Monthly Archives

March 2022

ପାଟଣାଗଡ଼ରେ ଲକ୍ଷ୍ମୀ ମାଝୀ, ଖପ୍ରାଖୋଲରେ ଶୁଖିରାମ ଷାଣ୍ଢ, ବେଲପଡାରେ ଦୁର୍ଯ୍ୟୋଧନ କୁମ୍ଭାର ବ୍ଲକ ଉପାଧ୍ୟକ୍ଷ ପଦବୀ…

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ପାଟଣାଗଡ଼, ଖପ୍ରାଖୋଲ, ବେଳପଡା ଆଦି ତିନି ବ୍ଲକର ବ୍ଲକ ଉପାଧ୍ୟକ୍ଷ ନିର୍ବାଚନ ହୋଇଯାଇଛି । ପାଟଣାଗଡ଼ ବ୍ଲକର ବିଜେଡି ସମର୍ଥିତ ଉପାଧ୍ୟକ୍ଷା ଲକ୍ଷ୍ମୀ ମାଝୀ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି । ଆଜି ପାଟଣାଗଡ଼ ବିଧାୟକ
Read More...

ବଲାଙ୍ଗିରରେ ମହିଳାମାନଙ୍କ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ – ନାଗରିକ କମିଟି

ଯୁକ୍ତ ଦୁଇ ମହିଳା କଲେଜ ବନ୍ଦ ହୋଇଯିବ ! ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଶ୍ଚିମ ଓଡିଶାରେ ବଲାଙ୍ଗିର ମହିଳା ମହାବିଦ୍ୟାଳୟ ବଲାଙ୍ଗିର ଏକ ଅନ୍ୟତମ ପୁରୁଣା ଶିକ୍ଷାନୁଷ୍ଠାନ । କିନ୍ତୁ ବର୍ତମାନ ଏହି କଲେଜରେ କଳା ଓ ବିଜ୍ଞାନରେ ଶିକ୍ଷା ବ୍ୟବସ୍ଥା ଭୁଷୁଡି ଯାଇଛି । ଶ୍ରେଣୀ ଗୃହ ଅଛି
Read More...

ରାଜ୍ୟସ୍ତରୀୟ ବାଣୀପୁତ୍ର ସମ୍ମାନ -୨୦୨୨ ପାଇଲେ ଯୁବକବି ଆଶୁତୋଷ ଠାକୁର

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଲକ ମଣ୍ଡଳ ଗ୍ରାମର ଯୁବ କବି ଆଶୁତୋଷ ଠାକୁର (ବାବଲୁ) କଟକସ୍ଥିତ କର୍ମବୀର ଗୌରୀଶଙ୍କର ଟାଉନ ହଲ ଠାରେ ଅନୁଷ୍ଠିତ ଶ୍ରୀଚନ୍ଦନ ସାହିତ୍ୟ ସଂସଦର ୪୫ତମ ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ପର୍ବରେ ରାଜ୍ୟସ୍ତରୀୟ ମନସ୍ୱିନୀ
Read More...

ତୃପ୍ତି ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ କରୋନା ଓ ମଧୁମେହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ାରେ ତୃପ୍ତି ସ୍ୱେଚ୍ଛାସେବୀ ସଂଗଠନର ମୁଣ୍ଡୋଦହ ଆନୁକୂଲ୍ୟରେ ବେଲପଡ଼ା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରର ଉପକେନ୍ଦ୍ର ଅଧିନସ୍ଥ ଗ୍ରାମାଞ୍ଚଳ ପତ୍ରପାଲି, ତାରା, ଗୋଡ଼ଭଙ୍ଗା, କିନ୍ଦ୍ରିଟାଳ, କଦଳୀ, ରାଡବାହାଲ,
Read More...

ସଂକୁଳ ସ୍ତରୀୟ ତ୍ରୀଦିବସୀୟ ଜାତୀୟ ଶିକ୍ଷାନୀତି ପ୍ରଶିକ୍ଷଣ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରର କୁସୁନାପାଲି ସ୍ଥିତ ବିଦ୍ୟା ମନ୍ଦିରଠାରେ ତିନିଦିନ ଧରି ଚାଲିଥିବା ସଂକୁଳ ସ୍ତରୀୟ ତ୍ରୀଦିବସୀୟ ଜାତୀୟ ଶିକ୍ଷାନୀତି - ୨୦୨୦ ପ୍ରଶିକ୍ଷଣ ଉଦ୍‌ଯାପିତ ହୋଇଯାଇଛି । ଉକ୍ତ ପ୍ରଶିକ୍ଷଣରେ ରାଜବୋଡାସମ୍ବର
Read More...

