ୟୁକ୍ରେନରେ କନ୍ଧମାଳର ଛାତ୍ର, ପରିବାର ଚିନ୍ତାରେ : ଫେରାଇ ଆଣିବା ପାଇଁ ପରିବାର ପକ୍ଷରୁ ନିବେଦନ
କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଗତ ଦୁଇ ଦିନ ହେଲା ୟୁକ୍ରେନ ଓ ଋଷିଆ ମଧ୍ୟରେ ଯୁଦ୍ଧ ଲାଗି ରହିଛି । ବୋମା ମାଡରେ ୟୁକ୍ରେନର ସେନା ଘାଟି, ସାମରିକ ସ୍ଥଳ ଆଦି ଧ୍ବଂସ ହେବା ସହ ଶତାଧିକ ଲୋକ ପ୍ରାଣ ହରାଇଲେଣି । ଏପଟେ ଉଚ୍ଚ ଶିକ୍ଷା ପାଇଁ ଓ ଚାକିରି କରୁଥିବା ୟୁକ୍ରେନର!-->…
Read More...
Read More...