Monthly Archives

March 2022

ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଶିଶୁବାଟିକା ଘର ହିଁ ବିଦ୍ୟାଳୟ ପ୍ରକଳ୍ପ ଆଲୋଚିତ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଶିଶୁ ବାଟିକା ଅଭିଭାବକମାନଙ୍କ ପ୍ରଶିକ୍ଷଣ ଘର ହିଁ ବିଦ୍ୟାଳୟ ପ୍ରକଳ୍ପ ବିଷୟରେ ଆଲୋଚନା ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଶିକ୍ଷା ବିକାଶ ସମିତିର ସମ୍ଭାଗ ଶିଶୁ
Read More...

ବ୍ରହ୍ମପୁରରେ ଓକେସିଏଲ୍‌ର ନିର୍ଦ୍ଦେଶକମାନଙ୍କ ଆଞ୍ଚଳିକ ବୈଠକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଓକେସିଏଲ୍‌ର ପାଠ୍ୟକ୍ରମ କାର୍ଯ୍ୟକାରୀ କରୁଥିବା ଅଧିକୃତ କେନ୍ଦ୍ର ନିର୍ଦ୍ଦେଶକମାନଙ୍କ ଆଞ୍ଚଳିକ ବୈଠକ ବ୍ରହ୍ମପୁରର ପ୍ରେମ ନଗର ମୁଖ୍ୟ ରାସ୍ତାରେ ଥିବା ରୋଟାରୀ ଶତାବ୍ଦୀ ସ୍ମାରକୀ ହଲରେ ଅନୁଷ୍ଠିତ ହୋଇଯାଇଛି ।
Read More...

ଗଞ୍ଜାମ ଏନ୍‌ଏସିରେ ପୌର ଅଧ୍ୟକ୍ଷା ଭାବେ ସ୍ୱାଧୀନ ପ୍ରାର୍ଥିନୀ ପ୍ରତିଭା ପାଢ଼ୀ ବିଜୟୀ

ବ୍ରହ୍ମପୁର, (ସତ୍ୟନାରାୟଣ ପ୍ରଧାନ) : ଗଞ୍ଜାମ ଏନ୍‌ଏସି ପୌର ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ସ୍ୱାଧୀନ ପ୍ରାର୍ଥିନୀ ପ୍ରତିଭା ପାଢ଼ୀ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡି ପାର୍ଥିନୀ ଝୁଲି ପାତ୍ରଙ୍କଠାରୁ ୫୧ ଖଣ୍ଡ ଭୋଟ ବ୍ୟବଧାନରେ ପୌର ଅଧ୍ୟକ୍ଷା ପଦବୀ ନିମନ୍ତେ ବିଜୟୀ ହୋଇଛନ୍ତି
Read More...

ଆସନ୍ତା ୨୮ ଓ ୨୯ ତାରିଖ ଭାରତ ବନ୍ଦ ଡାକରା ଦେଇଛି ଇଉନାଇଟେଡ଼୍‌ ଟ୍ରେଡ଼୍‌ ୟୁନିୟନ୍ସ ଅଫ୍‌ ବଲାଙ୍ଗିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ୨୮ ଓ ୨୯ ତାରିଖ ଭାରତ ବନ୍ଦ ଡାକରା ଦେଇଛି ଇଉନାଇଟେଡ଼୍‌ ଟ୍ରେଡ଼୍‌ ୟୁନିୟନ୍ସ ଅଫ୍‌ ବଲାଙ୍ଗିର । ଜନତା ବଂଚାଅ, ଦେଶ ବଂଚାଅ ଓ ଚାଷୀ ବଂଚାଅ ନାରା ଦେଇ ବେକାରଙ୍କୁ ନିଯୁକ୍ତି, ଦରବୃଦ୍ଧି ବନ୍ଦ, ଶ୍ରମକୋଡ୍‌ ପ୍ରତ୍ୟାହାର, ସ୍କିମ୍‌ ଶ୍ରମିକ,
Read More...

ବୋଡାସମ୍ବର କୃଷକ ସଙ୍ଗଠନର ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଦିବା ୧୦ ଘଣ୍ଟା ସମୟରେ ପଦ୍ମପୁର ଦିଲ୍ଲୀପ କଲ୍ୟାଣ ମଣ୍ଡପଠାରେ ରାଜ ବୋଡାସମ୍ବର କୃଷକ ସଙ୍ଗଠନର ଆବାହକ ଅଶୋକ ସାହୁଙ୍କ ନେତୃତ୍ୱରେ ପଦ୍ମପୁର ଗୋରୁବଜାରଠାରେ ପଦ୍ମପୁର, ଗାଇସିଲେଟ, ଝାରବନ୍ଧ, ପଦ୍ମପୁର ଏନ୍‌ଏସି, ପାଇକମାଲ ବ୍ଲକର ରାଜ ବୋଡାସମ୍ବର
Read More...

