Monthly Archives

February 2022

ଭୋଟରଙ୍କୁ ଦେବା ପାଇଁ ମୋ ପାଖରେ ଟଙ୍କାଟିଏ ନାହିଁ, ତେଣିକି ଭୋଟରଙ୍କ ଇଚ୍ଛା : ରଞ୍ଜନ କୁମାର ସେଠି

ଢେଙ୍କାନାଳ, (ତାପସ ଦାସ) : ନିର୍ବାଚନ ପାଖେଇ ଆସିଲାଣି ବିଭିନ୍ନ ଜିଲ୍ଲାରେ ବିଭିନ୍ନ ପ୍ରାର୍ଥୀମାନେ ବହୁତ ଟଙ୍କା ଖର୍ଚ୍ଚକରି ଭୋଟରଙ୍କୁ ନିଜପଟକୁ ଟାଣୁଥିବା ଦେଖିବାକୁ ମିଳୁଛି । କିନ୍ତୁ ଢେଙ୍କାନାଳ ଜିଲ୍ଲାରେ ଏହାର ଓଲଟା ଦୃଶ୍ୟ ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଢେଙ୍କାନାଳ
Read More...

ଦିବ୍ୟାଙ୍ଗ ମହିଳାଙ୍କୁ ତିନି ଚକିଆ ସାଇକେଲ ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବାକୁ ଦାବୀ

କାମାକ୍ଷାନଗର, (ତାପସ ଦାସ) : କାମାକ୍ଷାନଗର ବ୍ଲକ ଅନ୍ତର୍ଗତ କନ୍ତିଓକାଟେଣୀ ଗାଁର ଦଳିତ ସାହିର ହୁଣ୍ଡି ନାଏକ ୧୮ ବର୍ଷ ହେଲା ଘୁଷୁରି ଘୁଷୁରି ଚଳପ୍ରଚଳ କରନ୍ତି । ଗାଧୋଇବାଠାରୁ ଆରମ୍ଭ କରି ଶୌଚ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ପାଇଁ ସ୍ବାମୀ ବା ପୁଅ ଉପରେ ନିର୍ଭର କରିଥାନ୍ତି । ସ୍ବାମୀ
Read More...

ପୁଅ ବାହାଘର ପାଇଁ ରଖିଥିଲେ ଛେଳି : ଚୋରି କରିନେଲେ ଦୁର୍ବୃତ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ବିଳମ୍ବିତ ରାତିରେ କନ୍ଧପାଲିପଡ଼ାର ଶ୍ରୀମତୀ ସୁରୁବୁଇ ବଗର୍ତ୍ତିଙ୍କ ଘରୁ ୧୦ଟି ଛେଳି ଚୋରି ହୋଇଥିବା ନେଇ ଆଜି ସେ ଟାଉନ ଥାନାରେ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ, ତାଙ୍କ ପୁଅ ବାହାଘର ଭୋଜି ନିମନ୍ତେ ସେ ୧୧ଟି ଛେଳି ରଖିଥିଲେ । କିନ୍ତୁ ଗତ
Read More...

ବନମାଳୀପୁରରେ ନବତ୍ରିଂଶ ଷୋଳ ପ୍ରହର ନାମଯଜ୍ଞ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାୟପୁର, ବନମାଳୀପୁର(ଅଣ୍ଡା) ଗ୍ରାମର ମଦନ ମୋହନ ପୀଠରେ ନବତ୍ରିଂଶ ଷୋଳ ପ୍ରହର ନାମଯଜ୍ଞ ଗତ ୭ ତାରିଖ ସୋମବାର ଦିନ ଠାରୁ ଆରମ୍ଭ ହୋଇଯାଇଛି । ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ନାମଯଜ୍ଞ ଅନୁଷ୍ଠିତ ହେବ ବୋଲି ଶ୍ରୀ ନିତାଇଗୌର ଯୁବକ ସଂଘ ପକ୍ଷରୁ ସୂଚନା
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୭୧୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୭୧୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୩୨୩ ଜଣଙ୍କ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୭୬୪୭ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୯୯୭
Read More...

