Monthly Archives

February 2022

କବି ଡ. ହରପ୍ରସାଦ ପରିଚ୍ଛା ପଟ୍ଟନାୟକଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଚିବ, କବି, ଅଧ୍ୟାପକ ତଥା ସର୍ବସାଧାରଣର ସମ୍ପାଦକ ଡ. ହରପ୍ରସାଦ ପରିଚ୍ଛା ପଟ୍ଟନାୟକଙ୍କ ବିୟୋଗରେ ଗୁରୁବାର ନବୀନ ଭବନ ପରିସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରତିଷ୍ଠାନର ସଭାପତି ତଥା ନବୀନର
Read More...

ବିକାଶ ହିଁ କଂଗ୍ରେସର ଲକ୍ଷ, ଦୁର୍ନୀତିମୁକ୍ତ ଜିଲ୍ଲା ପରିଷଦ ଗଠନ ପାଇଁ କଂଗ୍ରେସକୁ ଭୋଟ ଦିଅନ୍ତୁ – ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗାଁରେ ପର୍ଯ୍ୟାପ୍ତ ପାନୀୟ ଜଳ, ଜମିକୁ ଜଳସେଚନ, ଉତ୍ତମ ସ୍ୱାସ୍ଥ୍ୟସେବା, ଉତ୍ତମ ଶିକ୍ଷା ଉପଲବ୍‌ଧ କରିବାକୁ ହିଁ ସାଧାରଣତଃ ଅଂଚଳର ବିକାଶ କୁହାଯାଏ । କିନ୍ତୁ ଅନେକ ସମୟରେ ଦେଖାଯାଇଛି ଯେ ଦୁର୍ନୀତିଖୋର ରାଜନେତା ଓ ଅପାରଗ ଅଧିକାରୀଙ୍କ ଅବହେଳା ଯୋଗୁଁ
Read More...

ଦ୍ୱିତୀୟ ପର୍ଯ୍ୟାୟରେ ନିର୍ବାଚନ ପାଇଁ କମିଶନଙ୍କ ସୂଚନା

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ସୂଚନା । ଦ୍ୱିତୀୟ ପର୍ଯ୍ୟାୟରେ ୨୦ ହଜାର ୪୩୬ ବୁଥରେ ହେବ ନିର୍ବାଚନ । ସେଥିରୁ ୩ ହଜାର ୬୫ ବୁଥ୍ ସମ୍ବେଦନଶୀଳ । ୪ଟି ଜିଲ୍ଲାରେ ୨୫ଟି ସ୍ଥାନରେ ପୁନଃ ମତଦାନ ପାଇଁ ପ୍ରସ୍ତାବ
Read More...

ଯୁବ ତାଲିମ ଶିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସକାଳ ଘ.୧୦ଟା ସମୟରେ ନେହେରୁ ଯୁବ କେନ୍ଦ୍ର ବଲାଙ୍ଗିର ଆନୁକୂଲ୍ୟରେ ଏବଂ ବୀଣାପାଣି ଶିକ୍ଷା ସୈାଧ ସହଯୋଗରେ ବିଦ୍ୟାଳୟ ପରିସରରେ ଅଂଚଳର ଯୁବକ ସଂଘର ଯୁବ ଗୋଷ୍ଠୀଙ୍କୁ ନେଇ ସକରାତ୍ମକ ମାନସିକତା ଏବଂ ସୁସ୍ଥ ଭାରତ ଶିର୍ଷକ ଉପରେ ଏକ ତାଲିମ ଶିବିର ଆୟୋଜିତ
Read More...

ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ଅନିୟମିତତା ଅଭିଯୋଗ କଲା ବଲାଙ୍ଗିର ବିଜେପି

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ଅନିୟମିତତା ହୋଇଥିବା ଅଭିଯୋଗ କରିଛି ବଲାଙ୍ଗିର ବିଜେପି । ଆଜି ଭାରତୀୟ ଜନତା ପାର୍ଟି ତରଫରୁ ଜିଲ୍ଲା ସଭାପତି ଶିବାଜୀ ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କୁ ସାକ୍ଷାତ କରି
Read More...

