Daily Archives

ମଦ ବୋଝେଇ ଟ୍ରକ୍ ସହ ବୁଲେଟ ଧକ୍କା ହେବା ଫଳରେ ଦୁର୍ଘଟଣା : ଲୋକେ ବୋହିନେଲେ ମଦ ବୋତଲ

ଦେଓଗାଁ, (ମନୀଷ କୁମାର ସାହୁ): ଆଜି ଦିନ ପ୍ରାୟ ୧ଟା ସମୟରେ ଦେଓଗାଁ ବସଷ୍ଟାଣ୍ଡ ନିକଟରେ ଏକ ବୁଲେଟ୍‌ ଓ ମଦ ବୋଝେଇ ଟ୍ରକ୍ ଧକ୍କା ହେବା ଫଳରେ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଟ୍ରକ ଚାଳକ ଓ ବାଇକ୍ ଆରୋହୀଙ୍କୁ ବଲାଙ୍ଗୀର ଡାକ୍ତରଖାନା
Read More...

ଅତାବିରା ଓକିଲ ସଂଘର ପୂର୍ବତନ ସଭାପତି ରାକେଶ ପାଢ଼ୀଙ୍କ ପରଲୋକ

ବରଗଡ/ଅତାବିରା, (ସତ୍ୟନାରାୟଣ ପ୍ରଧାନ) : ବରିଷ୍ଠ ଓକିଲ ତଥା ଅତାବିରା ଓକିଲ ସଂଘର ପୂର୍ବତନ ସଭାପତି ରାକେଶ ପାଢ଼ୀଙ୍କ ଗତକାଲି ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ହୋଇଯାଇଥିବା ଜଣାପଡିଛି । ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ ବୟସ ହୋଇଥିଲା ।
Read More...

ବରଗଡ ଜିଲ୍ଲା ତୈଳିକ ବୈଶ୍ୟ ସମାଜର କର୍ମଶାଳା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ତୈଳିକ ବୈଶ୍ୟ(ସାହୁ) ସମାଜର ଏକ କର୍ମଶାଳା ବୈଠକ ଶ୍ରୀ ନୃସିଂହନାଥ ଠାରେ ଜିଲ୍ଲା ସଭାପତି ମନୋରଞ୍ଜନ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କର୍ମଶାଳାରେ ତୈଳିକ ସମାଜର ନୀତି ନିୟମ ତଥା ସମ୍ବିଧାନ ସଂଶୋଧନ ଉପରେ
Read More...

କାର୍ଯ୍ୟସ୍ଥଳୀରେ ମହିଳାଙ୍କୁ ଯୌନ ନିର୍ଯାତନାର ପ୍ରତିରୋଧ, ନିଷେଧାଦେଶ ଏବଂ ନିବାରଣ ଆଇନ -୨୦୧୩ ନିମନ୍ତେ…

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସମାଜ ମଙ୍ଗଳ ବିଭାଗର ମିଳିତ ଆନୁକୂଲ୍ୟରେ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ସଭାଗୃହରେ ଏକ ତାଲିମ କାର୍ଯ୍ୟକ୍ରମ "କାର୍ଯ୍ୟସ୍ଥଳୀରେ ମହିଳାଙ୍କୁ ଯୌନ ନିର୍ୟାତନାର ପ୍ରତିରୋଧ, ନିଷେଧାଦେଶ ଏବଂ ନିବାରଣ ଆଇନ -୨୦୧୩" ଅନୁଷ୍ଠିତ
Read More...

ଭାରତ-ୟୁକେ ମୁକ୍ତ ବ୍ୟବସାୟ ରାଜିନାମା (ଏଫ୍‌ଟିଏ)ର ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ସମାପ୍ତ

ନୂଆଦିଲ୍ଲୀ, (ପିଆଇବି) : ଭାରତ ଏବଂ ୟୁକେ ୧୭ ମାର୍ଚ୍ଚ, ୨୦୨୨ ଗୁରୁବାର ଦିନ ଭାରତ-ୟୁକେ ମୁକ୍ତ ବ୍ୟବସାୟ ରାଜିନାମା (ଏଫଟିଏ) ପାଇଁ ଦ୍ବିତୀୟ ପର୍ଯ୍ୟାୟ ଆଲୋଚନା ସମ୍ପୂର୍ଣ୍ଣ କରିଛନ୍ତି । ଭାରତୀୟ ଅଧିକାରୀମାନଙ୍କର ଏକ ପ୍ରତିନିଧିମଣ୍ଡଳ ଲଣ୍ଡନରେ ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି । ଏହି
Read More...

