Daily Archives

ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମହାନ୍ ଜନନାୟକ, ସ୍ୱାଧୀନତା ସଂଗ୍ରାମୀ, ଲୋକପ୍ରିୟ ରାଜନେତା ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୬ତମ ଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ
Read More...

ଗାଡ଼ିରୁ ଖସିପଡିଲେ ମହିଳା, ଅବସ୍ଥା ଗୁରୁତର

ପୁରୀ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ-କୋଣାର୍କ ବେଳାମାର୍ଗ ବେଲେଶ୍ୱରପାଟଣା ଛକ ନିକଟରେ ଏକ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଗତକାଲି ସନ୍ଧ୍ୟାରେ ବେଳାମାର୍ଗ ବେଲେଶ୍ୱରପାଟଣା ଛକ ନିକଟରେ ଥିବା ହମ୍ପ୍‌ସ୍‌ ଠାରେ ପିଟି ହୋଇ ଜଣେ ମହିଳାଙ୍‌ଙ୍କର ଏକ ଗିଅରବିହୀନ
Read More...

ଢେଙ୍କାନାଳ ରାଜ୍ୟସ୍ତରୀୟ ହକି ମିଟ୍‌ରେ ଛତ୍ରପୁର ଗ୍ରାସରୁଟ୍ ଟିମ୍ ଅଂଶଗ୍ରହଣ କରିବେ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡିଶା ନାଭାଲ ଟାଟା ହକି ସୌଜନ୍ୟରେ ଢେଙ୍କାନାଳ ଷ୍ଟାଡିୟମଠାରେ ସଂଗଠିତ ହେଉଥିବା ରାଜ୍ୟସ୍ତରୀୟ ହକି ଟୁର୍ଣ୍ଣାମେଣ୍ଟ ସାମାରୋହରେ ଗଞ୍ଜାମ ପକ୍ଷରୁ ଓଡିଶା ଗ୍ରାସରୁଟ୍ ସେଣ୍ଟର ଛତ୍ରପୁର ଟିମ୍ ଯୋଗ ଦେଉଛନ୍ତି । ଗତକାଲି ସନ୍ଧ୍ୟା ଛତ୍ରପୁର
Read More...

ପୋଖରୀରେ ବୁଡି ଶିଶୁକନ୍ୟା ମୃତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ବ୍ଲକ ଅରିଶଲ ପଞ୍ଚାୟତ ଅନ୍ତର୍ଗତ ଜୟପୁର ଗ୍ରାମରେ ଜନୈକ ୩ ବର୍ଷ ବୟସର ଶିଶୁକନ୍ୟା ଗାଁ ପୋଖରୀରେ ବୁଡି ପ୍ରାଣ ହରାଇଥିବା ଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ମିଳିଥିବା ସୂଚନା ଅନୁଯାୟୀ, ଜୟପୁର ଗ୍ରାମର ଉପେନ୍ଦ୍ର
Read More...

ଗାତଖୋଳି ଗଛ ନ ପୋତିବା ପର୍ଯ୍ୟନ୍ତ ତୁମେ କେବଳ କୁହାଳିଆ ପାଲଟିଛ : ହୃଷୀକେଶ ପାଢ଼ୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଋଷ-ୟୁକ୍ରେନ ଯୁଦ୍ଧର ଅଷ୍ଟମ ଦିନରେ ପରିବେଶ ସୁରକ୍ଷା କ୍ଷେତ୍ରରେ ବ୍ୟାପକ ଜନଆନ୍ଦୋଳନ ସୃଷ୍ଟି କରିଆସୁଥିବା ସବୁଜ ଡେଲାଙ୍ଗ ଟ୍ରଷ୍ଟ ବୋଳକଣା, ଡେଲାଙ୍ଗ, ପୁରୀର ଆବାହକ ପରିବେଶ ପ୍ରେମୀ ଆଇନଜୀବୀ ହୃଷୀକେଶ ପାଢ଼ୀ ନିଜେ ଗାତଖୋଳି ଗଛଲଗାଇ ଏହାର
Read More...

