Daily Archives

ଷ୍ଟ୍ରଙ୍ଗରୁମ୍ ଆଗରେ ଦିନ ରାତି ଜଗି ବସିଛନ୍ତି ନେତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ତୃତୀୟ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଗତକାଲି ସରିଥିବା ବେଳେ ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ଷ୍ଟ୍ରଙ୍ଗରୁମ୍ ଆଗରେ ଦିନ ରାତି ନେତା ଓ କର୍ମୀମାନେ ଜଗି ବସିଥିବା ଦେଖାଯାଇଛି । ବାଲାଟ୍ ବକ୍ସ ଭିତରେ ବନ୍ଦ ହୋଇଯାଇଛି ପ୍ରାର୍ଥୀଙ୍କ ଭାଗ୍ୟ ।
Read More...

ଯୁବକ ଗିଳିଦେଲେ ବାଲାଟ୍‌ ପେପର୍‌

ତିଗିରିଆ : କଟକ ଜିଲ୍ଲା ତିଗିରିଆ ବ୍ଲକ୍‌ ଅନ୍ତର୍ଗତ ପାଞ୍ଚଗାଁ ପଞ୍ଚାୟତର ୫ନଂ ବୁଥ୍‌ରେ ଗତକାଲି ମତଦାନ ଚାଲିଥିବା ବେଳେ ଜଣେ ଯୁବକ ବାଲାଟ୍‌ ପେପର୍‌ ଗିଳି ଦେଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ପାଞ୍ଚଗାଁ ପଞ୍ଚାୟତର ୫ନଂ. ବୁଥ୍‌ରେ ଗତକାଲି ମତଦାନ ଚାଲିଥିବା ସମୟରେ ଅପରାହ୍ନ ୧ଟାରେ
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୩୮୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୩୮୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୮୬ ଜଣଙ୍କ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୭୦୯୯ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୨୬ ଜଣ
Read More...

ଗଣମାଧ୍ୟମ ପ୍ରତିନିଧିଙ୍କଠାରୁ ମୋବାଇଲ ଫୋନ ଛଡାଇ ନେଇଥିବା ଅଭିଯୋଗ

ଢେଙ୍କାନାଳ, (ତାପସ ଦାସ) : କଳଙ୍କି ଗ୍ରାମ ପଞ୍ଚାୟତରେ ନିର୍ବାଚନ ଲାଗି ଭୋଟ ଗ୍ରହଣ ଶାନ୍ତି ଶୃଙ୍ଖଳାର ସହ ଚାଲିଥିବା ବେଳେ ଦିନ ଗୋଟାଏ ପରେ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା । ୯ ନମ୍ବର ବୁଥରେ ଏକ ନିର୍ଦ୍ଦିଷ୍ଟ ସରପଞ୍ଚ ପ୍ରାର୍ଥୀଙ୍କ ଭାଇ ଚଗଲା ପଣ୍ଡା ଓ ତାଙ୍କ ସମର୍ଥକମାନେ
Read More...

ଧୀରେ ଧୀରେ ଶେଷ ହେଉଛି ଓମିକ୍ରନ୍, ଦ୍ରୁତ ଗତିରେ ହ୍ରାସ ହେଉଥିବା ସଂକ୍ରମଣକୁ ଲକ୍ଷ୍ୟ ରଖି ବିଶେଷଜ୍ଞଙ୍କ ମତ

ୱାଶିଂଟନ୍ : ଧୀରେ ଧୀରେ ଶେଷ ହେଉଛି ଓମିକ୍ରନ୍‌ । ଦ୍ରୁତ ଗତିରେ ହ୍ରାସ ହେଉଥିବା ସଂକ୍ରମଣକୁ ଲକ୍ଷ୍ୟ ରଖି ବିଶେଷଜ୍ଞଙ୍କ ମତ ରଖିଛନ୍ତି । ଆଗାମୀ ସମୟରେ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି । କିଛି ସମୟ ପରେ ଦେଶ
Read More...

