Monthly Archives

February 2022

ରକ୍ତଦାନ ଶିବିରର ଆୟୋଜିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରକ୍ତଦାନ ଓ ଗ୍ରହଣର ସ୍ରୋତ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ପାଇଁ ଓଡ଼ିଶା ମୋ ପରିବାରର ଆନୁକୂଲ୍ୟରେ ଜୟ ଓଡ଼ିଶା ଏକ ରକ୍ତଦାନ ଶିବିରର ଆୟୋଜନ କରିଛି । ଏହା ସହିଦନଗର ଦୁର୍ଗା ପୂଜା ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିବା ବେଳେ ଏହାକୁ ସତ୍ୟନଗର ମଶାଣିର
Read More...

ଓଡିଶା ମାଟିରେ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡିଶାରେ ପହଞ୍ଚିଛନ୍ତି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ବାୟୁସେନାର ସ୍ୱତନ୍ତ୍ର ବିମାନରେ ରାଷ୍ଟ୍ରପତି ପହଞ୍ଚିଛନ୍ତି । ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଛନ୍ତି । ଭୁବନେଶ୍ୱରରୁ ସ୍ୱତନ୍ତ୍ର
Read More...

ବଲାଙ୍ଗିର ଭୀମଡ଼ୁଙ୍ଗୁରୀ ଠାରେ ପର୍ଯ୍ୟଟକ ମାନଙ୍କ ପାଇଁ ନୌଚାଳନା ବ୍ୟବସ୍ଥା ନେଇ ସୂଚନା ଦେଲେ ରେଞ୍ଜର କେଶବ କିଶୋର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଐତିହ୍ୟ ସ୍ଥଳୀ ଭୀମଡ଼ୁଙ୍ଗୁରୀ ଠାରେ ବଲାଙ୍ଗିର ବନଖଣ୍ଡ ଅଧିକାରୀ ନିତିଶ କୁମାରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପର୍ଯ୍ୟଟକ ମାନଙ୍କ ପାଇଁ ନୌଚାଳନାର ବ୍ୟବସ୍ଥା କରାଯାଇଛି । ଏହା ବ୍ୟତୀତ ଭୀମଡ଼ୁଙ୍ଗୁରୀ ଠାରେ ଥିବା ପ୍ରତ୍ୟେକ ଗୁମ୍ଫାକୁ
Read More...

ୟୁକ୍ରେନ୍‌ ସୀମାରେ ରୁଷ୍‌ ସୈନ୍ୟଙ୍କ ଭିଡ଼, ଏୟାର ଡିଫେନ୍ସ ସିଷ୍ଟମ ମୁତୟନ

ମସ୍କୋ : ରୁଷ୍‌ ଏବଂ ୟୁକ୍ରେନ୍‌ ମଧ୍ୟରେ ବିବାଦ କମିବାର ନାଁ ନେଉନାହିଁ । ଏବେ ଚରମ ସୀମାରେ ପହଞ୍ଚିଛି ବିବାଦ । ଏହି ଦୁଇ ଦେଶ ମଧ୍ୟରେ ସମ୍ଭାବ୍ୟ ଯୁଦ୍ଧ ଆଶଙ୍କା ନେଇ ସାରା ବିଶ୍ୱରେ ଚର୍ଚ୍ଚା ଜୋର୍‌ ଧରିଛି । ଏମିତି ସମୟରେ ରୁଷ୍‌ ସେନା ୟୁକ୍ରେନ୍‌କୁ ଆହୁରି ଘେରିବାକୁ କସ୍‌ରତ ଜାରି
Read More...

ବିଶ୍ୱ ରେଡ଼ିଓ ଦିବସ ଉପଲକ୍ଷେ ଆୟୋଜିତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ

ରେଡ଼ିଓ ସହ ସ୍ମରଣୀୟ ଫଟୋ ଉଠାଇ ଜିତିଲେ ପୁରସ୍କାର ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସାମାଜିକ ଅନୁଷ୍ଠାନ ଅସ୍ତିତ୍ୱ ଓ ପିଇସିଟି.ର ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଥିଲା ବିଶ୍ୱ ରେଡ଼ିଓ ଦିବସ । ଏହି ଅବସରରେ ଆରମ୍ଭ କରାଯାଇଥିବା ପ୍ରତିଯୋଗିତାର ଉଦଯାପନୀ ଦିବସ ଆଜି ୟୁନିଟ ୯ ସ୍ଥିତ
Read More...