ଶିବ ବରଦାନୀ ଭବନ ଉଦଘାଟନ ସମାରୋହ : ଶାନ୍ତି ଶୋଭା ଯାତ୍ରା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ବିଶ୍ଵ ରଚୟିତା ସୁଖ-ଶାନ୍ତି ପବିତ୍ରତାର ଦାତା ସଦକଲ୍ୟାଣକାରୀ ଜ୍ଞାନର ସାଗର ନିରାକାର ପରମାତ୍ମା ଶିବ ବାବାଙ୍କର ଅପାର କରୁଣାରୁ ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ସେବା କେନ୍ଦ୍ର ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ଵରୀଯ ବିଶ୍ଵବିଦ୍ୟାଳୟ, ଘୋରଡିଆ ଶାଖାର
Read More...

ଡେଲାଙ୍ଗରେ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା ପକ୍ଷରୁ ଷଷ୍ଠ, ସପ୍ତମ, ଅଷ୍ଟମ, ନବମ ଶ୍ରେଣୀ ଓଡିଶା ଆଦର୍ଶ ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ପ୍ରବେଶିକା ପରୀକ୍ଷା ଗତକାଲି ଡେଲାଙ୍ଗର ସରକରୀ ଉଚ୍ଚ ବିଦ୍ୟାଳୟ, ବେରବୋଇ କେନ୍ଦ୍ରରେ ୧୫୦ ଜଣ ପରୀକ୍ଷାର୍ଥୀ ଓ
Read More...

ଗଞ୍ଜାମ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଭିନବ ପ୍ରୟାସ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅଞ୍ଚଳରେ ଶିକ୍ଷାର ବିକାଶ ନେଇ ଗଞ୍ଜାମ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହ ପ୍ରକୋଷ୍ଠରେ ପଠନ, ଆବୃତ୍ତି ଓ ଲିଖନ ନାମକ ଏକ ଆଲୋଚନା ଚକ୍ର ଗଞ୍ଜାମ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧକାରୀ ଭାଗିରଥୀ ବେହେରାଙ୍କ ଅଧକ୍ଷତାରେ ଆୟୋଜିତ ହୋଇଯାଇଛି ।
Read More...

ଗଞ୍ଜାମ ସାଂସୃତିକ ମଞ୍ଚ ପକ୍ଷରୁ ନବ ନିର୍ବାଚିତ ୧୫ ନମ୍ବର ଜିଲ୍ଲା ପରିଷଦ ସଭ୍ୟଙ୍କୁ ସମ୍ବର୍ଦ୍ଧନା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମଠାରେ ସହରାଞ୍ଚଳର ଅଗ୍ରଣି ସାଂସୃତିକ ଅନୁଷ୍ଠାନ ଗଞ୍ଜାମ ସାଂସୃତିକ ମଞ୍ଚ ତରଫରୁ ଛତ୍ରପୁର ନିର୍ବାଚନ ମଣ୍ଡଳୀର ୧୫ ନମ୍ବର ଜୋନର ଜିଲ୍ଲାପରିଷଦ ସଭ୍ୟ ସନାତନ ବେହେରାଙ୍କୁ ସମ୍ୱର୍ଦ୍ଧିତ କରାଯାଇଛି । ସାଂସୃତିକ ମଞ୍ଚର ସଭାପତି ଶବର କୁମାର ତରାଇଙ୍କ
Read More...

ବିଶ୍ୱ ଶାନ୍ତି ଏବଂ ୟୁକ୍ରେନରେ ଫସିଥିବା ଭାରତୀୟମାନଙ୍କ ମଙ୍ଗଳ କାମନା କରି ଦୀପ ଦାନ ଏବଂ ସାମୁହିକ ପ୍ରାର୍ଥନା

ଢେଙ୍କାନାଳ, (କେପିଏନ୍‌ଏସ୍‌) : ବିଶ୍ୱକୁ ଥରେଇ ଦେଲା ଭଳି ରୁଷ ୟୁକ୍ରେନ ଯୁଦ୍ଧ ପ୍ରତିଟି ମୁହୂର୍ତ୍ତରେ ଭୟଙ୍କର ଠୁଁ ଅଧିକ ଭୟଙ୍କର ହେବାରେ ଲାଗିଛି । ପ୍ରାୟ ୯ ଦିନ ଧରି ଚାଲିଥିବା ଉକ୍ତ ଯୁଦ୍ଧରେ ଉଭୟ ଦେଶର ହଜାର ହଜାର ସୈନିକ ଏବଂ ଶହ ଶହ ନିରୀହ ଜନତା ମୃତ୍ୟୁବରଣ କରି ସାରିଲେଣି ଏବଂ
Read More...