ପଦ୍ମଶ୍ରୀ ପ୍ରମୋଦ ଭଗତଙ୍କୁ ସ୍ଵତନ୍ତ୍ର ସ୍ପୋର୍ଟସ ଷ୍ଟାର ଏସ୍ ଆୱାର୍ଡ଼
ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ ଜିଲ୍ଲା ଅତାବିରା ମାଟିର ସୁପୁତ୍ର ତଥା ଆନ୍ତର୍ଜାତୀୟ ପାରା ବ୍ୟାଡମିଣ୍ଟନ ଖେଳାଳୀ ପଦ୍ମଶ୍ରୀ ପ୍ରମୋଦ ଭଗତଙ୍କୁ ସ୍ପୋର୍ଟସ ଷ୍ଟାର ଏସ୍ ଆୱାର୍ଡ଼ ସମାରୋହରେ ବିଶେଷ ଉଲ୍ଲେଖ ପୁରସ୍କାରରେ ସମ୍ମାନୀତ କରାଯାଇଛି । ଗତକାଲି ମୁମ୍ବାଇଠାରେ ଆୟୋଜିତ ଏକ!-->…
Read More...
Read More...