ଆଗାମୀ ମାର୍ଚ୍ଚ ୨୮, ୨୯ ଦେଶବ୍ୟାପୀ ଧର୍ମଘଟ ପାଇଁ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଯାଦବ ଭବନଠାରେ ବଲାଙ୍ଗିର ଜିଲ୍ଲା ଇଉନାଟେଡ୍‌ ଅଫ୍‌ ବଲାଙ୍ଗିରର ଅଧ୍ୟକ୍ଷ ବିଭୁଦତ୍ତ ମିଶ୍ରଙ୍କ ନେତୃତ୍ୱରେ ଆଗାମୀ ମାର୍ଚ୍ଚ ୨୮, ୨୯, ଭାରତ ବର୍ଷର କେନ୍ଦ୍ରୀୟ ଶ୍ରମିକ ମିଳିତ ମଂଚର ଡାକରାରେ ହେବାକୁ ଥିବା ଦୁଇ ଦିନିଆ ଧର୍ମଘଟକୁ ବଲାଙ୍ଗିର
Read More...

ସିଆର୍‌ପିଏଫ୍‌ ୧୮୯ ବାଟାଲିୟନ ଦ୍ୱାରା ସୈନିକ ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସିଆର୍‌ପିଏଫ୍‌ ୧୮୯ ବାଟାଲିୟନ ଦ୍ୱାରା ସୈନିକ ଦିବସ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଶାନ୍ତିପଡା ମୁଖ୍ୟାଳୟର ସମସ୍ତ ଅବସରପ୍ରାପ୍ତ ସୈନିକ ସାମିଲ ଥିଲେ । ସର୍ବପ୍ରଥମେ ସିଆର୍‌ପିଏଫ୍‌ କମାଣ୍ଡାଣ୍ଟ ପବନ କୁମାର ତବାରୀ ଉପସ୍ଥିତ ସିଆର୍‌ପିଏଫ୍‌ର
Read More...

ବରପାଲି ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ଯଥାକ୍ରମେ ୭୦.୯୨ ଏବଂ ୬୪.୩୫ ଭୋଟ ଦାନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରପାଲି ଓ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ଅନୁଷ୍ଠିତ ନିର୍ବାଚନରେ ଯଥାକ୍ରମେ ୭୦.୯୨ ଏବଂ ୬୪.୩୫ ଶତକଡା ମତଦାନ ହୋଇଛି । ବରପାଲି ବିଜ୍ଞାପିତ ଅଞ୍ଚଳ ପରିଷଦରେ ୧୯ଟି ୱାର୍ଡ ପାଇଁ ୧୭୦୭୪ ଭୋଟରଙ୍କ ମଧ୍ୟରୁ ୧୨୧୦୯ ଜଣ ମତଦାତା ଭୋଟ ଦେଇଥିଲେ । ସେଥି
Read More...

ମୋହନ ଲୁହା ଜିଲ୍ଲା ପରିଷଦର ନୂତନ ଉପାଧ୍ୟକ୍ଷ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ପରିଷଦର ନୂତନ ଉପାଧ୍ୟକ୍ଷ ଭାବେ ମୋହନ ଲୁହା ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ଆଜି ଅନୁଷ୍ଠିତ ନିର୍ବାଚନରେ ବିଜୁ ଜନତା ଦଳର ଏକମାତ୍ର ପ୍ରାର୍ଥୀ ଭାବେ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ । ମୋହନ ଲୁହା ବରଗଡ଼ ଜିଲ୍ଲା ପରିଷଦ ଜୋନ ୩ରୁ
Read More...

ବୃହତ ଶିଳ୍ପରେ କ୍ୟାରିୟର ଶୀର୍ଷକ ଆଲୋଚନାଚକ୍ର

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଦେଶର ବଡ ବଡ ସରକାରୀ ଓ ବେସରକାରୀ ଶିଳ୍ପ ପ୍ରତିଷ୍ଠାନରେ କଂପ୍ୟୁଟର ଓ ମେନେଜମେଣ୍ଟ ଛାତ୍ରଛାତ୍ରୀମାନଙ୍କ ପାଇଁ ଥିବା କ୍ୟାରିୟର ସୁଯୋଗ ଉପରେ ଏକ ଆଲୋଚନାଚକ୍ର ଇମ୍ପରିୟଲ କଲେଜଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଷ୍ଟିଲ ଅଥରେଟି ଅଫ ଇଣ୍ଡିଆ
Read More...