Daily Archives

ଏସ୍‌ଟିଏଫ୍‌କୁ ମିଳିଲା ବଡ ସଫଳତା : ୧ କେଜି ୨୨୭ ଗ୍ରାମ୍‌ର ବ୍ରାଉନସୁଗାର ଜବତ, ୧ ଗିରଫ

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ଏସ୍‌ଟିଏଫ୍‌କୁ ମିଳିଲା ବଡ ସଫଳତା । ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରି ୧ କେଜି ୨୨୭ ଗ୍ରାମ୍‌ର ବ୍ରାଉନସୁଗାର ଜବତ ସହ ଜଣେ ମାଫିଆଙ୍କୁ ଗିରଫ କରିଥିବା ଜଣାପଡିଛି । ସୂଚନା ଅନୁସାରେ ଗିରଫ ହୋଇଥିବା ଯୁବକ ଜଣକ ଜଟଣୀ ମୁଣ୍ଡିଆ ସାହିର ଶିବ ପ୍ରସାଦ ଦାସ
Read More...

ସାମ୍ବାଦିକଙ୍କୁ ଆକ୍ରମଣ ମହଙ୍ଗା ପଡ଼ିଲା : ୫ ମହିଳାଙ୍କ ସମେତ ୧୧ ଗିରଫ, ବାଛୋଳ ଗାଁ ପୁରୁଷ ଶୂନ୍ୟ

ଯାଜପୁର : ସାମ୍ବାଦିକଙ୍କୁ ଆକ୍ରମଣ ମହଙ୍ଗା ପଡ଼ିଛି । ଏହି ଘଟଣାରେ ୫ ମହିଳାଙ୍କ ସମେତ ୧୧ ଜଣ ଗିରଫ ହୋଇଥିବା ବେଳେ ବାଛୋଳ ଗାଁ ଏବେ ଗିରଫ ହେବା ଭୟରେ ପୁରୁଷ ଶୂନ୍ୟ ହୋଇଯାଇଥିବା ସୂଚନା ମିଳିଛି । ଯାଜପୁର ବିଂଝାରପୁର ବ୍ଲକ ବାଘଲା ପଞ୍ଚାୟତର ବାଛୋଳ ଗାଁରେ ଗତକାଲି କାର୍ଯ୍ୟରତ
Read More...

ଆଜି ବିଶ୍ୱ ମାତୃଭାଷା ଦିବସ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସମାଜ ବିକାଶ ଦିଗରେ ଭାଷାର ମହତ୍ୱପୂର୍ଣ୍ଣ ଭୂମିକା ରହିଥିବା ବେଳେ ଭାଷା କେବଳ ବ୍ୟକ୍ତିର ଭାବ ଆଦାନ ପ୍ରଦାନ ମାଧ୍ୟମ ନୁହେଁ, ଏହା ସମାଜର ବିକାଶ ସାଧନର ମାଧ୍ୟମ ଅଟେ । ହେଲେ ଭାଷା ଭିତ୍ତିକ ରାଜ୍ୟ ଓଡ଼ିଶା ଗଠନ ହେବା ପରେ ଆମେ ଭାଷାକୁ ସବୁଠୁ ଅଧିକ ଅବହେଳା
Read More...

ନ୍ୟୁକ୍ଲିୟର୍‌ ଡ୍ରିଲ୍‌ କରି ରୁଷ୍‌ ପ୍ରଦର୍ଶନ କଲା ଶକ୍ତି, ବ୍ଲାକ୍‌ ସି’କୁ ମଧ୍ୟ ଓହ୍ଲାଇଲା ରୁଷିଆନ୍‌ ନେଭି :…

ନୂଆଦିଲ୍ଲୀ : ରୁଷ୍‌ ଏବଂ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧର ଆଶଙ୍କା ଆହୁରି ବଳିଷ୍ଠ ହେବାରେ ଲାଗିଛି । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେ଼ନ୍‌ ସ୍ଥିତି ଉପରେ କଡ଼ା ନଜର ରଖି ଯୁଦ୍ଧକୁ ରୋକିବା ପାଇଁ ଆପ୍ରାଣ ଚେଷ୍ଟା ଜାରି ରଖିଛନ୍ତି । କୌଣସି ବି ସମୟରେ ରୁଷ୍‌ ୟୁକ୍ରେନ୍‌ ଉପରେ ନୃଶଂସ ଆକ୍ରମଣ
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୫ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୫ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୦୨୬କୁ ବୃଦ୍ଧି ପାଇଛି । ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବଧିକ ୬ ଜଣ, ବାଲେଶ୍ବର, କଟକ ଓ ଖୋର୍ଦ୍ଧା ଜିଲ୍ଲାରୁ ୨ ଜଣ ଲେଖାଁଏ,
Read More...

