Daily Archives

ଶିଶୁ ରେଳଗାଡ଼ି ପୁଣିଥରେ ଚାଲିବା ଆରମ୍ଭ

ନନ୍ଦନକାନନ : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣ ସାଜିଥିବା ଶିଶୁ ରେଳଗାଡ଼ି ପୁଣିଥରେ ଚାଲିବା ଆରମ୍ଭ କରିଥିବା ସୂଚନା ରହିଛି । ଦୀର୍ଘଦିନ ବ୍ୟବଧାନ ପରେ ଗତକାଲି ଶିଶୁ ରେଳଗାଡ଼ି ଗଡ଼ିବା ଆରମ୍ଭ କରିବା ପରେ ପର୍ଯ୍ୟଟକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।
Read More...

ବଲାଙ୍ଗିର ଜିଲ୍ଲାପାଳଙ୍କ ରାଜେନ୍ଦ୍ର ପାର୍କ, ଚିଲଡ୍ରେନ ପାର୍କ ଏବଂ କରଙ୍ଗାକାଟା ଓ ରାଣୀବନ୍ଧ ଜଳାଶୟକୁ ପରିଦର୍ଶନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସକାଳୁ ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା ରାଜେନ୍ଦ୍ର ପାର୍କ ଓ ଚିଲଡ୍ରେନ ପାର୍କର ନିର୍ମାଣ କାର୍ଯ୍ୟର ଅଗ୍ରଗତି ନିମନ୍ତେ ପରିଦର୍ଶନ କରିଛନ୍ତି । ବଳିଷ୍ଠ ଐତିହ୍ୟ ସଂପନ୍ନ କରଙ୍ଗାକାଟା ଓ ରାଣୀବନ୍ଧ ଜଳାଶୟର ସୌନ୍ଦର୍ଯ୍ୟକରଣ ପାଇଁ ପରିଦର୍ଶନ କରିଛନ୍ତି
Read More...

ନିଖୋଜ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କଣ୍ଟାମାଳ : କଣ୍ଟାମାଳ ଥାନା ମଲିକକୁଦ ଗ୍ରାମ ଉପରପଡ଼ାର ଯୁବକ ଯଦୁରାଜ ଭୋଇ (୪୦)ଙ୍କ ଗଳିତ ମୃତଦେହ ପୁଲିସ ମଲିକକୁଦ ଗ୍ରାମରୁ ୧ କିମି ଦୂର ସାହାଜପିଟା ଗ୍ରାମ ନିକଟ ଜଙ୍ଗଲର ଏକ ଆମ୍ବ ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଥିବା ଜଣାପଡିଛି । ସୂଚନା ଅନୁସାରେ ଯଦୁରାଜ ଗତ ୧୩ ତାରିଖରେ କାଠ
Read More...

ବିରିପୁରା ପାହାଡ଼ରେ ଲାଗିଲା ନିଆଁ

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍‌ ପର୍ଥଲା ପଞ୍ଚାୟତ ବାହାଦୁରପଦର ଗାଁସ୍ଥିତ ବିରିପୁରା ପାହାଡ଼ରେ ଗତକାଲି କୌଣସି କାରଣରୁ ଦିନ ପ୍ରାୟ ସାଢ଼େ ୧୦ଟାରେ ନିଆଁ ଲାଗିଯାଇଥିବା ଜଣାପଡିଛି । ଖବର ପାଇ ସ୍ଥାନୀୟ ଲୋକେ ନିଆଁକୁ କାବୁ କରିବା ପାଇଁ କେସିଙ୍ଗା ବନ
Read More...

ବେଲପଡ଼ା ଷ୍ଟ୍ରଙ୍ଗରୁମରେ ଅନିୟମିତତା ଅଭିଯୋଗ

ପାଟଣାଗଡ଼, (ଗୋରେଖନାଥ ବରିହା) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗ୍ରହଣ ପାଟଣାଗଡ଼ ନିର୍ବାଚନ ମଣ୍ଡଳୀରେ ପ୍ରଥମ ପର୍ଯ୍ୟାୟରେ ସରିଛି । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବେଲପଡ଼ା ଷ୍ଟ୍ରଙ୍ଗରୁମ୍‌ରେ ବ୍ଲକ୍‌ର ସମସ୍ତ ବାଲଟ ବାକ୍ସ ରଖାଯାଇଛି । ହେଲେ ‌ଷ୍ଟ୍ରଙ୍ଗରୁମ୍‌ରେ
Read More...

