Monthly Archives

February 2022

ୟୁକ୍ରେନ୍‌ରେ ହାହାକାର : ଯୁଦ୍ଧ ଜାରି

ନୂଆଦିଲ୍ଲୀ : ୟୁକ୍ରେନ୍‌ରେ ହାହାକାର, ଯୁଦ୍ଧ ଜାରି । ୟୁକ୍ରେନ୍‌ର ମିତ୍ର ଦେଶମାନଙ୍କର ସମସ୍ତ ପ୍ରକାର ଅନୁରୋଧ ତଥା ଚେତାବନୀକୁ ବେଖାତିର କରିଛି ରୁଷ୍‌ । ରୁଷ୍‌ର ଆକ୍ରମଣକୁ ଜବର୍‌ଦସ୍ତ ସାମ୍ନା କରୁଛି ୟୁକ୍ରେନ୍‌ । ରୁଷ୍‌ର ରକେଟ୍‌ ମାଡ଼ରେ ୟୁକ୍ରେନ୍‌ର ୪୦ ସୈନିକ ଓ ୧୦ ଜଣ ନାଗରିକଙ୍କ
Read More...

ରୁଷ-ୟୁକ୍ରେନ ଯୁଦ୍ଧ ସାରା ବିଶ୍ୱ ପାଇଁ ଚିନ୍ତା ବଢ଼ାଇଲା

ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ଯୁଦ୍ଧ ସାରା ବିଶ୍ୱ ପାଇଁ ଚିନ୍ତା ବଢ଼ାଇଛି । ରୁଷ ଘନଘୋର ଆକ୍ରମଣ ଜାରି ରଖିଥିବା ବେଳେ ୟୁକ୍ରେନ୍‌ରେ ବିନାଶ ଲୀଳା ଆରମ୍ଭ ହୋଇଯାଇଛି । ୧୮ ହଜାରରୁ ଅଧିକ ଭାରତୀୟମାନଙ୍କୁ ୟୁକ୍ରେନ୍‌ ଛାଡ଼ି ଚାଲି ଆସିବାକୁ ମଧ୍ୟ ଭାରତ ପକ୍ଷରୁ ଆଡ଼ଭାଇଜରି ଜାରି ହୋଇ ସାରିଛି
Read More...

ଶେଷ ପର୍ଯ୍ୟାୟରେ ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବ୍ଲକରେ ୮୫.୪୪% ପ୍ରତିଶତ ମତଦାନ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ଅନ୍ତିମ ପର୍ଯ୍ୟାୟରେ ଆଜି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ୧୭ଟି ଗ୍ରାମ ପଂଚାୟତରେ ଭୋଟ ଖୁବ୍ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି । ମୋଟ ୨୩୪ଟି ମତଦାନ କେନ୍ଦ୍ରରେ ୬୮ ହଜାର ୩୪୯ଜଣ ଭୋଟର ନିଜ ନିଜର ମତଦାନ
Read More...

କୋଭିଡ଼-୧୯ ନିୟନ୍ତ୍ରଣ ଶୀର୍ଷକରେ ଆଲୋଚନାଚକ୍ର ଅନୁଷ୍ଠିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ଯଶୋଦା ମହିଳା ଡିଗ୍ରୀ ମହାବିଦ୍ୟାଳୟ ଠାରେ କଲେଜ ପରିଚାଳନା ପରିଷଦ ଓ ମାଣ୍ଡିଆପଲିସ୍ଥିତ ଗ୍ରାମ୍ୟ ଜନତା ଶିକ୍ଷା ଆନ୍ଦୋଳନ ଅନୁଷ୍ଠାନ ତରଫରୁ “କୋଭିଡ଼-୧୯ ନିୟନ୍ତ୍ରଣରେ ବ୍ୟକ୍ତିଗତ ସ୍ୱାସ୍ଥ୍ୟରକ୍ଷାର ଗୁରୁତ୍ୱ” ସମ୍ପର୍କରେ ଏକ
Read More...

ଅନ୍‌ଲାଇନ୍‌ ମାଧ୍ୟମରେ ଜାତୀୟ ଭୋଟର ସଚେତନତା ପ୍ରତିଯୋଗିତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତର ନିର୍ବାଚନ କମିଶନ, ରଚନାତ୍ମକ ଅଭିବ୍ୟକ୍ତି ଜରିଆରେ ପ୍ରତ୍ୟେକ ଭୋଟର ବୈଶିଷ୍ଟତା ଉପରେ ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି । ୫ ଗୋଟି ପ୍ରତିଯୋଗିତା ଯଥା କ୍ୱିଜ୍‌, ଭିଡ଼ିଓ ମେକିଙ୍ଗ, ପୋଷ୍ଟର ଡିଜାଇନ୍‌, ସଂଗୀତ ଓ ସ୍ଲୋଗାନ ପ୍ରତିଯୋଗିତା ମାଧ୍ୟମରେ
Read More...