ପୋଲିସ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର କାଙ୍କେର ଜିଲ୍ଲାରେ ପୋଲିସ ଓ ନକ୍ସଲ ମଧ୍ୟରେ ଗୁଳିବିନିୟ ଘଟିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଆଜି କାଙ୍କେର ଜିଲ୍ଲାର ନକ୍ସଲ ପ୍ରବଣ ତାଡୋକି ଅଞ୍ଚଳର କୋସରୋଣ୍ଡା ଜଙ୍ଗଲରେ ନକ୍ସଲ କ୍ୟାମ୍ପ କରି ରହିଥିବା ନେଇ ପୋଲିସ କୌଣସି
Read More...

ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ : ୧ ଆତଙ୍କବାଦୀ ମୃତ

ଜମ୍ମୁ : ଦକ୍ଷିଣ-କାଶ୍ମୀର ଶୋପିୟାଁର ଜୈନାପୋରା ଅଞ୍ଚଳର ଚେରମାର୍ଗରେ ଗୁଳିବିନିମୟ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଆଜି ସକାଳେ ଶୋପିୟାଁର ଜୈନାପୋରା ଅଞ୍ଚଳ ଚେରମାର୍ଗ ଅଞ୍ଚଳରେ ଆତଙ୍କବାଦୀ ଲୁଚି ଥିବା ନେଇ ପୁଲିସ, ସୈନାବାହିନୀ ଓ ସିଆରପିଏଫର ଏକ ଟିମ ସୂଚନା ପାଇଥିବା ବେଳେ
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା, ୩୮ ଆହତ

ମାଲକାନଗିରି : ଆଜି ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲା ପାଇଡିଭୀମାବରମ ଠାରେ ଓଡିଶା ଶ୍ରମିକଙ୍କ ବସ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ଉକ୍ତ ବସ୍‌ଟି ଟ୍ରକକୁ ଧକ୍କା ଦେବା ଫଳରେ ଦୁର୍ଘଟଣା ଘଟିଥିବା କୁହାଯାଉଛି । ଦୁର୍ଘଟଣାରେ ପ୍ରାୟ ୩୮ ଜଣ ଓଡିଆ ଶ୍ରମିକ ଆହତ ହୋଇଥିବା ଜଣାପଡିଛି । ଖବର
Read More...

ଭାରସାମ୍ୟ ହରାଇ ଓଲଟିଲା ପୋଲିଂ ପାର୍ଟି ବସ୍‌ : ୩ ମୃତ, ୩୦ରୁ ଅଧିକ ଗୁରୁତର

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ସୋରିଷପଦର ଗାଁ ନିକଟରେ ଗତାକଲି ଏକ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ପୋଲିଂ ପାର୍ଟି ତୃତୀୟ ପର୍ୟ୍ୟାୟ ନିର୍ବାଚନ ପାଇଁ ନବରଙ୍ଗପୁରରୁ କୋଷାଗୁମୁଡା ଯାଉଥିବା ବେଳେ ଭାରସାମ୍ୟ ହରାଇ ବସଟି ଓଲଟି ପଡ଼ିଥିବା ଜଣାପଡ଼ିଛି
Read More...

ଠାକୁରପାଲି ବୁଥ୍‌ରେ ସରପଞ୍ଚଙ୍କ ବାଲାଟ୍‌ ପେପର୍‌ ମୋଡ଼ାରେ ତ୍ରୁଟି ଅଭିଯୋଗ : ସରପଞ୍ଚ ଭୋଟ ସ୍ଥଗିତ ରଖିଲା ପ୍ରଶାସନ

ଲୋଇସିଂହା : ଲୋଇସିଂହା ବ୍ଲକ ସରଗାଡ଼ ପଞ୍ଚାୟତ ଅନ୍ତର୍ଗତ ଠାକୁରପାଲି ଗ୍ରାମରେ ୧୧ନଂ. ବୁଥ୍‌ରେ ସରପଞ୍ଚ ପ୍ରାର୍ଥୀଙ୍କ ବାଲାଟ୍‌ ପେପର୍‌ ମୋଡ଼ାରେ ତ୍ରୁଟି ହୋଇଥିବା ଅଭିଯୋଗ ଆଣିଲେ ସରପଞ୍ଚ ପ୍ରାର୍ଥୀ ଓ ଠାକୁରପାଲି ଗ୍ରାମବାସୀ । ଏହାପରେ ଜିଲ୍ଲା ପ୍ରଶାସନ ତରଫରୁ ସରପଞ୍ଚ ଭୋଟକୁ ସ୍ଥଗିତ
Read More...