Monthly Archives

February 2022

ଲାଂଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଆଇଆଇସି

ଭୁବନେଶ୍ୱର : ଲାଂଚ ନେବାବେଳେ ଜଣେ ଆଇଆଇସି ଭିଜିଲାନ୍ସ ହାତରେ ଧରାପଡ଼ିଥିବା ସୂଚନା ମିଳିଛି । ଖବର ଅନୁସାରେ ନରସିଂହପୁର ଥାନା ଆଇଆଇସି ଅଲେଖ କୁମାର ଗରଡିଆ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ଭିଜିଲାନ୍ସ ଟିମ୍‌ ତାଙ୍କୁ କାବୁ କରିଛି । ଆଇଆଇସି ଶ୍ରୀ ଗରଡ଼ିଆ ଏକ ମାମଲାର ରଫାଦଫା କରିବାକୁ
Read More...

ନବକାକଳୀ ପତ୍ରିକାର ସ୍ୱନକ୍ଷତ୍ର ଦିବସ ପାଳିତ : ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତଙ୍କୁ ନବକାକଳୀ କବିତାଶ୍ରୀ…

ରାଉରକେଲା, (ସସ୍ମିତା ପ୍ରଧାନ) : ଜଗତସିଂହପୁରରୁ ପ୍ରକାଶିତ ହେଉଥିବା ନବକାକଳୀ ପତ୍ରିକାର ୨୭ତମ ସ୍ୱନକ୍ଷତ୍ର ଦିବସ ପାଳନ ସହ ରାଜ୍ୟସ୍ତରୀୟ କବି ସମ୍ମିଳନୀ, ସମ୍ବର୍ଦ୍ଧନା ଓ ପୁସ୍ତକ ଲୋକାର୍ପଣ ଉତ୍ସବ କେଳି କାଞ୍ଚନ ରତ୍ନାକର ପାଠାଗାର ଓ ବଣମଲ୍ଲୀ ସାହିତ୍ୟ ସଂସଦ ତରଫରୁ ଅନୁଷ୍ଠିତ
Read More...

ପୌର ପରିଷଦ ସାଧାରଣ ନିର୍ବାଚନ-୨୦୨୨ ନିମନ୍ତେ ରାଜନୈତିକ ଦଳମାନଙ୍କ ସହିତ ବୈଠକ ଅହ୍ୱାନ କଲେ ରାଜ୍ୟ ନିର୍ବାଚନ ଆୟୋଗ,…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପୌର ପରିଷଦ ସାଧାରଣ ନିର୍ବାଚନ-୨୦୨୨ ନିମନ୍ତେ ରାଜନୈତିକ ଦଳମାନଙ୍କ ସହିତ ବୈଠକ ରାଜ୍ୟ ନିର୍ବାଚନ ଆୟୋଗ ପକ୍ଷରୁ ଆସନ୍ତା ୧୦ ତାରିଖ ଦିନ ଆହ୍ୱାନ କରାଯାଇଛି । ରାଜ୍ୟ ନିର୍ବାଚନ ଆୟୋଗ ସଚିବ ରବୀନ୍ଦ୍ର ନାଥ ସାହୁ ଏ ସଂକ୍ରାନ୍ତରେ ସମସ୍ତ ରାଜନୈତିକ
Read More...

ନୂତନ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ବୁବୁଡ଼ା ଗ୍ରାମରେ ବାବା ବୁଢାରଜା ଏବଂ ମାଁ ଗାହାଁରୀ ବୁଢୀଙ୍କ ନୂତନ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗ୍ରାମର ମୁଖ୍ୟ ପୂଜକ (ଝାଙ୍କର)ଙ୍କ ଘରରୁ ପୂଜା ସାମଗ୍ରୀ ଭାର ଧରି ଗ୍ରାମବାସୀ ମାନେ
Read More...

କାର୍ଯ୍ୟରତ ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ବିୟୋଗରେ ଶୋକ : ପରିବାରକୁ ୫୦ ଲକ୍ଷର ଆର୍ଥିକ ସାହାଯ୍ୟ ଦାବୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବୃତ୍ତିଗତ କର୍ମରେ ସାମ୍ବାଦିକ ସବୁବେଳେ ଅସୁରକ୍ଷିତ । ଜୀବନ ଓ ଜୀବିକାର ଅସୁରକ୍ଷିତତା ଭିତରେ ଗତ ଶନିବାର ଦିନ କାମ କରୁ କରୁ ସହିଦ ହୋଇ ଯାଇଛନ୍ତି କଳାହାଣ୍ଡି ଜିଲ୍ଲା ମୋହନଗିରିର ଗଣମାଧ୍ୟମ ପ୍ରତିନିଧି ରୋହିତ ବିଶ୍ୱାଳ । ମାଓବାଦୀଙ୍କ ପୋଷ୍ଟର ମାରିବା
Read More...

