Daily Archives

ସେବା ମନୋଭାବ ପାଇଁ ବେଶ ଚର୍ଚ୍ଚାରେ ସ୍ୱାସ୍ଥ୍ୟକର୍ମୀ ନିରାକାର

ଖପ୍ରାଖୋଲ, (କେପିଏନ୍‌ଏସ୍‌) : କରୋନା ମହାମାରୀ ଆରମ୍ଭ ବେଳେ ଏହି ରୋଗକୁ ନେଇ କୋକୁଆ ଭୟ ସୃଷ୍ଟି ହୋଇଥିଲା । ଏହାକୁ କିପରି ମୁକାବିଲା କରାଯିବ ସେ ନେଇ ସାଧାରଣ ଜନତାଠାରୁ ସରକାର ପର୍ଯ୍ୟନ୍ତ ସମସ୍ତେ ଚିନ୍ତାରେ ପଡ଼ିଥିଲେ । ରୋଗୀକୁ ଛୁଇଁଲେ ସଂକ୍ରମଣ ହେବାର ଆଶଙ୍କା ଥିବାରୁ ଆକ୍ରାନ୍ତକୁ
Read More...

ଆଠଗାଁ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଅବସର ଗ୍ରହଣ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବଡ଼ବନ୍ଧ ଗାଁର ତଥା ବଲାଙ୍ଗିର ଜିଳ୍ଲା ପୁଇଁନ୍ତଲା ବ୍ଲକ ଆଠଗାଁ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଯୁଗଲ କିଶୋର ମେହେର ଗତକାଲି ଅବସର ଗ୍ରହଣ କରିଛନ୍ତି । ସେ ଗତ ୧୯୮୧ ମସିହା ଡିସେମ୍ବର ୧ତାରିଖ ଦିନ ଦେଓଗାଁ ବ୍ଳକ ଧଣ୍ଡାମାଲ
Read More...

ରାଜ୍ୟରେ ୪ ହଜାର ତଳକୁ ଖସିଲା କରୋନା ସଂକ୍ରମଣ : ଗତ ୨୪ ଘଂଟାରେ ୩୦୮୬ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ୬ ହଜାର ତଳକୁ ଖସିଲା କରୋନା ସଂକ୍ରମଣ । ଗତ ୨୪ ଘଂଟାରେ ୩୦୮୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୪୫୪ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୪୨୦୯୮ ନୂଆ
Read More...

ଭୁଲିଗଲେ ମାନବିକତା : ସାମାଜିକ କଟକଣା ଯୋଗୁଁ ପଡ଼ିରହିଲା ଶବ, ମାହେଶ୍ୱରୀ ସଂଗଠନର ସହଯୋଗରେ ହେଲା ଶବ ସତ୍କାର

ଦେଓଗାଁ, (ମନୀଷ କୁମାର ସାହୁ) : ଗତକାଲି ସକାଳ ଭୋର ବେଳକୁ ବଲାଙ୍ଗିର ସଦର ବ୍ଳକ ଅନ୍ତର୍ଗତ କୁଡାସିଂହାର ଅସହାୟ ବୃଦ୍ଧା ଜାୟଗ ମଲ୍ଲିକଙ୍କ ତାଙ୍କ ଘରେ ଦେହାନ୍ତ ହୋଇଥିଲା । ହେଲେ ସାମାଜିକ କଟକଣା ଯୋଗୁଁ ଦୀର୍ଘ ସମୟ ଧରି ଶବ ଘରେ ପଡିରହିଥିଲା । ସ୍ଥାନୀୟ ମାହେଶ୍ଵରୀ ସଂଗଠନର କୁଡାସିଂହା
Read More...

ମାହାତ୍ମାଗାନ୍ଧୀଙ୍କ ତିରୋଧାନ ଦିବସ ପାଳନ କରିବାକୁ ଭୁଲିଗଲା ପାଟଣାଗଡ଼ ପ୍ରଶାସନ – ଜନମଞ୍ଚ ସଂପାଦକ

ପାଟଣାଗଡ଼, (ଗୋରେଖନାଥ ବରିହା) : ୩୦ ଜାନୁୟାରୀ ଦିନକୁ ଜାତୀୟ ପିତା ମାହାତ୍ମାଗାନ୍ଧୀଙ୍କ ତିରୋଧାନ ଦିବସ ରୂପେ ରାଜ୍ୟ ତଥା ଦେଶରେ ସରକାରୀସ୍ତରରେ ପାଳନ କରାଯାଉଥିବା ବେଳେ ପାଟଣାଗଡ଼ ପ୍ରଶାସନ ମାହାତ୍ମାଗାନ୍ଧୀଙ୍କ ତିରୋଧାନ ଦିବସ ପାଳନ ନକରି ଭୁଲିଯାଇ ଥିବା ଅଭିଯୋଗ ହୋଇଛି । ଅଭିଯୋଗ
Read More...

