Monthly Archives

February 2022

ଆସନ୍ତାକାଲି ହରଭଙ୍ଗାରେ ହେବ ଭୋଟ ଗଣତି

ହରଭଙ୍ଗା : ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଆସନ୍ତାକାଲିଠାରୁ ତିନୋଟି ପର୍ଯ୍ୟାୟରେ ଭୋଟଗଣତି କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ରହିଛି । ଶନିବାର ପ୍ରଥମ ପର୍ଯ୍ୟାୟ ଗଣନାରେ ହରଭଙ୍ଗା ବ୍ଲକର ୭ନଂ ଜିଲ୍ଲାପରିଷଦ ଜୋନ୍ ୭ଟି ପଂଚାୟତର ୬୮ ୱାର୍ଡସଭ୍ୟ, ୨୯ଜଣ ସରପଂଚ, ୨୩ ସମିତି ସଭ୍ୟ ଏବଂ
Read More...

ଓଏସ୍‌ଏପି ସପ୍ତମ ବାଟାଲିୟନ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ଶାହା ଚାରିଟେବୁଲ ଟ୍ରଷ୍ଟ ସୌଜନ୍ୟରେ ଓଏସଏପି ସପ୍ତମ ବାଟାଲିୟନ ପରିସରରେ ଏକ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ଗତକାଲି ଅନୁଷ୍ଠିତ ହୋଇଯାଇଛି । ସପ୍ତମ ବାଟାଲିୟନ, ଭୁବନେଶ୍ୱର କ୍ୟାମ୍ପସ ପରିସରରେ ସମସ୍ତ ସିପାହୀ ଏହି ଚାରାରୋପଣ କାର୍ଯ୍ୟକ୍ରମରେ
Read More...

ମାଲିପାଲି ଛକରେ ସୁନ୍ଦରାକାଣ୍ଡ ପାରାୟଣ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଉଡାର ପଞ୍ଚାୟତ ମାଲିପାଲି ଛକରେ ଆଜି ଏକ ସୁନ୍ଦରାକାଣ୍ଡ ପାରାୟଣ ଅନୁଷ୍ଠିତ ହୋଇଯାଇଛି । ବରକାନୀର କୁମୁଦିନୀ ତ୍ରିପାଠୀ ପୁରାଣ ପଠନ କରିଥିବା ବେଳେ କର୍ତାଭାବେ ସୁଶାନ୍ତ ସା, ଲକ୍ଷ୍ମୀ ସା ଓ ପୂଜକ ଭାବେ ଦ୍ବାରୁ ତ୍ରିପାଠୀ ଦାୟିତ୍ୱ
Read More...

ୟୁକ୍ରେନରେ ଫସିଛନ୍ତି ନବରଙ୍ଗପୁରର ଛାତ୍ର

ନବରଙ୍ଗପୁର : ନବରଙ୍ଗପୁର ସହର କେଉଟ ସାହିର ନୃସିଂହନାଥ ପାତ୍ର ଯୁକ୍ରେନର ଟେରନୋଫିଲ ଜାତୀୟ ମେଡିକାଲ ୟୁନିଭର୍ସିଟିରେ ଡାକ୍ତରୀ ପାଠ ପଢିବାକୁ ଯାଇ ରୁଷ-ଯୁକ୍ରେନ ଯୁଦ୍ଧରେ ଫସି ରହିଛନ୍ତି । ପ୍ରଧାନ ଶିକ୍ଷକ ରଜନୀ ପାତ୍ର ଏବଂ ଶିକ୍ଷୟତ୍ରୀ ରଞ୍ଜିତା ଦାସଙ୍କ ଏକ ମାତ୍ର ପୁଅ ନୃସିଂହ ନାଥ
Read More...

ଘରେ ପଶି ମହିଳାଙ୍କୁ ହତ୍ୟା ଅଭିଯୋଗ

ବ୍ରହ୍ମପୁର : ସଦର ଥାନା ଅନ୍ତର୍ଗତ ଅଳକାପୁରୀରେ ଜଣେ ମହିଳାଙ୍କୁ ଘରେ ପଶି ହତ୍ୟା କରାଯାଇଥିା ଅଭିଯୋଗ ହୋଇଛି । ମୃତ ମହିଳା ଜଣଙ୍କ ବିଜୟ ଚରଣ ବେହେରାଙ୍କ ସ୍ତ୍ରୀ ସୁରଜା ବେହେରା (୫୮) ବୋଲି ଜଣାପଡିଛି । ଖବର ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ
Read More...

