Daily Archives

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୮ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୮ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୯୯୪କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୮ ଜଣ, ଖୋର୍ଦ୍ଧାରୁ ୪ ଜଣ, କେନ୍ଦ୍ରାପଡ଼ାରୁ ୨
Read More...

ବ୍ରିଜ୍‌ରୁ ଖସିଲା ଲୁହା ବୋଝେଇ ଟ୍ରଲର : ୧ ମୃତ, ୧ ଗୁରୁତର

ଢ଼େଙ୍କାନାଳ, (ତାପସ ଦାସ) : ଢ଼େଙ୍କାନାଳ କାମାକ୍ଷାନଗର ବ୍ରାହ୍ମଣୀ ନଦୀ ବ୍ରିଜରୁ ଲୁହା ବୋଝେଇ ଟ୍ରଲର ଖସି ପଡ଼ିଥିବା ଜଣାପଡ଼ିଛି । ସୂଚନା ଅନୁସାରେ​ ‌ଆଜି ସକାଳେ ଏକ ଲୁହା ବୋଝେଇ ଟ୍ରେଲର୍‌ ଦ୍ରୁତଗତିରେ ଯାଉଥିବା ବେଳେ କାମାକ୍ଷାନଗର-କମଗରା ବ୍ରାହ୍ମଣୀ ବ୍ରିଜ ବାଡ଼ ଭାଙ୍ଗି ୩୦ ଫୁଟ
Read More...

ଜରି ଗୋଟାଳି ପାଲଟିଥିବା ଜଟଣୀର ଜଣେ ଛାତ୍ରଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପାଠପଢା ପାଇଁ ସହାୟତା ପ୍ରଦାନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆର୍ଥିକ ଅନାଟନ ଯୋଗୁଁ ପାଠପଢା ଛାଡି ଜରି ଗୋଟାଳି ପାଲଟିଥିବା ଜଟଣୀର ଜଣେ ଛାତ୍ରଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପାଠପଢା ପାଇଁ ସହାୟତା ପ୍ରଦାନ କରାଯାଇଛି । ଷଷ୍ଠ ଶ୍ରେଣୀରେ ତାଙ୍କ ନାମ ଲେଖାଇବା ସହ ପୁସ୍ତକ, ସ୍କୁଲ୍ ଡ୍ରେସ୍ ଆଦି ପ୍ରଦାନ କରାଯାଇଛି ।
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୫୩୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୫୩୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୧୪୭ ଜଣଙ୍କ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୭୦୯୯ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୧୦ ଜଣ
Read More...

ଟ୍ରକ୍ ପିଟିଲା ଭୋଟ ବାକ୍ସ ଜିମା ଦେଇ ଫେରୁଥିବା ପୋଲିଂ ଗାଡ଼ିକୁ

ରେଙ୍ଗାଲି : ଅତାବିରା ଆର୍‌ଏମ୍‌ସି ନିକଟରେ ପୋଲିଂ ଗାଡ଼ି ଦୁର୍ଘଟଣାଗ୍ରସ୍‌ସ୍ତ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଲରମ୍ଭାରୁ ପୋଲିଂ ଦଳ ମତଦାନ ଶେଷ ହେବା ପରେ ଅତାବିରା ଷ୍ଟ୍ରଙ୍ଗରୁମରେ ଭୋଟ ବାକ୍ସ ଜିମାଦେଇ ଟ୍ରେକର୍ ନଂ. (ଓଆର୍‌ଆର୍ ୩୬୪୨)ରେ ଫେରୁଥିବା ସମୟରେ ଅତାବିରା ୫୩ ନଂ.
Read More...

ଫେବୃଆରୀ ୧୯ରୁ ୨୨ ରାଷ୍ଟ୍ରପତିଙ୍କ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଗସ୍ତ

ଭୁବନେଶ୍ୱର, (ପିଆଇବି) : ରାଷ୍ଟ୍ରପତି ରାମନାଥ କୋବିନ୍ଦ ଫେବୃଆରୀ ୧୯ରୁ ୨୨, ୨୦୨୨ରେ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ଗସ୍ତ କରିବେ । ଫେବୃଆରୀ ୨୦, ୨୦୨୨ରେ ରାଷ୍ଟ୍ରପତି ପୁରୀଠାରେ ଗୋଡ଼ୀୟ ମଠ ଏବଂ ମିଶନର ପ୍ରତିଷ୍ଠାତା ଶ୍ରୀମଦ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ପ୍ରଭୁପାଦଙ୍କର ତିନି
Read More...

ନିର୍ବାଚନ କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କ ପ୍ରଶିକ୍ଷଣ କର୍ମଶାଳା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ନିମନ୍ତେ ବ୍ଲକ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଗତକାଲି ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ କର୍ମଚାରୀମାନଙ୍କ ଏକ
Read More...

ବିଖ୍ୟାତ ଗଣିତଜ୍ଞ ସ୍ୱର୍ଗତ ବାଇକୋଳି ମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଐତିହାସିକ ଗଡ଼ଜାତ ରାଜ୍ୟ ଭାବେ ପ୍ରତିଷ୍ଠିତ ଅଧୂନା ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟଗଡ଼ର ମହତ୍ତ୍ୱ ଉଲ୍ଲେଖନୀୟ ଅଟେ । ମହାରାଜା ରାଜବାହାଦୁର ରାମଚନ୍ଦ୍ର ମର୍ଦ୍ଦରାଜ ଦେବଙ୍କ ଦ୍ୱାରା ପ୍ରତିଷ୍ଠିତ ରାଜଦରବାରରେ ଅନେକ ବିଦ୍ୱାନୀ, ଜ୍ଞାନୀ,
Read More...

ଗଞ୍ଜାମ ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣରେ ୬୪.୦୪ ପ୍ରତିଶତଙ୍କ ମତଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ଅବସରରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ନିର୍ବାଚନକୁ ସୂଚାରୁ ରୂପେ ସଂପାଦନ କରିବା ନିମିତ୍ତ ସମସ୍ତ ଅଧିକାରୀମାନଙ୍କୁ ନିଜର ଦାୟିତ୍ୱ ସଠିକ୍ ରୂପେ ସଂପାଦନ କରିବା ପାଇଁ ଗଞ୍ଜାମ
Read More...

ପ୍ରଚାର ଶେଷ ଦିନରେ କାଳିପଲ୍ଲୀ ପଞ୍ଚାୟତରେ ବିଜେପିର ପ୍ରଚାର ସରଗରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଳକ୍ ଅନ୍ତର୍ଗତ ଅଧିକ ସମ୍ବେଦନଶୀଳ ଅଞ୍ଚଳ ଭାବେ ଅନୁଭୂତ ହେଉଥିବା ଛତ୍ରପୁର ବ୍ଳକ୍‌ର କାଳିପଲ୍ଲୀ ପଞ୍ଚାୟତରେ ଘରେ ଘରେ ବୁଲି ୨୦ ନମ୍ବର ଜୋନ୍ ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ ଏନ୍.ଦୀନବନ୍ଧୁ ଭୋଟଭିକ୍ଷା କରିଛନ୍ତି
Read More...