୧ କୋଟି ଟଙ୍କାର ଗଞ୍ଜେଇ ଜବତ

କଟକ : ରାଜ୍ୟରେ ଦିନକୁ ଦିନ ଗଞ୍ଜେଇ ଚୋରା ଚାଲାଣ ବଢିବାରେ ଲାଗିଛି । ଆଜି କଟକ ମଙ୍ଗୁଳି ଛକ ନିକଟରେ ଅବକାରୀ ଫ୍ଲାଇଙ୍ଗ୍‌ ସ୍କ୍ୱାର୍ଡ ଗଞ୍ଜେଇ ବୋଝେଇ ଗାଡିକୁ ଜବତ କରି ଏହି ଚାଲାଣରେ ସଂମ୍ପୃକ୍ତ ଦୁଇ ଜଣଙ୍କୁ ମଧ୍ୟ ଗିରଫ କରିଥିବା ଜଣାପଡିଛି । ଗିରଫ ଅଭିଯୁକ୍ତ ୨ ଜଣଙ୍କ ମଧ୍ୟରୁ ଜଣେ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକ ରିନ୍‌ବଚନ ଗ୍ରା.ପ.ରୁ ଜଣେ, ବଲାଙ୍ଗିର ବ୍ଲକ ଚୁଡାପାଲି ଗ୍ରା.ପ.ରୁ ଜଣେ, ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନମ୍ବର
Read More...

ଜିଲ୍ଲାରେ ଶାନ୍ତି ଶୃଙ୍ଖଳାର ସହ ଶେଷ ହେଲା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ଅନ୍ତିମ ପର୍ଯ୍ୟାୟରେ ଜିଲ୍ଲାର ସଇଁତଲା ଓ ଟିଟିଲାଗଡ ବ୍ଲକରେ ଶାନ୍ତି ଶୃଙ୍ଖଳାର ସହ ମତଦାନ ଶେଷ ହୋଇଛି । ସଇଁତଲା ବ୍ଲକରେ ୨୭୨ଟି ବୁଥ୍‌ରେ ମତଦାନ ହୋଇଥିବା ବେଳେ ଟିଟିଲାଗଡ ବ୍ଲକରେ ୨୪ଟି ପଂଚାୟତରେ ୨୦୫ଟି ବୁଥ୍‌ରେ
Read More...

୨୬ ଫେବୃଆରୀରେ ୪୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଖୋଲିବ : ନର୍ଲାରେ ଭୋଟ ଗଣତି ପାଇଁ ବ୍ୟାପକ ପ୍ରସ୍ତୁତି

କଳାହାଣ୍ଡି, (ପି. କେ. ସାହୁ) : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍‌ର ୨୬ ଗୋଟି ଗ୍ରାମ ପଞ୍ଚାୟତର ବିଭିନ୍ନ ପଦବୀରେ ପ୍ରତିଦ୍ୱନ୍ଦିତା କରିଥିବା ପ୍ରାର୍ଥୀମାନଙ୍କ ଭାଗ୍ୟ ବ୍ୟାଲଟ୍‌ ବାକ୍ସରେ ବନ୍ଦ ହୋଇ ଷ୍ଟ୍ରଙ୍ଗରୁମ୍‌ରେ ଜଉମୁଦ ମାରି ରଖାଯାଇଛି । ଆସନ୍ତା ୨୬ ଫେବୃଆରୀ ଶନିବାର ଦିନ ନର୍ଲା
Read More...

ମତଦାନ ବେଳେ ଗଣ୍ଡଗୋଳ ସୃଷ୍ଟି : ୧ ଆହତ

ବାଲେଶ୍ୱର : ବାଲେଶ୍ୱରରେ ଶେଷ ପର୍ଯ୍ୟାୟ ନିର୍ବାଚନ ଚାଲିଥିବା ବେଳେ ଜିଲ୍ଲାର ୨ଟି ବ୍ଲକ୍, ସଦର ଓ ରେମୁଣାରେ ମତଦାନ ହେଉଛି । ସବୁ ବୁଥରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ବେଳେ ରେମୁଣା ବ୍ଲକ୍ ତାଳପଦା ୪ ନମ୍ବର ବୁଥ୍‌ରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ଜଣାପଡିଛି ।
Read More...