ବିଶିଷ୍ଟ ସମାଜସେବୀ ମୀରା ପରିଡାଙ୍କର ସେଞ୍ଚୁରିଅନ ପରିସର ପରିଦର୍ଶନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜେଆଇଟିଏମ୍‌ ପରିସରରେ ଏକ ଭିନ୍ନ ଓ ଆକର୍ଷଣୀୟ ପରିବେଶ ସୃଷ୍ଟି ହୋଇଥିଲା । ଯେତେବେଳେ ବିଶିଷ୍ଟ ସମାଜ ସେବୀ ତଥା ନୂତନ ଯୁବ ପିଢ଼ି ପାଇଁ ଏକ ଅନୁସରଣୀୟ ବ୍ୟକ୍ତିତ୍ୱ ମୀରା ପରିଡା କଲେଜ ଓ ବିଦ୍ୟାଳୟର ପରିଦର୍ଶନରେ ଆସିଥିଲେ । ପ୍ରଥମେ ଯୁକ୍ତ ଦୁଇ କଳାର
Read More...

ଗାଳ୍ପିକ ପ୍ରଦୀପ ମିଶ୍ରଙ୍କ ମାତୃ ବିୟୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗାଳ୍ପିକ ପ୍ରଦୀପ ମିଶ୍ରଙ୍କ ମାତା ତଥା ଯଶସ୍ୱୀ କବି, ସୁଦକ୍ଷ ଶିକ୍ଷକ ସ୍ୱର୍ଗତ କୁଳମଣି ମିଶ୍ରଙ୍କ ଧର୍ମପତ୍ନୀ ଶ୍ରୀମତୀ ସଭାଗ୍ୟ ମଂଜରୀ ମିଶ୍ରଙ୍କ ଗତ ତା ୭/୨/୨୨ରେ ପରଲୋକ ହୋଇଯାଇଛି । ତାହାଙ୍କ ଅନ୍ତିମ ଶର୍ଯ୍ୟା ନିକଟରେ ଦୁଇ ପୁଅ, ତିନି ବୋହୂ, ତିନି
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ପୁଇଁନ୍ତଲା ବ୍ଲକ ମହୀମୁଣ୍ଡା ଗ୍ରା.ପ.ରୁ ଜଣେ ଚିହ୍ନଟ ହୋଇଥିବା ଜଣାପଡିଛି ।
Read More...

ଏଏସ୍‌ଆଇ ହରେକୃଷ୍ଣ ନାୟକଙ୍କ ଘରେ ଭିଜିଲାନ୍ସ ଚଢାଉ ଜାରି

ଝାରସୁଗୁଡ଼ା : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଝାରସୁଗୁଡ଼ା ଓଏମ୍‌ଭିଡି ଏଏସ୍‌ଆଇ ହରେକୃଷ୍ଣ ନାୟକଙ୍କ ବିଜୁନଗର ସ୍ଥିତ ଭଡାଘର ସମେତ ୫ଟି ସ୍ଥାନରେ ଆଜି ଭିଜିଲାନ୍ସ ପକ୍ଷରୁ ଏକ କାଳୀନ ଚଢାଉ ଜାରି ରହିଥିବା ବେଳେ ଚଢାଉ ମଧ୍ୟରେ ଏଏସ୍‌ଆଇ ନାୟକଙ୍କ କଟକ ମଙ୍ଗଳାବାଗ ସ୍ଥିତ ବାସଭବନ,
Read More...

ପାତ୍ରପୁର ବିଡିଓଙ୍କୁ ଆକ୍ରମଣ ଘଟଣା : କାର୍ଯ୍ୟାନୁଷ୍ଠାନ ଦାବୀ କଲେ ଓଏଏସ୍‌ ସଂଘ

ଛତ୍ରପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ପାତ୍ରପୁର ବିଡିଓ ପ୍ରକାଶ କୁମାର ଦାସଙ୍କୁ ଆକ୍ରମଣ ଘଟଣାକୁ ନେଇ ଓଏଏସ୍‌ ସଂଘ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଏହି ଘଟଣାକୁ ନିନ୍ଦା କରାଯାଇଛି । ଏଥିରେ ସମ୍ପୃକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ
Read More...