Monthly Archives

February 2022

କ୍ରିମିଆରେ ରୁଷ ସେନାକୁ ରୋକିବାକୁ ଯାଇ ନିଜକୁ ବ୍ରିଜ୍ ସହିତ ଉଡାଇ ଦେଲେ ୟୁକ୍ରେନୀ ସୈନିକ

କ୍ରିମିଆ : କ୍ରିମିଆରେ ଜଣେ ୟୁକ୍ରେନୀ ସୈନିକ ରୁଷ ସେନାକୁ ରୋକିବାକୁ ଯାଇ ନିଜକୁ ବ୍ରିଜ୍ ସହିତ ଉଡାଇ ଦେଇଥିବା ଖବର ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି । 'ଦ ସନ୍'ର ଏକ ରିପୋର୍ଟ ଅନୁସାରେ, ୟୁକ୍ରେନୀ ସୈନିକଙ୍କର ଏହି ବାହାଦୁରି ପାଇଁ ତାଙ୍କୁ ଅନେକ କଷ୍ଟ ଉଠାଇବାକୁ ପଡ଼ିଛି । ନିଜକୁ
Read More...

ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୦୫୬କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼ ଓ ବରଗଡ଼ ଜିଲ୍ଲାରୁ ଜଣେ ଲେଖାଁଏ ରହିଛନ୍ତି । ଏନେଇ
Read More...

ମାର୍ଯ୍ୟାତିପୁର ଛକରେ ବାଇକ ଧକ୍କାରେ ରାସ୍ତା ପାରି ହେଉଥିବା ଜଣେ ମହିଳାଙ୍କ ମୃତ୍ୟୁ : ଗୁରୁତର ଆହତ ଚାଳକ ମେଡିକାଲରେ…

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ଅନ୍ତର୍ଗତ ଖୁଣ୍ଟବନ୍ଧ ପଂଚାୟତର ମାର୍ଯ୍ୟାତିପୁର ଛକ ଦେଇ ଯାଇଥିବା ଖୋର୍ଦ୍ଧା-ବଲାଙ୍ଗିର ୫୭ ନଂ. ଜାତୀୟ ରାଜପଥରେ ଏକ ବାଇକ ଧକ୍କାରେ ଜଣେ ମହିଳାଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ବାଇକ ଚାଳକ ଗୁରୁତର ଆହତ ଅବସ୍ଥାରେ ବୌଦ୍ଧ
Read More...

ପୁଣି ସାମ୍ନାକୁ ଆସିଲା ଦାଦନ ଦୁଃଖ

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଏକ ଦାଦନ ପ୍ରବଣ ଅଂଚଳ ଭାବେ ବେଶ୍‌ ଜଣାଶୁଣା । ଏଠାକାର ଲୋକେ କାମଧନ୍ଦା ନପାଇ ପେଟପାଟଣା ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ବିଭିନ୍ନ ସମୟରେ ସେଠାରେ ଭାଟି ମାଲିକ ମାନଙ୍କ ଦ୍ୱାରା ନିର୍ଯ୍ୟାତିତ ମଧ୍ୟ ହୋଇଥାନ୍ତି । ସୂଚନା
Read More...

ଓଲଟିଲା ବରଯାତ୍ରୀ ଗାଡି : ୪ ମୃତ, ୨୪ ଗୁରୁତର

ଛତିଶଗଡ : ଛତିଶଗଡର ସୁରଜପୁର ଜିଲ୍ଲାରେ ଗତକାଲି ପ୍ରେମନଗର ପୋଲିସ ଷ୍ଟେସନ ଅଞ୍ଚଳରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ସୂଚନା ଅନୁସାରେ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ଏକ ବରଯାତ୍ରୀ ଗାଡି ଭାରସାମ୍ୟ ହରାଇ ଓଲଟି ପଡିଥିବା ସୂଚନା ମିଳିଛି । ଏହି ଭୟଙ୍କର ସଡ଼କ
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ ମୃତ, ୧ଗୁରୁତର

ବୌଦ୍ଧ, (ବଂଶୀଧର ମାଝୀ) : ଖୋର୍ଦ୍ଧା-ବଲାଙ୍ଗିର ୫୭ ନଂ. ଜାତୀୟ ରାଜପଥ ମର୍ଜାଦପୁର ଛକ ନିକଟରେ ସଡକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ଗତକାଲି ରାତି ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଜଣେ ମହିଳାଙ୍କୁ ବାଇକ୍ ଧକ୍କା ଦେଇଥିଲା । ଫଳରେ ଗୁରୁତର ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୨୯୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୨୯୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୮୬ ଜଣଙ୍କ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩୦୭୯ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୭୧ ଜଣ
Read More...

ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଲେ ଗ୍ରାମବାସୀ

ଭବାନୀପାଟଣା, (ପି.କେ. ସାହୁ) : ଭବାନୀପାଟଣା ବ୍ଲକ ଗଣ୍ଡାବାରାଝୋଲା ପଂଚାୟତ ସାମ୍ନାରେ ଗତକାଲି ରାତି ୭ଟା ସମୟରେ ଏକ ଦୁର୍ଘଟଣା ହୋଇଥିବା ଜଣାପଡିଛି । ଏଥିରେ ଜଣେ ବ୍ୟକ୍ତି ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ତିଳଯୋଡି ପଟୁ ସାଇକଲରେ ବରଝୋଲାର ଜଣେ ବ୍ୟକ୍ତି ଆସୁଥିବା ବେଳେ
Read More...

ପଣ୍ଡିତ ପ୍ରୟାଗଦତ୍ତ ଯୋଶୀଙ୍କ ୧୦୯ତମ ଜୟନ୍ତୀ ପାଳିତ

କୋସଲୀ ଭାଷା ହିଁ କୋସଲାଞ୍ଚଳର ଭାବଗତ ପରିଚିତି ବଲାଙ୍ଗିର, (କେପିଏନ୍‌ଏସ୍‌) : କୋସଲୀ ଭାଷା ହିଁ ସମଗ୍ର କୋସଲାଞ୍ଚଳର ଭାବଗତ ସାମୂହିକ ପରିଚିତି । ଦୀର୍ଘ ଗବେଷଣା ଓ ସାଧନା ପରେ ଏହାକୁ ସର୍ବସ୍ୱୀକୃତ କରିବାରେ ପଣ୍ଡିତ ପ୍ରୟାଗଦତ୍ତ ଯୋଶୀଙ୍କ ଅବଦାନ ଉଲ୍ଲେଖନୀୟ । ବାସ୍ତବରେ ସ୍ୱର୍ଗତ
Read More...

ତେଲେନପାଲି ଗ୍ରାମର ଚହଲାରୁ ବଳଦ ଉଦ୍ଧାର

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ତେଲେନପାଲି ଗ୍ରାମର ଏକ ଚହଲାରୁ ଗତକାଲି ଏକ ବଳଦକୁ ଉଦ୍ଧାର କରାଯାଇଛି । ସୂଚନା ଯୋଗ୍ୟ ଯେ, ତେଲେନପାଲି ଗ୍ରାମର ଧନୁର୍ଜ ବାଗଙ୍କ ଚହଲା ନିକଟକୁ ଏକ ବଳଦ ପାଣି ପିଇବାକୁ ଆସିଥିବା ବେଳେ ଚହଲାରେ ଖସି ପଡି ଯାଇଥିଲା । ବଳଦଟି
Read More...