Monthly Archives

February 2022

ଇସଲାମିକ ଦେଶଗୁଡ଼ିକର ସଂଗଠନ ଓଆଇସି ଭାରତ ଉପରେ ଅସନ୍ତୋଷ ବ୍ୟକ୍ତ କଲା

ନୂଆଦିଲ୍ଲୀ : ହରିଦ୍ୱାରରେ ଧର୍ମ ସଂସଦ, କର୍ଣ୍ଣାଟକରେ ହିଜାବ ବିବାଦ ଏବଂ ମୁସଲମାନମାନଙ୍କ ପ୍ରତି ଘୃଣାଭାବ ସମ୍ପର୍କରେ ଓଆଇସି ଚିଂତା ପ୍ରକଟ କରିବା ସହ ଏକ ବିବୃତ୍ତି ଜାରି କରିଛି । ଓଆଇସିର ମହାସଚିବଙ୍କ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ଭାରତର ହରିଦ୍ୱାରରେ
Read More...

ଜଙ୍ଗଲ ନିଆଁ ନିରାକରଣ ଉପରେ ସଚେତନତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବନବିଭାଗ ପକ୍ଷରୁ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ଜଙ୍ଗଲ ନିଆଁ ନିରାକରଣ ଉପରେ ସଚେତନତା ଶିବିର ସ୍ଥାନୀୟ ରେଞ୍ଜ ଅଫିସ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜଙ୍ଗଲକୁ ନିଆଁ ଲଗାଇ ଦେବାରୁ ଗଛ ପୋଡ଼ି ପାଉଁଶ ହେବା
Read More...

ବଲାଙ୍ଗିର ଜୋନ୍ ନଂ-୨୩ ଜିଲ୍ଲା ପରିଷଦ ପ୍ରାର୍ଥିନୀ ସଂଗୀତା ସୁନାଙ୍କ ପାଇଁ ପ୍ରଚାର କଲେ ଯୁବନେତା ଅର୍କେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜୋନ୍ ନଂ-୨୩ ଜିଲ୍ଲା ପରିଷଦ ପ୍ରାର୍ଥିନୀ ସଂଗୀତା ସୁନାଙ୍କ ପାଇଁ କୂଡାସିଂହା ଓ ଶିରିସ ଗାଁର ଘରକୁ ଘର ବୁଲି ପ୍ରଚାର କରୁଛନ୍ତି ବିଜେଡ଼ି ଯୁବନେତା ଅର୍କେଶ ନାରାୟଣ ସିଂହଦେଓ ଓ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ଆଦ୍ରିଜା ମଂଜରୀ ସିଂହଦେଓ । ବିଜେଡ଼ି
Read More...

ବିଜେଡ଼ିର ନିର୍ବାଚନ ପ୍ରଚାରକୁ ତୀବ୍ର ବିରୋଧ କଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ

ଲୋଇସିଂହା, (କେପିଏନ୍‌ଏସ୍‌) : ଆସନ୍ତା ୧୮ ତାରିଖ ଦିନ ଲୋଇସିଂହା ବ୍ଲକ୍‌ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ହେବାକୁ ଥିବା ବେଳେ ପ୍ରାର୍ଥୀମାନଙ୍କ ପକ୍ଷରୁ ଘମାଘୋଟ ପ୍ରଚାର ଚାଲିଛି । ଏଥିପାଇଁ ଦଳୀୟ ତୁଙ୍ଗ ନେତାମାନେ ନିଜ ନିଜ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ
Read More...

ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ଅବସରପ୍ରାପ୍ତ ପୋଲିସ କର୍ମଚାରୀଙ୍କ ଆତ୍ମହତ୍ୟା

କଣିହାଁ : ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ଅବସରପ୍ରାପ୍ତ ପୋଲିସ କର୍ମଚାରୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଆତ୍ମହତ୍ୟା କରିଥିବା ବ୍ୟକ୍ତି ଜଣକ ହେଲେ କଣିହାଁ ଥାନା ଜରଡା ଗ୍ରାମର ଅବସରପ୍ରାପ୍ତ ପୁଲିସ୍ କର୍ମଚାରୀ ବିରଞ୍ଚି ପ୍ରଧାନ(୬୩) । ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ବିଜିଗୋଳ
Read More...