ସଡ଼କ ଦୁର୍ଘଟଣା, ବାଇକ ଆରୋହୀଙ୍କ ମୃତ୍ୟୁ

ଚମ୍ପୁଆ : ରଘୁଆଳ ସାହି ୫୨୦ ନଂ. ଜାତୀୟ ରାଜପଥ ଉପରେ ସଡ଼କ ଦୁର୍ଘଟଣା ହୋଇଥିବା ଜଣାପଡ଼ିଛି । ଦୁର୍ଘଟଣାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଘଟଗାଁ ଥାନା ଅନ୍ତର୍ଗତ କୁନ୍ଦାପିଠା ଗ୍ରାମର ସାଗର ନାମକ ଜଣେ ଯୁବକ ବାଇକ୍‌ ଯୋଗେ ଯୋଡ଼ାକୁ ଆସୁଥିବା ବେଳେ
Read More...

ଅଧ୍ୟକ୍ଷ/ଉପାଧ୍ୟକ୍ଷ ଓ ନାଏବ ସରପଞ୍ଚଙ୍କ ପାଇଁ ପରୋକ୍ଷ ନିର୍ବାଚନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରା ଜାନୁଆରୀ ୧୧ ତାରିଖରେ ପ୍ରକାଶ ପାଇଥିବା ବିଜ୍ଞପ୍ତି ସଂଖ୍ୟା ୨୪୬, ୨୬୦ ଏବଂ ୨୭୪ ଅନୁସାରେ ନାଏବ ସରପଞ୍ଚ ପଞ୍ଚାୟତ ସମିତିର ଅଧ୍ୟକ୍ଷ/ଉପାଧ୍ୟକ୍ଷ ଏବଂ ଜିଲ୍ଲା ପରିଷଦର ସଭାପତି/ଉପସଭାପତି ପଦଗୁଡ଼କ ପରୋକ୍ଷ ନିର୍ବାଚନ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ବଲାଙ୍ଗିର ବ୍ଲକ ଖୁଣ୍ଟପାଲି ଗ୍ରା.ପରୁ ଜଣେ, ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନମ୍ବର ୧ ଓ ୧୭ରୁ ଜଣେ ଲେଖାଏଁ, ଦେଓଗାଁ ବ୍ଲକ
Read More...

ରାତି ପାହିଲେ ନିର୍ବାଚନ : ଲଢ଼େଇ ପୁନରାବୃତ୍ତି ଓ ପରିବର୍ତ୍ତନ ମଧ୍ୟରେ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବୁଧବାର ପ୍ରଥମ ପର୍ଯ୍ୟାୟ ମତଦାନ ସରିଥିବା ବେଳେ କାଲି ସକାଳୁ ଦ୍ଵିତୀୟ ପର୍ଯ୍ୟାୟ ପାଇଁ ଲଗ୍ନ ଫିଟିଛି । ଏ ଭିତରେ ତିଳକୁ ତାଳ ଆଉ ସୁଦୁ ମରୁଭୂଇଁରେ ହଳ କରୁଥିବା ଅଦିନିଆ ନେତାଙ୍କ ନିର୍ବାଚନୀ ପ୍ରଚାର ମଧ୍ୟ ସରିଛି । ଛେପ ମରା ମଖମଲି କଥା ସହିତ ମଦ
Read More...

କଂଟାବାଂଜି ଏନ୍‌ଏସି ସମ୍ମୁଖରେ କଂଗ୍ରେସର ବିକ୍ଷୋଭ

ଟ୍ରେଡ ଲାଇସେନ୍ସ ଆଳରେ ବ୍ୟବସାୟୀଙ୍କୁ ହଇରାଣ ହରକତ୍‌ କରିବା ସହ ଦୁନୀର୍ତି ଅଭିଯୋଗ-କଂଗ୍ରେସକଂଗ୍ରେସର ରାଜନୈତିକ ବିକ୍ଷୋଭକୁ ଆପ୍‌ ସଂଯୋଜକଙ୍କ ଏନ୍‌ଏସି ସମ୍ମୁଖରେ ପ୍ରତିବାଦ କଂଟାବାଂଜି, (କେପିଏନ୍‌ଏସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଏନ୍‌ଏସି ସମ୍ମୁଖରେ କଂଟାବାଂଜି ନଗର
Read More...