ପି.ସି.ଦାସଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ପଞ୍ଚାୟତ ସମିତି ଅଧିନସ୍ଥ ସାଉରିଆ ଓ ସିଂହବରହମପୁର ଗ୍ରାମ ପଞ୍ଚାୟତ ଦାୟିତ୍ୱରେ ଥିବା କାର୍ଯ୍ୟନିର୍ବାହୀ ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ଦାସଙ୍କୁ ସୋମବାର ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଉପଲକ୍ଷେ ବ୍ଲକ ପରିସରରେ ଆୟୋଜିତ
Read More...

ଧରାପଡ଼ିଲେ ନକଲି ପରୀକ୍ଷାର୍ଥୀ : ବିଦ୍ୟାଳୟ କର୍ତ୍ତୁପକ୍ଷଙ୍କ ପକ୍ଷରୁ ଥାନାରେ ଏତଲା

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ନକଲି ପରୀକ୍ଷାର୍ଥୀ ଚିହ୍ନଟ । ରବିବାର ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ଫରେଷ୍ଟ ଗାର୍ଡ, ଅତିରିକ୍ତ ରେଭିନ୍ୟୁ ଅଫିସର, ଅମିନ, ଅବକାରୀ କନେଷ୍ଟବଳ ଭଳି ୪ଟି ବିଭାଗର ପରୀକ୍ଷା ଚାଲିଥିଲା । ସେହି ସମୟରେ
Read More...

ସୃଜନ ସଳିତା ନବନୀତା ପରିବାର ପକ୍ଷରୁ ପଦ୍ମଶ୍ରୀ ନରସିଂହ ପ୍ରସାଦ ଗୁରୁଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସୃଜନ ସଳିତା ନବନୀତା ପରିବାର ପକ୍ଷରୁ ପଦ୍ମଶ୍ରୀ ନରସିଂହ ପ୍ରସାଦ ଗୁରୁଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ନବନୀତା ପରିବାରର ସଦସ୍ୟମାନେ ସାରସ୍ୱତ ସ୍ରଷ୍ଟା ଶ୍ରୀ ଗୁରୁଙ୍କ ବାସଭବନକୁ ଯାଇ ତାଙ୍କ ଆଶୀର୍ବାଦ ଗ୍ରହଣ କରିବା ସହ ତାଙ୍କୁ ଶୁଭେଚ୍ଛା
Read More...

ସର୍ଗିପାଲି ଗ୍ରାମରେ ୨ଟି ବାଲ୍ୟ ବିବାହ ବନ୍ଦ କଲା ବଲାଙ୍ଗିର ଚାଇଲ୍ଡ ଲାଇନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସର୍ଗିପାଲି ଗ୍ରାମରେ ୨ଟି ବାଲ୍ୟ ବିବାହକୁ ବନ୍ଦ କରିଛି ବଲାଙ୍ଗିର ଜିଲ୍ଲା ୟୁଥ୍‌ ଫର୍‌ ଚିଲ୍‌ଡ୍ରେନ୍‌ ସର୍ଭିସ ସେଣ୍ଟର । ସୂଚନା ଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ସର୍ଗିପାଲି ଗ୍ରାମରେ ୨ଟି ନାବାଳିକାଙ୍କୁ ବିବାହ କରାଇ ଦିଆଯାଉଥିବା ବେଳେ
Read More...

ସ୍ୱାଧୀନତା ସଂଗ୍ରାମୀ ଜିତେନ୍ଦ୍ରିୟ ପ୍ରଧାନଙ୍କ ଶ୍ରଦ୍ଧାଞ୍ଜଳି ସଭା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ଶତାୟୁ ସ୍ୱାଧୀନତା ସଂଗ୍ରାମୀ ଜିତେନ୍ଦ୍ରିୟ ପ୍ରଧାନଙ୍କ ଶ୍ରଦ୍ଧାଞ୍ଜଳି ସଭା ଗତକାଲି ସ୍ଥାନୀୟ ଅଗ୍ରଗାମୀ ଯୁବକ ସଂଘ ପାଠାଗାରଠାରେ ଅନୁଷ୍ଠିତ ହୋଇଯାଇଅଛି । ପଶ୍ଚିମ ଓଡ଼ିଶା ଯୁବାମଞ୍ଚ ପକ୍ଷରୁ ଆୟୋଜିତ ସଭାରେ ବକ୍ତା ଭାବେ କବି ଲେଖକ
Read More...