ଭଦ୍ରକ ଜିଲ୍ଲା ସାମ୍ବାଦିକ ପ୍ରଭାକର ନାୟକଙ୍କ ଅକାଳ ବିୟୋଗ

• ଭଦ୍ରକ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଗଭୀରଶୋକ ଭୁବନେଶ୍ୱର, (କେ. ସତ୍ୟନାରାୟଣ ରେଡ୍ଡୀ) : ଭଦ୍ରକ ଜିଲ୍ଲା ସାମ୍ବାଦିକ ପ୍ରଭାକର ନାୟକ (୩୬)ଙ୍କ ଅକାଳ ବିୟୋଗ ଘଟିଥିବା ଜଣାପଡିଛି । ଶେଷ ନିଦ୍ରାରେ ଶୋଇଗଲେ ଯୁବ ସାମ୍ବାଦିକ ତଥା ଭଦ୍ରକ ଜିଲ୍ଲା ମିଡିଆ ଆସୋସିଏସନ୍‌ର ସାଧାରଣ
Read More...

ନିର୍ବାଚନୀ ହିଂସା : ସଂଘବଦ୍ଧ ଆକ୍ରମଣ ଅଭିଯୋଗ

ପୁରୁଣାକଟକ : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଆଡେ଼ନିଗଡ଼ ପଞ୍ଚାୟତ ମାଧପୁର ଗାଁରେ ଶନିବାର ରାତିରେ ନିର୍ବାଚନୀ ହିଂସା ଘଟିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ମାଧପୁର ଗାଁର କୈଳାସ ଚନ୍ଦ୍ର ସାହୁ ନାମକ ଜଣେ ଭୋଟର ଶନିବାର ରାତି ନିଜ ଘରେ ଶୋଇଥିବା ସମୟରେ ଜଣେ ନିର୍ଦ୍ଦିଷ୍ଟ
Read More...

ସମିତି ସଭ୍ୟ ପ୍ରାର୍ଥୀଙ୍କ ବାପାଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ

ଭୁବନେଶ୍ଵର, (ସୁଶାନ୍ତ ସାହୁ) : ଭୁବନେଶ୍ଵର ରଘୁନାଥପୁର ପଞ୍ଚାୟତରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ରଘୁନାଥପୁର ପଞ୍ଚାୟତ ସମିତି ସଭ୍ୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ସଞ୍ଜିବ କୁମାର ପଣ୍ଡାଙ୍କ ବାପା ଗୋଲଖ ବିହାରୀ ପଣ୍ଡାଙ୍କ ଉପରକୁ କେହି ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ
Read More...

କ୍ୟାବ୍‌ର ଚାଳକ କହି ଯୁବତୀଙ୍କୁ ଅପହରଣ କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ

ରାଉରକେଲା, (ସସ୍ମିତା ପ୍ୟଧାନ) : ଉପସ୍ଥିତି ବୁଦ୍ଧି ଯୋଗୁଁ ଅଘଟଣରୁ ବର୍ତ୍ତି ଗଲେ ଜଣେ ଯୁବତୀ । ସୂଚନା ଅନୁସାରେ କୋଏଲ ନଗର 'ବି' ବ୍ଲକ ଅଞ୍ଚଳର ଜଣେ ଯୁବତୀ ରାତିରେ ଟ୍ରେନ୍‌ରୁ ରାଉରକେଲା ଷ୍ଟେସନରେ ଓହ୍ଲାଇଥିଲେ । ଜଣେ ଯୁବକ ଏକ ନିର୍ଦ୍ଦିଷ୍ଟ କ୍ୟାବ୍‌ର ପଞ୍ଜିକୃତ ଚାଳକ ପରିଚୟ ଦେଇ
Read More...

ପ୍ରିଜାଇଡ଼ିଂ ଅଫିସରଙ୍କୁ ତାଲା ଠୁଙ୍ଗିଲେ ଗ୍ରାମବାସୀ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ବାମଣ୍ଡା ପଞ୍ଚାୟତ ଦେବଗଡ଼ ବୁଥ୍‌ରେ ଗତକାଲି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ତୃତୀୟ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ଚାଲିଥିବା ସମୟରେ ଗ୍ରାମବାସୀ ପ୍ରିଜାଇଡ଼ିଂ ଅଫସରଙ୍କୁ ତାଲା ଠୁଙ୍ଗିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ଦେବଗଡ଼୍‌ ବୁଥ୍‌ରେ
Read More...