Daily Archives

୩୨ ନମ୍ବର ଜିଲ୍ଲା ପରିଷଦ ଜୋନରେ କଂଗ୍ରେସ ଓ ବିଜେପି ପ୍ରଚାରରେ ଆଗୁଆ

ସଇଁତଲା, (ପ୍ରମୋଦ କୁମାର ସେଲମା) : ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନକୁ ନେଇ ପରିବେଶ ସରଗରମ ରହିଛି । ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ସବୁବେଳେ ରାଜନୀତିଜ୍ଞଙ୍କ ନଜରରେ ରହିଥାଏ । ଏହି ଜୋନ ୯ଟି ପଂଚାୟତକୁ ନେଇ ଗଠିତ ହୋଇଛି । ଏହି ଜୋନରେ ଗତ ୨୦୧୭ ନିର୍ବାଚନରେ ବିଜେପି ବିପୁଳ
Read More...

ସିଙ୍ଗିପୁରରେ ରୋଟାରୀ କ୍ଲବ ପକ୍ଷରୁ ବୃକ୍ଷ ରୋପଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରୋଟାରୀ କ୍ଲବ ଛତ୍ରପୁର ସଂଗଠନ ପକ୍ଷରୁ ଛତ୍ରପୁର ବ୍ଳକ ଅନ୍ତର୍ଗତ ମହାନାଦପୁର ପଞ୍ଚାୟତର ସିଙ୍ଗିପୁର ଗ୍ରାମର ନୀଳକଣ୍ଠେଶ୍ଵର ମନ୍ଦିର ପରିସର ଓ ଗ୍ରାମ ପୋଖରୀ ହୁଡାରେ ବିଭିନ୍ନ ପ୍ରକାର ଔଷଧୀୟ ବୃକ୍ଷ ରୋପଣ କରାଯାଇଥିଲା । ରୋଟାରୀ ସଭାନେତ୍ରୀ
Read More...

ନିର୍ମାଣାଧୀନ ସୁଡ଼ଙ୍ଗ ଭୁଷୁଡ଼ିଲା : ଫସିଲେ ୯ ଶ୍ରମିକ, ସୁରକ୍ଷିତ ଭାବେ ୫ ଉଦ୍ଧାର

ଭୋପାଳ : ମଧ୍ୟପ୍ରଦେଶର କଟ୍‌ନୀରେ ନିର୍ମାଣାଧୀନ ଷୁଡ଼ଙ୍ଗ ଭୁଷୁଡ଼ି ପଡ଼ିବାରୁ ୯ ଜଣ ଶ୍ରମିକ ସେ ଭିତରେ ଫସି ରହିଥିବା ବେଳେ ୫ ଜଣଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ପ୍ରଶାସନ ଅନୁସାରେ ସମୁଦାୟ ୯ ଜଣ ଶ୍ରମିକ ସୁଡ଼ଙ୍ଗ ଭିତରେ ଫଶି ରହିଥିଲେ । ଉଦ୍ଧାର କାର୍ଯ୍ୟ
Read More...

ଭୋଜପୁରୀ ଚଳଚ୍ଚିତ୍ର ଜଗତର ଅଭିନେତ୍ରୀ ଆମ୍ରପାଲି ଦୁବେ ଗୋଟିଏ ଚଳଚ୍ଚିତ୍ରରେ ଅଭିନୟ ପାଇଁ ୨୫ରୁ ୩୦ ଲକ୍ଷ ଟଙ୍କା…

ମୁମ୍ବାଇ : ଭୋଜପୁରୀ ଚଳଚ୍ଚିତ୍ର ଜଗତର ବହୁ ଚର୍ଚ୍ଚିତ ଗ୍ଲେମରିୟସ୍‌ ଅଭିନେତ୍ରୀ ଆମ୍ରପାଲି ଦୁବେ ନିଜ ଅଭିନୟ ପାଇଁ ବେଶ୍‌ ସୁନାମ ଅର୍ଜନ କରି ସାରିଛନ୍ତି । ତାଙ୍କ ଆକର୍ଷଣୀୟ ଅଭିନୟ କୋଟି କୋଟି ଦର୍ଶକଙ୍କ ହୃଦୟରେ ସ୍ଥାନ ପାଇଛି । ଭୋଜପୁରୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ତାଙ୍କୁ ଶ୍ରେଷ୍ଠ
Read More...

