ଛାତର ସେଣ୍ଟ୍ରିଂ ପଡ଼ି ଘର ମାଲିକଙ୍କ ମୃତ୍ୟୁ
ବଲାଙ୍ଗିର ସଦର, (କେପିଏନ୍ଏସ୍) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଚିକଲବାହାଲ ଗ୍ରାମରେ ଛାତର ସେଣ୍ଟ୍ରିଂ ପଡ଼ିଯିବାରୁ ଘର, ମାଲିକ କନିଷ୍ଠ ଭୋଇଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସୂଚନା ଯୋଗ୍ୟ ଯେ, କନିଷ୍ଠ ଭୋଇ ଗତବର୍ଷ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଟିଏ ନିର୍ମାଣ କରିଥିଲେ ।!-->…
Read More...
Read More...