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରତି ଛବି ଦେଖିବାକୁ ଜମୁଛି ଭିଡ଼

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ କାରନ୍ଦା ପଞ୍ଚାୟତ ମାନିଆଳି ଗ୍ରାମର ହେମନ୍ତ ବେହେରାଙ୍କ ଘରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରତି ଛବି ଦେଖିବାକୁ ମିଳିଛି । ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ସ୍ଥାନୀୟ ଲୋକଙ୍କ ଭିଡ଼ ଲାଗିଛି ।
Read More...

ପରିବେଶବିତ୍‌ ଶୁଭାଂଶୁ ଶତପଥିଙ୍କ ଦ୍ୱାରା ଗୀଷ୍ମ କାଳରେ ପଶୁ ପକ୍ଷୀମାନଙ୍କର ଜଳ ସମସ୍ୟା ଦୂର କରିବା ନେଇ କର୍ମଶାଳା…

ଢେଙ୍କାନାଳ, (ତାପସ ଦାସ) : ଜାତି ସଙ୍ଘ ପୁରସ୍କାର ପ୍ରାପ୍ତ ପରିବେଶବିତ୍‌ ଶୁଭାଂଶୁ ଶତପଥିଙ୍କ ଦ୍ୱାରା ରଘୁନାଥପୁର ତିଳପଦା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଗୀଷ୍ମ କାଳରେ ପଶୁପକ୍ଷୀ ମାନଙ୍କର ଜଳ ସମସ୍ୟା ଦୂର କରିବା ନେଇ କର୍ମଶାଳା ଆୟୋଜିତ ହୋଇଯାଇଛି । ଏହି କର୍ମଶାଳାରେ
Read More...

ବିଭିନ୍ନ ସମସ୍ୟାକୁ ନେଇ ପାଟଦରା ଗସ୍ତରେ ସାହାଯ୍ୟ ସେନାର ଆବାହକ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଭଇଁସାଦାନି ଗ୍ରାମପଞ୍ଚାୟତର ଲାଲଗଡ଼ କୁହାଯାଉଥିବା ଦୁର୍ଗମ ଅଞ୍ଚଳ ପାଟଧରା ଗ୍ରାମର ବିଭିନ୍ନ ସମସ୍ୟାକୁ ନେଇ ସାହାଯ୍ୟ ସେନାର ଆବାହକ ବେଣୁଧର ଜଗତ ପାଟଦରା ଅଞ୍ଚଳକୁ ଗସ୍ତ କରିଥିଲେ । ସମୁଦ୍ର ପତନ ଠାରୁ ପ୍ରାୟ ୫ ହଜାର
Read More...

ବୌଦ୍ଧ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ସହିଦ ଦିବସ ପାଳିତ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା ସଦର ମହକୁମା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପୁଷ୍ପଗିରି ଛାତ୍ରାବାସରେ ୪ ଦିନିଆ ଓଡ଼ିଆ ପ୍ରଶ୍ନ ତିଆରି କର୍ମଶାଳା ଅବସରରେ ଜିଲ୍ଲାର ବୌଦ୍ଧ, କଣ୍ଟାମାଲ ଓ ହରଭଙ୍ଗା ବ୍ଲକର ଶିକ୍ଷକମାନଙ୍କ ଉପସ୍ଥିତିରେ ସହିଦ ଦିବସ ପାଳିତ ହୋଇଯାଇଛି ।ଏଥିରେ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଖପ୍ରାଖୋଲ ବ୍ଲକ ଖପ୍ରାଖୋଲ ଗ୍ରା.ପ.ରୁ ୨ ଜଣ, ଭାନପୁର ଗ୍ରା.ପ.ରୁ ଜଣେ, ପାଟଣାଗଡ ବ୍ଲକ ୱାର୍ଡ ନଂ ୧୦ରୁ ଜଣେ ଚିହ୍ନଟ ହୋଇଥିବା
Read More...