ଘରୋଇ ବସ୍ ସେବା ୨୯ ତାରିଖରେ ଜାରି ରହିବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ୨୮ ଓ ୨୯ ତାରିଖ ଦୁଇ ଦିନ ଧରି ଭାରତ ବନ୍ଧ ଡ଼ାକରା ଯୋଗୁଁ ଜିଲ୍ଲା ବ୍ୟାପୀ ଆଗାମୀ ୨୮ ତାରିଖ ଦିନ ଘରୋଇ ବସ୍‌ ସେବା ବନ୍ଦ ରହୁଥିବା ବେଳେ ୨୯ ଦିନ ଘରୋଇ ବସ୍ ସେବା ଚାଲୁ ରହିବ ଓ ସମସ୍ତ ବସ୍ ଚଳାଚଳ କରିବ ବୋଲି ଜିଲ୍ଲା ଘରୋଇ ବସ ମାଲିକ ସଂଘ ସଭାପତି
Read More...

କର୍ମଚାରୀଙ୍କ ଦାୟିତ୍ୱହୀନତା : ୨୦ ଘଣ୍ଟା ପଡ଼ିରହିଲା ଶବ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଭିନ୍ନ ସମୟରେ ଗୁଡ଼ାଏ ସମସ୍ୟା ଲାଗି ରହିଥିବା ବେଳେ ତାକୁ ସମାଧାନ କରିବା ପାଇଁ ସରକାରୀ ସ୍ତରରେ ସବୁବେଳେ ଅପ୍ରାଣ ଉଦ୍ୟମ କରୁଥିବା ଦେଖାଯାଇଥାଏ ମାତ୍ର ବିଭାଗୀୟ କର୍ମଚାରୀଙ୍କ ଦାୟିତ୍ୱହୀନତା ଯୋଗୁଁ ଅନେକ ଗୁଡିଏ
Read More...

ବିଜେଡ଼ି ନେତା ଅଜୟ ଦାସଙ୍କ ପିତୃ ବିୟୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଜେଡ଼ି ନେତା ଅଜୟ ଦାସଙ୍କ ପିତା ବାମନ ଚରଣ ଦାସ(୯୭)ଙ୍କ ତାଙ୍କ ଆଦର୍ଶପଡ଼ା ସ୍ଥିତ ବାସଭବନରେ ଆଜି ଅପରାହ୍ନ ୧ଟା ୩୦ମି.ରେ ଦେହାନ୍ତ ହୋଇଯାଇଥିବା ସୂଚନା ମିଳିଛି । ଦୀର୍ଘ ଦିନରୁ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ହୋଇ ସେ ଶଯ୍ୟାଶାୟୀ ଥିଲେ । ଅବକାରୀ
Read More...

ବାଲିଗୁଡା ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ : ସଭାପତି ହେଲେ ହରିଶ୍ଚନ୍ଦ୍ର ସମ୍ପାଦକ ହେଲେ କ୍ଷମା ସାଗର

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଓକିଲ ସଂଘର ଆଗାମୀ ୨୦୨୨-୨୩ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଭାପତି ଭାବେ ଟି.ହରିଶ୍ଚନ୍ଦ୍ର ରାଓ, ଉପସଭାପତି ଭାବେ ଅନିଲ କୁମାର ଦାସ, ସମ୍ପାଦକ ଭାବେ କ୍ଷମା ସାଗର
Read More...

ପୂର୍ବତନ ଶିକ୍ଷାମନ୍ତ୍ରୀ ରିପୁନାଥ ସେଠ୍‌ ଆଉ ନାହାନ୍ତି

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ପୂର୍ବତନ ଶିକ୍ଷାମନ୍ତ୍ରୀ ରିପୁନାଥ ସେଠ୍‌ଙ୍କ ଗତକାଲି ବିୟୋଗ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ହୋଇଥିଲା । ବରଗଡ଼ ଜିଲ୍ଲା ବରପାଲି ନିବାସୀ ସ୍ୱର୍ଗତ ସେଠ୍‌ କଂଗ୍ରେସରୁ ରାଜନୀତି ଜୀବନ ଆରମ୍ଭ କରିଥିଲେ ଏବଂ ୧୯୯୫ ବିଧାନସଭା ନିର୍ବାଚନରେ
Read More...