ଯୁଦ୍ଧ ରୋକିବାକୁ ଚେଷ୍ଟା କଲେ ବାଇଡେନ : ଯଦି ପୁତିନ ୟୁକ୍ରେନ ଉପରେ ଆକ୍ରମଣ ନକରନ୍ତି, ତେବେ ମୁଁ ତାଙ୍କୁ ଭେଟିବି

ୱାଶିଂଟନ୍ : ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଉତ୍ତେଜନା ଲାଗି ରହିଛି । ଏହି ସମୟ ମଧ୍ୟରେ ଏହାକୁ ଏଡ଼ାଇବା ପାଇଁ ଆମେରିକା ଦ୍ୱାରା ସମସ୍ତ ପ୍ରୟାସ କରାଯାଉଛି । ନିକଟରେ ରୁଷର ସମର୍ଥକ ୟୁକ୍ରେନ ପ୍ରଦର୍ଶନକାରୀଙ୍କ ଆକ୍ରମଣରେ ଜଣେ ୟୁକ୍ରେନ ସୈନିକ ମଧ୍ୟ ନିହତ ହୋଇଥିଲେ ।
Read More...

ବୁଥ୍‌ ସାମ୍ନାରେ ଗୋଷ୍ଠୀ ସଂଘର୍ଷ ଓ ଉତ୍ତେଜନା

ସିନ୍ଧେକେଲା : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକରେ ଗତକାଲି ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଥିବା ସମୟରେ ଅର୍ଶତଲା ପଞ୍ଚାୟତରେ ଗୋଷ୍ଠୀ ସଂଘର୍ଷ ଘଟିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଗତକାଲି ବଙ୍ଗୋମୁଣ୍ଡା ବ୍ଲକ୍‌ ଅନ୍ତର୍ଗତ ଅର୍ଶତଲା ପଞ୍ଚାୟତରେ ମତଦାନ ଚାଲିଥିବା ବେଳେ କୌଣସି
Read More...

ଭୟରେ ଆତଙ୍କିତ ଗ୍ରାମବାସୀ

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ଜିଲ୍ଲାର ଗଂଦିଆ ବ୍ଲକ ଅନ୍ତର୍ଗତ ଦଶମାଣ ପାଟଣା ଗ୍ରାମ ପଞ୍ଚାୟତରେ ତପନ ନାୟକ ନାମକ ଜଣେ ବ୍ୟକ୍ତି ଗ୍ରାମ ପଞ୍ଚାୟତର ସମସ୍ତ ଜନସାଧାରଣଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରି ରଖିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ଢେଙ୍କାନାଳ ଜିଲ୍ଲାର ଗଂଦିଆ ବ୍ଲକ
Read More...

ହତ୍ୟାକାରୀକୁ ଗିରଫ ଦାବୀରେ ଟାଉନ ଥାନା ଘେରାଉ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ସହର ନଦୀପଡ଼ାର କହ୍ନେଇ ସାହୁ ଓ ଅନ୍ୟ ଦୁଇ ଜଣଙ୍କ ସହ କୌଣସି କାରଣରୁ ବଚସା ଓ ହାତାହାତି ହେବା ପରେ କହ୍ନେଇଙ୍କୁ ଅନ୍ୟ ଦୁଇ ଜଣ ତଣ୍ଟି କିଟି ହତ୍ୟା କରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରୁ ଲୋକେ ମୁମୁର୍ଷୁ ଅବସ୍ଥାରେ କହ୍ନେଇଙ୍କୁ
Read More...

ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ନ ଥିଲା ଆନୁସଙ୍ଗିକ ବ୍ୟବସ୍ଥା : ମତଦାନ କରି ପାରିଲେନି ଦିବ୍ୟାଙ୍ଗ ଶିକ୍ଷକ, ଜିଲ୍ଲାପାଳ ଓ…

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ମତଦାନ ଗତକାଲି ଶେଷ ହୋଇଯାଇଛି । ତଥାପି କେଉଁଠି ନା କେଉଁଠି ପ୍ରଶାସନର ତ୍ରୁଟି ଯୋଗୁଁ ଭିନ୍ନକ୍ଷମ ଭୋଟରମାନେ ନିଜର ମୂଲ୍ୟବାନ ଭୋଟ ଦେଇ ପାରିନଥିବା ଅଭିଯୋଗ ପଦାକୁ ଆସିଛି । ଏହିଭଳି ଏକ ଅଭିଯୋଗ
Read More...