ଜୁରାବନ୍ଦ ପଞ୍ଚାୟତରେ ନିର୍ବାଚନୀ ହିଂସା : ସରପଞ୍ଚ ପ୍ରାର୍ଥୀଙ୍କ ୨ ଜଣ ସମର୍ଥକଙ୍କୁ ଆକ୍ରମଣ

ସଇଁତଲା, (ପ୍ରମୋଦ ସେଲମା) : ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପ୍ରଚାର ସରଗରମ ଚାଲିଥିବା ବେଳେ ଗତକାଲି ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଜୁରାବନ୍ଧ ପଂଚାୟତରେ ଏକ ନିର୍ବାଚନୀ ହିଂସା ଘଟିଛି । ଏଥିରେ ଜୁରାବନ୍ଧ ସରପଞ୍ଚ ପ୍ରାର୍ଥୀ ସତ୍ୟବସନ୍ତ ତାଣ୍ଡିଙ୍କ ୨ ଜଣ ସମର୍ଥକଙ୍କୁ ଆକ୍ରମଣ
Read More...

ଦିଲ୍ଲୀରୁ ଗୁଜୁରାଟ ଯାଉଥିବା ପୋଲିସ ଭ୍ୟାନ ଜୟପୁରରେ ଦୁର୍ଘଟଣାଗ୍ରସ୍ତ, ୪ ପୋଲସ କର୍ମଚାରୀ ସହ ୫ ମୃତ

ଜୟପୁର : ଦିଲ୍ଲୀରୁ ଗୁଜୁରାଟ ଯାଉଥିବା ଗୁଜୁରାଟ ପୋଲିସର ଏକ ଭ୍ୟାନ ରାଜସ୍ଥାନର ରାଜଧାନୀ ଜୟପୁର ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି । ଏହି ଘଟଣାରେ ୪ ଜଣ ପୋଲିସ କର୍ମଚାରୀ ଏବଂ ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣା ସୂଚନା ମିଳିବା ପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ
Read More...

ସରପଂଚ ପ୍ରାର୍ଥୀଙ୍କ ଆକସ୍ମିକ ଦେହାନ୍ତ ଯୋଗୁଁ ସ୍ଥଗିତ ହେଲା ନିର୍ବାଚନ

ବରଗଡ଼, (ନିରୋଜ କୁମାର ପାଣୀ) : ଜଣେ ସରପଂଚ ପ୍ରାର୍ଥୀଙ୍କ ଆକସ୍ମିକ ଦେହାନ୍ତ ସୂଚନା ମିଳିଛି । ଆସନ୍ତା କାଲି ମତଦାନ ଥିବା ବେଳେ ମତଦାନକୁ ସ୍ଥଗିତ ରଖିବା ପାଇଁ ବିଜ୍ଞପ୍ତି ଜାରି ହୋଇଥିବା ଜଣାପଡ଼ିଛି । ବରଗଡ ଭଟଲି ନିର୍ବାଚନ ମଣ୍ଡଳୀର କେଲେଣ୍ଡାପାଲି ସରପଂଚ ପ୍ରାର୍ଥୀ ସରୋଜ ସେଠଙ୍କ
Read More...

ଲକ୍ଷ୍ମୀମୁଣ୍ଡା କ୍ରିକେଟ କପ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ରାଖୀଉଡାର ଚାମ୍ପିୟାନ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଳକ ଲକ୍ଷ୍ମୀମୁଣ୍ଡା ଗ୍ରାମର ଆଦିବାସୀ ମାଁ ବିନ୍ଧ୍ୟବାସିନୀ କ୍ରିକେଟ୍ କ୍ଲବ ଆନୁକୂଲ୍ୟରେ ସ୍ଥାନୀୟ ଖେଳପଡିଆରେ କ୍ରିକେଟ କପ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ତିନି ଦିନ ଧରି ଅନୁଷ୍ଠିତ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ୧୬ଟି କ୍ରିକେଟ
Read More...

ବଲାଙ୍ଗିର ପୋଲିସ ଦ୍ୱାରା ଗିରଫ୍‌ ହେଲା ମହିଳା ଶ୍ରମିକଙ୍କୁ ପେଟ୍ରୋଲ୍‌ ଢାଳି ଜାଳି ଦେଇଥିବା ନୃଶଂସ ରୋଷେୟା ମାନସ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଆନନ୍ଦନଗର ଠାରେ ଗତକାଲି ସଂଧ୍ୟା ସମୟରେ ପାଉଣା ମାଗିବାରୁ ବିଧବା ମହିଳା ଶ୍ରମିକ ମନ୍ଦାର ଧରୁଆଙ୍କୁ ପେଟ୍ରୋଲ୍‌ ଢାଳି ଜାଳି ଦେଇଥିବା ନୃଶଂସ ରୋଷେୟା ମାନସ ମିଶ୍ର ବଲାଙ୍ଗିର ଟାଉନ ପୋଲିସ ଦ୍ୱାରା ଗିରଫ୍‌ ହୋଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ
Read More...