ସମିତିସଭ୍ୟ ପ୍ରାର୍ଥୀଙ୍କୁ ଅପହରଣ ଘଟଣା ୬ ଗିରଫ

କନ୍ଧମାଳ : କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକର ଜଣେ ସମିତିସଭ୍ୟ ପ୍ରାର୍ଥୀଙ୍କୁ କିଛି ଦୁର୍ବୃତ୍ତ ଅପହରଣ କରିନେଇଥିବା ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତି କରି ପୁଲିସ ତାଙ୍କୁ ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ପାଖରୁ ଉଦ୍ଧାର କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ, କୋଟଗଡ଼ ବ୍ଲକର
Read More...

ଫାଟକ ସମ୍ମୁଖରେ ଗାଡ଼ି ରଖିବାକୁ ନେଇ ଉତ୍ତେଜନା

ଧାମରା : ଧାମରା ବନ୍ଦର ଫାଟକ ସମ୍ମୁଖ ନୋ ପାର୍କିଂ ଜାଗାରେ ଗାଡ଼ି ରଖିବାକୁ ନେଇ ବନ୍ଦର ନିରାପତ୍ତା କର୍ମଚାରୀ ଏବଂ ଠିକାଦାର ମୁହାଁମୁହିଁ ହୋଇଥିବା ଜଣାପଡିଛି । ଯାହାକୁ ବିରୋଧ କରି ଠିକାଦାର ଓ ଦୋସିଙ୍ଗାବାସୀ ବନ୍ଦର ଫାଟକ ଆଗରେ ଧାରଣା ଦେଇତିବା ଜଣାପଡଇଛି । ସୂଚନା ଅନୁସାରେ ଆଜି
Read More...

ଧାନ ବୋଝେଇ ଟ୍ରକ୍‌ ଅଟକ

ଆଗରପଡ଼ା : କାଦବରାଙ୍ଗ ପଞ୍ଚାୟତ ସ୍ଥିତ ଭଗାରାମ ଗ୍ରାମର ଚାଷୀମାନେ ଏକ ଟ୍ରକ୍‌ରେ ଧାନବସ୍ତା ଲଦା ହୋଇ ଯାଉଥବା ଦେଖିବାକୁ ପାଇ ଟ୍ରକ୍‌(ଓଆର୍‌-୨୨-ସି-୦୭୫୯)କୁ ଅଟକାଇବା ସହ ବୁଝାବୁଝି କରିଥିଲେ । ଏହି ସମୟରେ ଡ୍ରାଇଭର ପୁରୁଷଣ୍ଢ ସେବା ସମବାୟ ସମିତିର ଚାଲାଣ ଦେଖାଇ ଥିଲେ । ଚାଷୀମାନେ ନିଜ
Read More...

ଉତ୍କଳ ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗ ପକ୍ଷରୁ କର୍ମଶାଳା ଆୟୋଜିତ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଉତ୍କଳ ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗ ପକ୍ଷରୁ ଗତକାଲି 'ଗଣମାଧ୍ୟମର ଆତ୍ମ ବିଶ୍ଳେଷଣ ଓ ଲିଙ୍ଗଗତ ସାମ୍ୟତା' ଶୀର୍ଷକ କର୍ମଶାଳା ଆୟୋଜିତ ହୋଇସାରିଛି । ଏହି କର୍ମଶାଳାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଉତ୍କଳ ବିଶ୍ୱବିଦ୍ୟାଳୟ ପିଜି
Read More...

ବଜରଙ୍ଗ ଦଳ ପକ୍ଷରୁ କଚେରୀ ଛକଠାରେ ହର୍ଷଙ୍କୁ ଶ୍ରଦ୍ଧାଞ୍ଜଳି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୨୦-୦୨-୨୦୨୨ ତାରିଖ ରବିବାର ଦିନ ରାତି ୯ଟାରେ କର୍ଣ୍ଣାଟକର ଶିବମୋଗା ଜିଲ୍ଲାରେ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ହର୍ଷଙ୍କୁ ପଛପଟୁ ଛୁରୀ ମାରି ମୁସଲିମ ଗୋଷ୍ଠୀଙ୍କ ଦ୍ୱାରା ହତ୍ୟା କରାଯାଇଥିବା ଘଟଣାର ପ୍ରତିବାଦରେ ଗତକାଲି ସନ୍ଧ୍ୟା ୬ ଘଣ୍ଟା ସମୟରେ
Read More...