ପୁଲୱାମା ସିଆର୍‌ପିଏଫ୍‌ ଶହୀଦଙ୍କ ସ୍ମୃତିରେ ବଲାଙ୍ଗିର ସିଆର୍‌ପିଏଫ୍‌ ପକ୍ଷରୁ ରକ୍ତଦାନ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ୩ ବର୍ଷ ପୂର୍ବେ ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ସିଆର୍‌ପିଏଫ୍‌ ଯବାନଙ୍କ ସ୍ମୃତିରେ ଆଜି ସ୍ଥାନୀୟ ପିପି ଏକାଡେ଼ମୀରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଓ ୧୮୯ ବାଟାଲିୟନ୍‌
Read More...

ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ଓଡ଼ିଶାରେ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ସମ୍ପାଦକ ମହାସଂଘର ରାଷ୍ଟ୍ରୀୟ ଅଧିବେଶନ

ଭାରତ ବର୍ଷର ବିଭିନ୍ନ ପ୍ରାନ୍ତରୁ ୨୦୦ ସମ୍ପାଦକ ଯୋଗଦେବେ ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଅଖିଳ ଭାରତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ୨୧ତମ ରାଷ୍ଟ୍ରୀୟ ଅଧିବେଶନ ଓ ୧୦ମ ରାଜ୍ୟ ଅଧିବେଶନ ପାଇଁ ବ୍ୟାପକ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଏହି ଅଧିବେଶନ ମାର୍ଚ୍ଚ
Read More...

ଏ ବା’…. ଟିକେ ଦେଖି କରି

ଧଁ ଧଁ, ସଁ ସଁ ହେଇ ବବାର୍‌ ନିକେ ପୁହୁଁଚିଲା ଦୁଖାଲୁ । ରଘୁ ବବା ଦୁଖାଲୁ କେ ଦେଖିକରି ବଏଲେ- କାଏଁ ହେଲା ପୁତା, ବଡ଼ା କଲ୍‌ବଲ୍‌ ଦିଶୁଛୁ? ଆଘୋ ଥାବେ ଟିକେ ବସ୍‌, ପାଏନ୍‌ ଢୁକେ ପି’ । ତାର୍‌ ଉତ୍‌ରୁ କଥା ହେମା । ଦୁଖାଲୁ ଲଥୋ କରି ଖଟେ ବସ୍‌ଲା । ବବାର୍‌ ଲାଗି ରଖା ହେଇଥିବାର୍‌
Read More...

ମହିଳାଙ୍କ ଉପରେ ମାଡ଼ିଗଲା କାର୍‌ : ଘଟଣାସ୍ଥଳରେ ମହିଳା ମୃତ

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ଜିଲ୍ଲା ସଦର ଥାନା ନାଗିଆପଶି ଗ୍ରାମରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ନାଗିଆପଶି ଗ୍ରାମର ଶୈଳବାଳା ସାମଲ ଆଜି ରାସ୍ତା ପାର ହେଉଥିବା ସମୟରେ ତାଙ୍କ ଉପରେ ଏକ କାର୍‌ ଚଢ଼ି ଯାଇଥିଲା । ଫଳରେ ଘଟଣାସ୍ଥଳରେ
Read More...

ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ଟେଲର ଦୋକାନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସରକାରୀ ଡାକ୍ତରଖାନା ନିକଟସ୍ଥ ପୌରପାଳିକା ମାର୍କେଟରେଭୟାବହ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଏକ ମହିଳା ଟେଲର ଦୋକାନରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ବେଳେ ୨ଟି ସିଲେଇ ମେସିନ, ବହୁ ମୂଲ୍ୟବାନ
Read More...

ଆଜି ବିଶ୍ୱ ରେଡ଼ିଓ ଦିବସ : ରେଡ଼ିଓ ପ୍ରେମରେ ଗୋପୀନାଥ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚାଷୀ ଭାଇର ହିଡ଼ ମୁଣ୍ଡରେ…., ଗାଁ ବୋହୂର ହାଣ୍ଡିଶାଳାରେ, କାଠୁରିଆ କାନ୍ଧରେ ଝୁଲେ, ରିକ୍ସାବାଲାର ରିକ୍ସା ଉପରେ, ପାନ ଦୋକାନୀର କେବିନ ଉପରେ ଅଲ୍‌ ଇଣ୍ଡିଆ ରେଡ଼ିଓ । ରେଡ଼ିଓ ଗୀତ କାନରେ ବାଜିବା କ୍ଷଣି ଭାରି ନିଜର ନିଜର ଲାଗେ । ଖାଲି ଗୀତ ନୁହେଁ
Read More...