ଚଳିତ ଆର୍ଥିକ ବଜେଟରେ ‘ଜଳ ଜୀବନ ମିଶନ’ ଓ ‘ବସୁଧା’ ଯୋଜନା ପାଇଁ ୮,୨୫୦ କୋଟିରୁ ଅଧିକ ଆବଣ୍ଟିତ
ଭୁବନେଶ୍ୱର, (କେପିଏନ୍ଏସ୍) : ରାଜ୍ୟରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ଲାଗି ଚଳିତ ଆର୍ଥିକ ବଜେଟରେ ‘ଜଳ ଜୀବନ ମିଶନ’ ଓ ‘ବସୁଧା’ ଯୋଜନା ପାଇଁ ୮,୨୫୦ କୋଟିରୁ ଅଧିକ ଆବଣ୍ଟିତ ହୋଇଛି । ଏଥିସହ ୨୦୨୪ ସୁଦ୍ଧା ଗ୍ରାମାଞ୍ଚଳର ପ୍ରତି ପରିବାରକୁ ପାଇପ ଜଳ ସଂଯୋଗ!-->…
Read More...
Read More...