଳ ବ୍ଲକ ସଭାପତି ପ୍ରେମାନନ୍ଦ ସାହୁଙ୍କ ପ୍ରତକ୍ଷ୍ୟ ତତ୍ତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲା ସଭାପତି
Read More...

ସମ୍ବଲପୁର ଗସ୍ତରେ ୫ଟି ସଚିବ ଭି.କେ ପାଣ୍ଡିଆନ୍

ସମ୍ବଲପୁର : ସମ୍ବଲପୁର ଗସ୍ତରେ ୫-ଟି ସଚିବ ଭି.କେ ପାଣ୍ଡିଆନ୍ । ଏହି ଗସ୍ତରେ ତାଙ୍କ ସହ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ପୂର୍ତ୍ତ ସଚିବ ଭିଭି ଯାଦବ ଓ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସେକ୍ରେଟାରୀ ଆର ଭିନିଲକ୍ରିଷ୍ଣା, ପୂର୍ତ୍ତ ବିଭାଗର ପ୍ରମୁଖ ସଚିବ ବିର ବିକ୍ରମ ୟାଦବ ସାମିଲ
Read More...

ଜିଲ୍ଲା କଂଗ୍ରେସ ସଭାପତି ରମେଶ ଜେନା ଓ ମହାନଗର ନିଗମ ମେୟର ପ୍ରାର୍ଥିନୀ ମଞ୍ଜୁ ରଥଙ୍କ ନିର୍ବାଚନୀ ପ୍ରଚାର ଜୋରଦାର

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବ୍ରହ୍ମପୁର ମହାନଗର ନିଗମ ନିର୍ବାଚନ ପରିପ୍ରେକ୍ଷୀରେ ୨୫, ୨୬, ୨୭, ୩୦ ଓ ୩୧ ନଂ ୱାର୍ଡରେ କଂଗ୍ରେସର ନିର୍ବାଚନୀ ପ୍ରଚାର ଜୋରଦାର ହୋଇଛି । କଂଗ୍ରେସ ଜିଲ୍ଲା ସଭାପତି ତଥା ବିଧାୟକ ରମେଶ ଜେନାଙ୍କ ନେତୃତ୍ୱରେ ରାଜ୍ୟ କିଶାନ ସେଲର ପ୍ରଭାରୀ ରଶ୍ମୀ
Read More...

ସମାକୁଦ ଧୁବୁଲାହୁଳି ଜଙ୍ଗଲରେ ଜଳୁଛି ନିଆଁ

ତେଲକୋଇ : ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟ୍‌ ରାଇସୁଆଁ ପଞ୍ଚାୟତର ସମାକୁଦ ଧୁବୁଲାହୁଳି ଜଙ୍ଗଲରେ ନିଆଁ ଜଳୁଥିବା ଖବର ମିଳିଛି । ଏକର ଏକର ଜଙ୍ଗଲରେ ଲାଗିଛି ନିଆଁ । ସଂଧ୍ୟା ହେଲେ ନିଆଁର ପ୍ରକୋପ ଧିରେ ଧିରେ ବଢ଼ିବାରେ ଲାଗୁଛି । ଜଙ୍ଗଲ ନିଆଁରେ ମୂଲ୍ୟବାନ ଗଛଲତା ଜଳିଯିବା ସହ ଔଷଧିୟ
Read More...

କୁଳଡିହା ଅଭୟାରଣ୍ୟରେ ହାତୀର ମୃତ୍ୟୁ

ନୀଳଗିରି : କୂଳଡିହା ଅଭୟାରଣ୍ୟରେ ହାତୀର ମୃତ୍ୟୁ ଘଟିଥିବା ଖବର ମିଳିଛି । ଅଭୟାରଣ୍ୟରେ ହାତୀ ମୃତଦେହ ପଡିଥିବା ଖବର ପାଇ ଶିମିଳିପାଳ ବନ ବିଭାଗ ସହ ୪ଟି ଟିମ୍‌ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରୁଥିବା ବେଳେ କେଉଁ କାରଣରୁ ହାତୀର ମୃତ୍ୟୁ ଘଟିଛି ତାହା ଜଣାପଡି ନାହିଁ । ତେବେ ଅଭୟାରଣ୍ୟରେ
Read More...

ହଠାତ୍‌ ଛିଡା ହୋଇଥିବା ବାଇକ୍‌ରେ ଲାଗିଲା ନିଆଁ

କେନ୍ଦୁଝର : କେନ୍ଦୁଝର ଟାଉନ ଥାନାର ତେନ୍ତୁଳିନଣ୍ଡା ସ୍ଥିତ କଲେଜ ଛକଠାରେ ଛିଡା ହୋଇଥିବା ବାଇକରେ କୌଣସି କାରଣରୁ ଗତକାଲି ନିଆଁଲାଗି ଜଳି ଯାଇଥିବା ଖବର ମିଳିଛି । ବାଇକଟି ଯୋଡ଼ା ବ୍ଲକର କମାରା ଯୋଡ଼ା ଗାର ନିରଂଜନ ପାତ୍ରଙ୍କର ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ ସେ ହଷ୍ଟେଲରେ
Read More...

ଗୁପ୍ତେଶ୍ୱର ନିକଟ ସାବେରୀ ନଦୀରେ ଭାସିଗଲେ ୨ ଭାଇ

ଜୟପୁର : କୋରାପୁଟର ପ୍ରସିଦ୍ଧ ଶୈବ ପୀଠ ଗୁପ୍ତେଶ୍ୱର ନିକଟ ସାବେରୀ ନଦୀରେ ୨ ଭାଇ ଭାସିଯାଇଥିବା ଖବର ମିଳିଛି । ସେମାନଙ୍କ ଘର ଜୟପୁର ଇରିଗେସନ କଲୋନୀରେ ବୋଲି ଜଣାପଡିଛି । ଭାସିଯାଇଥିବା ୨ ଭାଇ ଆଦିତ୍ୟ ସ୍ବାଇଁ ଓ ସୁମିତ ସ୍ବାଇଁ ବୋଲି ଜଣାପଡିଛି ।
Read More...

୪୧ କେଜି ଗଞ୍ଜେଇ ଜବତ ସହ ୨ ଗିରଫ

ମୁନିଗୁଡା : ମୋହନାରୁ ଉତ୍ତର ପ୍ରଦେଶକୁ ଏକ କାରରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ରାୟଗଡା ଜିଲ୍ଲା ବିଷମ କଟକ ପୋଲିସ ସ୍ଥାନୀୟ ନେତାଜୀ ଛକ ନିକଟରେ ଯାଞ୍ଚ କରିବା ସମୟରେ ପୋଲିସ ଚଢାଉ କରି ଗଞ୍ଜେଇ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି । ଗିରଫ ଦୁଇ ଜଣ କମଲେଶ କୁମାର
Read More...