Daily Archives

ଗ୍ୟାସ ସିଲିଣ୍ଡର ଫାଟି ୨ଟି ଦୋକାନ ସମ୍ପୂର୍ଣ୍ଣ ଭସ୍ମୀଭୂତ

ଅନୁଗୁଳ, (ଆର୍ତ୍ତତ୍ରାଣ ପାଣି) : ଅନୁଗୁଳ ଇକୋ ପାର୍କ ନିକଟରେ ଗ୍ୟାସ ସିଲିଣ୍ଡର ଫାଟି ୨ଟି ଦୋକାନ ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇଯାଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ଅନୁଗୁଳ ଇକୋ ପାର୍କ ନିକଟରେ ୨ଟି ଗ୍ୟାସ ଚୁହ୍ଲା ରିପ୍ୟାରିଂ ଦୋକାନ ଥିଲା । ହଠାତ୍‌ କୌଣସି କାରଣରୁ
Read More...

ଜାତୀୟ ରାଜପଥ କଡ଼ରେ ବେଦାନ୍ତ ଗାଡ଼ି ଦୁର୍ଘଟଣାଗ୍ରସ୍ତ 

ଦେଓଗାଁ, (ମନୀଷ କୁମାର ସାହୁ) : ଜାତୀୟ ରାଜପଥ ୨୬ ନଂ.ର ଦେଓଗାଁ ବିଜୟାନନ୍ଦ ସମବାୟ ଚିନିକଳ ଓ ପୋନି ସୁଗର କଲୋନୀ ନିକଟରେ ଏକ ବେଦାନ୍ତ ଗାଡ଼ି (ଏନଏଲ ୦୧ ୬୬୭୯) ଗତ ମଙ୍ଗଳବାର ରାତିରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ମିଳିଥିବା ସୂଚନା ଅନୁସାରେ ଏହି ଗାଡ଼ିଟି ଝାରସୁଗୁଡ଼ାରୁ ରାୟଗଡ଼ା ପଟକୁ
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୨୧ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୨୧ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୮୧୮କୁ ବୃଦ୍ଧି ପାଇଛି । ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୧୨ଜଣ, ଭଦ୍ରକ, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାରୁ ୨ଜଣ ଲେଖାଁଏ ଏବଂ
Read More...

ସମ୍ବଲପୁର ଓମ୍‌ଫେଡ୍‌ ଡେପୁଟି ମ୍ୟାନେଜର କିଶୋର ନାୟକଙ୍କ ଘରେ ଭିଜିଲାନ୍ସ ଚଢାଉ

ସମ୍ବଲପୁର : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ଓମ୍‌ଫେଡ୍‌ ଡେପୁଟି ମ୍ୟାନେଜର କିଶୋର ନାୟକଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଏକ କାଳୀନ ୪ଟି ସ୍ଥାନରେ ଚଢାଉ ଚାଲିଥିବା ସୂଚନା ରହିଛି । ସାକ୍ଷୀପଡା ସ୍ଥିତ ଘର, ଅଫିସ, ପୁରୀ ସ୍ଥିତ ପୈତୃକ
Read More...

୨୫ ଟନ୍‌ ଗୋରୁ ଚମଡା ବୋଝେଇ ହୋଇଥିବା ଟ୍ରକ ଜବତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱର ତମାଣ୍ଡୋ ଥାନା ଅଞ୍ଚଳରୁ ଗୋରୁ ଚମଡା ବୋଙେଇ ଟ୍ରକକୁ ପୋଲିସ ଜବତ କରିଥିବା ଜଣାପଡିଛି । ସୂଚନା ଅନୁସାରେ ଟ୍ରକଟି ହାଇଦ୍ରାବାଦରୁ କଲିକତା ଯାଉଥିବା ବେଳେ ତମାଣ୍ଡୋ ଜାତୀୟ ରାଜପଥ ନିକଟରେ କିଛି ଲୋକ ଏହି ଟ୍ରକଟିକୁ ସନ୍ଦେହରେ ଅଟକାଇ ଯାଞ୍ଚ
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୪୮୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୪୮୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୩୩୪ ଜଣଙ୍କ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୫୯୮୦ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୮୬୨
Read More...

