ଲୁଟ୍ କରି ସାରିବା ପରେ ଏଟିଏମ୍କୁ ଜାଳିଦେଲେ ଦୁର୍ବୃତ୍ତ
ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ରାଜଘାଟର ପବନ ମାର୍କେଟ କମ୍ପ୍ଲେକ୍ସରେ ଥିବା ଏକ ଏଟିଏମରୁ ଲୁଟ୍ ପରେ ନିଆଁ ଲଗାଇ ଦେଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଗତକାଲି ରାତିରେ ଦୁର୍ବୃତ୍ତମାନେ ଏଟିଏମ ଲୁଟ୍ ପରେ ଏଟିଏମଟିକୁ ଜାଳିଦେଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଆଜି ସକାଳେ!-->…
Read More...
Read More...