Daily Archives

ୟୁକ୍ରେନରେ ସାମରିକ ଆକ୍ରମଣ ବନ୍ଦ କରିବାକୁ ଜାତିସଂଘ କୋର୍ଟଙ୍କ ରୁଷକୁ ନିର୍ଦ୍ଦେଶ

ହେଗ : ମିଳିତ ଜାତିସଂଘର ସର୍ବୋଚ୍ଚ ଅଦାଲତ ବୁଧବାର ରୁଷକୁ ୟୁକ୍ରେନରେ ନିଜର ସାମରିକ କାର୍ୟ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଅନେକ ବିଶ୍ଳେଷକ ବିଶ୍ୱାସ କରନ୍ତି ଯେ, ରୁଷ ଏହି ନିଷ୍ପତ୍ତି ଗ୍ରହଣ କରିବ ନାହିଁ । ଦୁଇ ସପ୍ତାହ ପୂର୍ବେ ୟୁକ୍ରେନ ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍
Read More...

ରାଜପୁର ହାଇସ୍କୁଲରେ ସରୋଜିନୀ ପଟ୍ଟନାୟକ ସ୍ମାରକୀ ମେଧାବୀ ସମ୍ମାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସଦରମହକୁମା ଛତ୍ରପୁରଠାରୁ ମାତ୍ର ୭ କି.ମି. ଦୂରରେ ପଡେ ରାଜପୁର ଗ୍ରାମ । ବୁଧବାର ରାଜପୁର ହାଇସ୍କୁଲରେ ଅଷ୍ଟମ, ନବମ ଓ ଦଶମ ଶ୍ରେଣୀରେ ଟପର ହୋଇଥିବା ଛାତ୍ର ଛାତ୍ରୀଙ୍କୁ ସରୋଜିନୀ ସ୍ମାରକୀ ମେଧାବୀ ସମ୍ମାନ ପ୍ରଦାନ ସହ ଉତ୍ସାହିତ କରାଯାଇଛି ।
Read More...

ଧଣ୍ଡାମୁଣ୍ଡା ଫଗୁଣ ପୂର୍ଣ୍ଣିମା ମେଳାରେ କ୍ଷୁଦ୍ର ଶସ୍ୟ ଖାଦ୍ୟ ପର୍ବ ଅନୁଷ୍ଠିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକ ଧଣ୍ଡାମୁଣ୍ଡାଠାରେ ହେଉଥିବା ଫଗୁଣ ପୂର୍ଣ୍ଣିମା ମେଳାଠାରେ ମିଲେଟ ଫୁଡ଼ ଫେଷ୍ଟିଭାଲ ଉଦ୍‌ଘାଟିତ ହୋଇଯାଇଛି । ଓଡିଶା ମିଲେଟ ମିଶନ, ବଲାଙ୍ଗିର ଆତ୍ମା, ଏନ୍.ସି.ଡ଼ି.ଏସ୍‌ ଏବଂ ୱାସନ, ୱାଇସିଡ଼ିଏର ମିଳିତ ସହଯୋଗରେ
Read More...

ବରଗଡ଼ ପୌର ପରିଷଦ ନିର୍ବାଚନ : ବଢୁଛି ଉଷ୍ମତା ବୃଦ୍ଧି

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାରେ ପୌର ପରିଷଦ ନିର୍ବାଚନ ପାଇଁ ଭୋଟ ଗ୍ରହଣ ତାରିଖ ଯେତିକି ପାଖେଇ ଆସୁଛି, ଗ୍ରୀଷ୍ମ ପ୍ରବାହର ତାତି ସାଙ୍ଗକୁ ପ୍ରଚାରର ଉଷ୍ମତା ମଧ୍ୟ ବୃଦ୍ଧି ପାଇଛି । ବରଗଡ଼ ସମେତ ବରପାଲି, ବିଜେପୁର ଏବଂ ପଦ୍ମପୁର ସହରରେ ଡିକବାଜି ଯନ୍ତ୍ର ଦ୍ବାରା
Read More...