ଆଜି ସୁମନ୍ତଙ୍କ ଦ୍ୱାଦଶାହ : ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ବଲାଙ୍ଗିର, (କେପିଏନ୍‌ଏସ୍‌) : ସମାଜସେବୀ ତଥା କ୍ରିକେଟ ଜଗତର ଜଣେ ଦିବ୍ୟ ପଥ ପ୍ରଦର୍ଶକ ସୁମନ୍ତ ଭୋଇଙ୍କ ଆଜି ଦ୍ୱାଦଶାହ । ସେଭଳି ଜଣେ ନିଷ୍କପଟ ନିଃସ୍ୱାର୍ଥପର ଆତ୍ମାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି । ଜାଗତିକ ହୋ-ହାଲ୍ଲା ତଥା ପ୍ରଶଂସାକୁ ଜମାରୁ ପସନ୍ଦ କରୁନଥିବା ସୁମନ୍ତ ସମସ୍ତଙ୍କ
Read More...

୫୦ କେ.ଜି ଗଞ୍ଜେଇ ଜବତ : ଜଣେ ଗିରଫ

ଲମତାପୁଟ : ଆନ୍ଧ୍ରପ୍ରଦେଶରୁ ଛତିଶଗଡ ଗଞ୍ଜେଇ ଚୋରା ଚାଲାଣ ବେଳେ କୌଣସି ସୂତ୍ରରୁ ଖବର ପାଇ ମାଛକୁଣ୍ଡ ଲମତାପୁଟ ପୋଲିସ କମେଲ ଗ୍ରାମ ନିକଟରେ ନାକାବନ୍ଦୀ କରିଥିଲା । ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ କାର୍‌କୁ ଅଟକାଇ ପୋଲିସ ଯାଞ୍ଚ କରିଥିଲା । ଯାଞ୍ଚ କରିବାରୁ କାର୍‌ ଭିତରୁ ୨
Read More...

ସୁଜିତ କୁମାର ସତପଥିଙ୍କ ଦ୍ୱାରା ଲିଖିତ ଆଲୋଚନା ପୁସ୍ତକ “କବି ସଂଜୟ କୁମାର ମିଶ୍ରଙ୍କ କବିତା : ଦୀପ୍ତି ଓ ଦିଗନ୍ତ”…

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ବୀଣାପାଣି ପ୍ରକାଶନ କାର୍ଯ୍ୟାଳୟରେ କବି ସଂଦୀପ କୁମାର କୁଅଁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ଭବ୍ୟ ସମାରୋହରେ ସୁଜିତ କୁମାର ସତପଥିଙ୍କ ଦ୍ୱାରା ଲିଖିତ ଆଲୋଚନା ପୁସ୍ତକ “କବି ସଂଜୟ କୁମାର ମିଶ୍ରଙ୍କ କବିତା : ଦୀପ୍ତି ଓ ଦିଗନ୍ତ” ଉନ୍ମୋଚିତ
Read More...

ପ୍ରଫେସର ଲିଙ୍ଗରାଜ ନାୟକଙ୍କ ବିୟୋଗରେ ଗାନ୍ଧୀ ସ୍ମୃତି ପାଠାଗାର ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ବରଗଡ ଲବ୍ଧ ପ୍ରତିଷ୍ଠ ଅଧ୍ୟାପକ ପ୍ରଫେସର ଲିଙ୍ଗରାଜ ନାୟକଙ୍କୁ ଆଜି ସ୍ଥାନୀୟ ଗାନ୍ଧୀ ସ୍ମୃତି ପାଠାଗାର ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ପାଠାଗାରର ସଭାପତି ବିମ୍ବାଧର କୁଅଁରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ଉପସ୍ଥିତ
Read More...