Monthly Archives

February 2022

ଫେକ୍ଟ୍ରିରେ କାମ କରିବା ବେଳେ କଟିଗଲା ମହିଳା ଶ୍ରମିକଙ୍କ ହାତ

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ଜିଲ୍ଲା କଙ୍କଡ଼ା ହାଡ଼ ଥାନା ଉର୍ବେଙ୍ଗି ଗାଁ ନିକଟସ୍ଥ ଇଟାଭାଟିରେ କାମ କରୁଥିବା ସମୟରେ ଜଣେ ମହିଳାଙ୍କ ହାତ କଟିଯାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଢେ଼ଙ୍କାନାଳ ଜିଲ୍ଲା କଙ୍କଡ଼ା ହାଡ଼ ଥାନା ଉର୍ବେଙ୍ଗି ଗାଁ ନିକଟସ୍ଥ ଇଟା ଫେକ୍ଟ୍ରିରେ
Read More...

ହାତୀର ମୃତ ଶରୀର ଉଦ୍ଧାର

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅଧିନ ବାଗପୁର ନିକଟରେ ଏକ ଦନ୍ତା ହାତୀର ମୃତ ଶରୀର ଉଦ୍ଧାର ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଆଜି ସକାଳୁ କିଛି ଲୋକ ଦନ୍ତା ହାତୀ ମରି ପଡ଼ିଥିବା ଦେଖି ତୁରନ୍ତ ଜଙ୍ଗଲ ବିଭାଗକୁ ଫୋନ ଯୋଗେ ଖବର ଜଣାଇଥିଲେ । ଖବରପାଇ ବନ ବିଭାଗ
Read More...

ଉତ୍ତରାଖଣ୍ଡରେ ଭୂମିକମ୍ପ ଅନୁଭୂତ

ଉତ୍ତରକାଶୀ : ଆଜି ସକାଳ ୫ଟା ୩୦ମି.ରେ ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାର ୩୯କି.ମି ପୂର୍ବରେ ଭୂମିକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି । ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୪.୧ ରେକର୍ଡ କରାଯାଇଥିବା କୁହାଯାଇଛି । ତେବେ ଏହି ଭୂମିକମ୍ପରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ରହିଛି
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ

ଖନ୍ତାପଡ଼ା : ଖନ୍ତାପଡ଼ା ଥାନା ଦାଣ୍ଡକାଳୀ ମନ୍ଦିର ଆଗରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ସୂଚନା ଅନୁସାରେ କଟକରୁ ରୋଗୀଧରି ଏକ ଆମ୍ବୁଲାନ୍ସ(ଡବ୍ଲୁ ବି -୨୯ଏ-୮୮୬୭) କଲିକତା ଫେରୁଥିବା ସମୟରେ ରାସ୍ତାରେ ଡ୍ରାଇଭରର ଆଖି ଲାଗିଯିବାରୁ ବାଲେଶ୍ୱରରୁ ସୋର୍‌
Read More...

ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୨୪ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୨୪ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୮୬୨କୁ ବୃଦ୍ଧି ପାଇଛି । ଖୋର୍ଦ୍ଧା ଜିଲ୍ଲାରୁ ୭ଜଣ, ବାଲେଶ୍ୱର ଜିଲ୍ଲାରୁ ୬ଜଣ ,ଯାଜପୁର ଜିଲ୍ଲାରୁ ୩ଜଣ ଲେଖାଏଁ ରହିଥିବା ବେଳେ
Read More...

ୟୁକ୍ରେନ୍‌ ଉପରେ ରୁଷ୍‌ର ଆକ୍ରମଣ ସମ୍ଭାବନାକୁ ନେଇ ଆମେରିକା ଚିନ୍ତିତ, ୩ ହଜାର ସୈନିକ ପଠାଇବାକୁ ନିର୍ଦ୍ଦେଶ

ୱାଶିଙ୍ଗ୍‌ଟନ୍‌ : ୟୁକ୍ରେନ୍‌ ଉପରେ ରୁଷ୍‌ର ଆକ୍ରମଣ ସମ୍ଭାବନାକୁ ନେଇ ଚିନ୍ତିତ ଉତ୍ତର ଆଟ୍‌ଲାଣ୍ଟିକ୍‌ ସନ୍ଧି ସଂଗଠନ(ନାଟୋ) ସହଯୋଗୀ ମାନଙ୍କ ପ୍ରତି ଆମେରିକା ପ୍ରତିବଦ୍ଧତା ଦର୍ଶାଇ ପେଣ୍ଟାଗନ୍‌ ପୋଲେଣ୍ଡରେ ଆହୁରି ୩ ହଜାର ସୈନିକ ପଠାଉଛି । ପୋଲେଣ୍ଡରେ ୧୭୦୦ ସୈନିକ ପୂର୍ବରୁ ମୁତୟନ
Read More...

ବ୍ରହ୍ମୋସ୍‌ ପଛରେ ବିଶ୍ୱ

ସୌମେନ୍ଦ୍ର ଜେନା ଭାରତର ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ର ବ୍ରହ୍ମୋସ୍‌କୁ ନେଇ ଏବେ ଭାରତ ବାହାରେ ଖୁବ୍‌ ଜୋର ଚର୍ଚ୍ଚା ଜାରି ରହିଛି । ଫିଲିପାଇନ୍ସର ସୋସିଆଲ ମିଡିଆରେ ବ୍ରହ୍ମୋସ୍‌ ଏବଂ ଭାରତ ଉଭୟେ ଯୁବଶକ୍ତିର ଆଲୋଚନାର କେନ୍ଦ୍ରବିନ୍ଦୁ ହୋଇଛନ୍ତି । ଫିଲିପାଇନ୍ସର ଲୋକେ
Read More...

ଅଚାନକ ଚଢ଼ାଉ କଲା ପୋଲିସ ନକଲି ମଶାବତୀ କାରଖାନା ଉପରେ, ୧ ଗିରଫ

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ପାରାଦୀପ ସହର ତାରେଣୀଗଡ଼ାରେ ଏକ ନକଲି ମଶାବତୀ କାରଖାନାରେ ପୋଲିସ ଅଚାନକ ଚଢ଼ାଉ କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଅନେକ ଦିନ ହେବ ସ୍ଲିପ୍‌ ୱେଲ୍‌ କମ୍ପାନୀ ନାମରେ ମଶାବତୀ ତିଆରି କରି ଖୁଲମ୍‌ଖୁଲା ବ୍ୟବସାୟ ଚାଲିଥିଲା । ଏହା ଜାଣି
Read More...

ଭାରସାମ୍ୟ ହରାଇ ଓଲଟିଲା ଅଙ୍ଗୁର ବୋଝେଇ ଟ୍ରକ

କରଞ୍ଜିଆ : ମୟୂରଭଞ୍ଜ ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥ ସିଡିଙ୍ଗା ସ୍କୁଲ ଛକ ନିକଟରେ ଏକ ଅଙ୍ଗୁର ବୋଝେଇ ଟ୍ରକ ଓଲଟି ପଡିଥିବା ଜଣାପଡିଛି । ସୂଚନା ଅନୁସାରେ ଟ୍ରକଟି କେନ୍ଦୁଝର ପଟୁ କଲିକତା ଅଭିମୁଖେ ଯାଉଥିବା ବେଳେ ଆଜି ଭୋର ସମୟରେ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଘଟଣାରେ ଡ୍ରାଇଭର
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୫୩୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୫୩୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୩୪୨ ଜଣଙ୍କ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୩୨୮୫ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୮୯୭
Read More...