ବଲାଙ୍ଗିର ସଂସ୍କୃତ ପରିଷଦ ତରଫରୁ ନରସିଂହ ଗୁରୁଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗିର,(ଦେବାଶିଷ ମିଶ୍ର) : ପଶ୍ଚିମ ଓଡିଶାର ଗର୍ବ ଓ ଗୌରବ ‘ପଦ୍ମଶ୍ରୀ ସମ୍ମାନ' ପାଇଁ ମନୋନିତ ବର୍ଷିୟାନ ସାହିତ୍ୟିକ ତଥା କୋଶଲି ଅଭିଧାନ ଓ ପାଠ୍ୟ ପୁସ୍ତକର ରଚୟିତା ନରସିଂହ ପ୍ରସାଦ ଗୁରୁଙ୍କୁ ସଂସ୍କୃତ ପରିଷଦ ବଲାଙ୍ଗିର ତରଫରୁ ତାଙ୍କ ବାସଭବନରେ ପରିଷଦର କର୍ମକର୍ତ୍ତା ସମ୍ବର୍ଦ୍ଧନା
Read More...

ପୁଣି ସାମ୍ନାକୁ ଆସିଲା ଦାଦନ ଦୁଃଖ : ଆଠ ବିହାରୀ ଶ୍ରମିକଙ୍କୁ ଉଦ୍ଧାର କଲା ପୋଲିସ

ଭବାନୀପାଟଣା, (ପି.କେ ସାହୁ) : ପୁଣି ସାମ୍ନାକୁ ଆସିଲା ଦାଦନ ଦୁଃଖ । ଆଠ ବିାହରୀ ଶ୍ରମିକଙ୍କୁ ପୋଲିସ ଉଦ୍ଧାର କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ପରିବାର ପ୍ରତିପୋଷଣ ପାଇଁ ବିହାର ରାଜ୍ୟରୁ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅଞ୍ଚଳକୁ ଇନ୍ଦ୍ରାବତୀ କେନାଲକୁ କାମ କରିବାକୁ ଆଠ ଜଣ
Read More...

ବରଗଡ଼ର ପୁଅ କୌଶିକଙ୍କୁ ଲଣ୍ଡନସ୍ଥିତ ଫେସ୍‌ବୁକ ମୁଖ୍ୟାଳୟରୁ ଚାକିରି ପାଇଁ ଅଫର୍‌

ବରଗଡ଼ : ବରଗଡ଼ ସହର ୱାର୍ଡ ନଂ.୧୧ ବାସିନ୍ଦା ଧର୍ମେନ୍ଦ୍ର ପ୍ରକାଶ ମିଶ୍ର ଓ ମିନତୀ ମିଶ୍ରଙ୍କ ପୁଅ କୌଶିକ ମିଶ୍ର(୨୨)ଙ୍କୁ ଲଣ୍ଡନସ୍ଥିତ ଫେସ୍‌ବୁକ୍‌ର ମୁଖ୍ୟାଳୟରୁ ଚାକିରି ପାଇଁ ଅଫର୍‌ ମିଳିଛି । ସୂଚନା ଅନୁୟାୟୀ, କୌଶିକ ଫେସ୍‌ବୁକ୍‌ରେ ଗତ ଦୁଇ ମାସ ହେଲା ଚାକିରି ପାଇଁ ୫ଟି
Read More...

ଭିନ୍ନକ୍ଷମ ଭତ୍ତାରୁ ବଞ୍ଚିତ ରାଜୁ

ବୋଡେ଼ନ : ବୋଡେ଼ନ ବ୍ଲକ ଫରସରା ପଞ୍ଚାୟତ ବୁଢ଼ୀପଦର ଗାଁ’ର ରାଜୁ ନାଏକ(୫୫) ଭିନ୍ନକ୍ଷମ ଭତ୍ତାରୁ ବଞ୍ଚିତ ହୋଇଥିବା ନେଇ ଅଭିଯୋଗ । ସୂଚନା ଅନୁସାରେ, ରାଜୁ କୁଲିମଜୁରୀ କରି ପରିବାର ପ୍ରତିପୋଷଣ କରୁଥିଲେ । ସ୍ତ୍ରୀ ଟେଭି ନାଏକଙ୍କୁ ନେଇ ତାଙ୍କ ପରିବାର । ପ୍ରାୟ ପାଞ୍ଚବର୍ଷ ତଳେ ରାଜୁ
Read More...

ପଦ୍ମପୁରରେ ଜଙ୍ଗଲ ନିଆଁ ନିରାକରଣ ସଚେତନତା ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତକାଲି ଓଡ଼ିଶା ସରକାର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ନିର୍ଦ୍ଦେଶରେ ପଦ୍ମପୁର ବନାଞ୍ଚଳ ବରଗଡ଼ ବନଖଣ୍ଡ ତରଫରୁ ଜଙ୍ଗଲ ନିଆଁ ନିରାକରଣ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ପଦ୍ମପୁର ରେଞ୍ଜର ପୂର୍ଣ୍ଣ ଚନ୍ଦ୍ର ମହନ୍ତ ପରିଚାଳନା କରି
Read More...