ଦୁଇ ଗୋଷ୍ଠୀ ମୁହାଁମୁହିଁ : ଜଣେ ମହିଳାଙ୍କ ସମେତ ୬ଜଣ ଗୁରୁତର
ବ୍ରହ୍ମଗିରି : ବ୍ରହ୍ମଗିରି ବ୍ଲକ ମଣ୍ଡପଡ଼ା ପଞ୍ଚାୟତ ଦଣ୍ଡୁଆସିପଡ଼ା ଗାଁରେ ଆଜି ସକାଳୁ ଏକ ଅଘଟଣ ଘଟିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ମଣ୍ଡପଡ଼ା ପଞ୍ଚାୟତ ଦଣ୍ଡୁଆସିପଡ଼ା ଗାଁରେ କୌଣସି ବିଷୟକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇ ଟେକା ପଥର ସହ ଠେଙ୍ଗା ମାଡ଼ ଆରମ୍ଭ ହୋଇଥଲା!-->…
Read More...
Read More...