ସୁନାରିସିକୁଆଁ ପଞ୍ଚାୟତରେ ମାମୁଁ-ଭାଣିଜୀ ଲଢେଇ

ନୂଆପଡା, (ନିରାକାର ମେହେର) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ବିଗୁଲ ବାଜିବା ପରେ ରାଜ୍ୟବ୍ୟାପୀ ରାଜନୈତିକ ଉଷ୍ମତା ସରଗରମ ହେବାରେ ଲାଗିଛି । ଭୋଟ ହାତେଇବା ପାଇଁ ପ୍ରାର୍ଥୀମାନେ ଘର ଘର ବୁଲି କସରତ ଚଳାଇଛନ୍ତି । ହେଲେ ନୂଆପଡା ଜିଲ୍ଲା ସୁନାରିସିକୁଆଁ ଗ୍ରାମ ପଞ୍ଚାୟତ ସରପଞ୍ଚ
Read More...

ଗାୟତ୍ରୀ ସରାଫଙ୍କ ସାମଗ୍ରୀକ କୃତି ସଂପର୍କରେ ଆଲୋଚନା, ପୁସ୍ତକ ଲୋକାର୍ପିତ

“ପଶ୍ଚିମ ଓଡିଶାର ଲେଖକମାନଙ୍କ ସଂପର୍କରେ ଅଧିକ ଆଲୋଚନା ହେଉ” ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଥିତଯଶା ଗାଳ୍ପିକା ଗାୟତ୍ରୀ ସରାଫଙ୍କ ସାମଗ୍ରୀକ ସୃଜନକୁ ନେଇ ଏକ ଆଲୋଚନା ସମଗ୍ର ‘ଗାଥା ଗାୟତ୍ରୀ’ ନାମରେ ପଶ୍ଚିମ ପ୍ରକାଶନ ଦ୍ୱାରା ପ୍ରକାଶିତ ହୋଇ ଲୋକାର୍ପିତ ହୋଇଯାଇଛି । ଏହାକୁ
Read More...

ସାନଖେମୁଣ୍ଡି ବ୍ଳକରେ ବିଜେଡିମେଳି : ପ୍ରଚାରରେ ବାହାରିଛନ୍ତି, ମହାରାଣୀ ନନ୍ଦିନୀ ଦେବୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଳକ ଅନ୍ତର୍ଗତ ୬୦ ନମ୍ବର ଜୋନରେ ଏସ.ଗୋପାଳପୁର, ରାମଚନ୍ଦ୍ରପୁର, ଆମ୍ବଗାଁ ଆଦି ପଞ୍ଚାୟତର ସମସ୍ତ ଗ୍ରାମରେ ବିଜୁ ଜନତା ଦଳର ଜିଲ୍ଲା ପରିଷଦ ପ୍ରାର୍ଥିନୀ ଶ୍ରୀମତୀ ମାମାନୀ ପାତ୍ରଙ୍କ ପାଇଁ ନିର୍ବାଚନ ପ୍ରଚାର
Read More...

ଦେଓଗାଁ ବ୍ଲକ ବିଜେଡି କର୍ମୀ ସମାବେଶ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ୧୩ ନମ୍ବର ଜୋନର ବିଜେଡି କର୍ମୀଙ୍କୁ ନେଇ କୁଲୁତାପଡ଼ା ସ୍ଥିତ ଶୁଲିଆ ପୀଠର ବିଜାମୁଣ୍ଡା ଏମ୍‌ଆଇପି ନିକଟରେ ୬ଟି ପଞ୍ଚାୟତର ବିଜେଡି କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ସଭାପତି ସୁଶୀଳ ଚାନ୍ଦଙ୍କ ସଭାପତିତ୍ୱରେ ଆୟୋଜିତ
Read More...

ଅଖିଳ ଭାରତୀୟ ସାହିତ୍ୟ ପରିଷଦ ବଲାଙ୍ଗିର ଶାଖାର କର୍ମକର୍ତ୍ତା ଚୟନ ଅନୁଷ୍ଠିତ

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ ବଲାଙ୍ଗିର ଶାଖାର ଆଭାସୀ ମାଧ୍ୟମରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଓଡିଶା ପ୍ରାନ୍ତର ସଭାପତି ଡ.ରଘୁନାଥ ପଣ୍ଡା ଓ ପ୍ରାନ୍ତ ସଂଗଠନ ସମ୍ପାଦକ ନାରାୟଣ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନାଟ୍ୟଭୁଷଣ ଜଗଦାନନ୍ଦ
Read More...