Monthly Archives

January 2022

ବହ୍ନିକନ୍ୟା ପାର୍ବତୀ ଗିରି ଜୟନ୍ତୀ ସମାରୋହରେ ମତପ୍ରକାଶ : ପାର୍ବତୀଙ୍କ ତ୍ୟାଗପୂତ ଜୀବନ ଇତିହାସରେ ସ୍ଥାନୀତ ହେଉ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶାର ମଦରଟେରସା ଭାବେ ଜନାସୁନା ବହ୍ନିକନ୍ୟା ପାର୍ବତୀ ଗିରିଙ୍କର ସେବା, ତ୍ୟାଗପୂତ ଜୀବନର ତୁଳନା ନାଇଁନ । ଆଜୀବନ ବ୍ରହ୍ମଚାରିଣୀ ହୋଇ ଭି ହଜାର ହଜାର ଅନାଥ ଛୁଆକୁଁ ମାଁର୍ ସଁସେ ଦେଇ ସେ ବଡମାଁ ହୋଇ ଯାଇଥିଲେ । ପ୍ରତିକୂଳ ପରିସ୍ଥିତିରେ
Read More...

ସ୍ୱାମୀ ସହ ଶ୍ୱଶୁର ଘର ଲୋକେ ମିଶି ସାତ ଥର ମୋର ଗର୍ଭ ନଷ୍ଟ କରାଇଲେ ଓ ଶେଷରେ ମତେ ଘରୁ ତଡ଼ିଦେଲେ : ନିର୍ଯାତିତା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱାମୀ ସହ ଶ୍ୱଶୁର ଘର ଲୋକେ ମିଶି ସାତ ଥର ମୋର ଗର୍ଭ ନଷ୍ଟ କରାଇଲେ ଓ ଶେଷରେ ମତେ ଘରୁ ତଡ଼ିଦେଲେ ବୋଲି ଜଣେ ନିର୍ଯାତିତା ମହିଳା ଦାମେନୀ ମେହେର ଅଭିଯୋଗ କରିଛନ୍ତି । ତୁରେକେଲା ନିକଟସ୍ଥ ସେମ୍‌ଲା ନିବାସୀ ଦାମେନୀ କହିଛନ୍ତି ଯେ, ଗତ ୧୦ ତାରିଖ ଦିନ ସେ
Read More...

କନ୍ଦାଜୁରୀର ବରିଷ୍ଠ ବିଜେଡି ନେତ୍ରୀ ତଥା ସରପଞ୍ଚ ତନୟା ବେହେରା କଂଗ୍ରେସରେ ଯୋଗ ଦେଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : କନ୍ଦାଜୁରୀର ଯୁବନେତା ଅଶୋକ ବେହେରାଙ୍କ ଧର୍ମପତ୍ନୀ ବରିଷ୍ଠ ବିଜେଡି ନେତ୍ରୀ ତଥା ସରପଞ୍ଚ ଶ୍ରୀମତୀ ତନୟା ବେହେରା କଂଗ୍ରେସରେ ଯୋଗ ଦେଇଛନ୍ତି । ସେ ବିଧାୟକ ନରସିଂହ ମିଶ୍ରଙ୍କ କର୍ତ୍ତବ୍ୟ ନିଷ୍ଠତା ଦେଖି କଂଗ୍ରେସ ଦଳ ପ୍ରତି ଅନୁପ୍ରାଣିତ ହେବା ସହ
Read More...

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏଆଇଡିଏସ୍ଓର ବିକ୍ଷୋଭ ପ୍ରଦର୍ଶନ

ବଲାଙ୍ଗିର, (କେପିଏନଏସ) : ପୋଲିସ ବର୍ବରତା ଓ ଜିନ୍ଦଲ ଗୁଣ୍ଡା ବାହିନୀ ବିରୁଦ୍ଧରେ ଢ଼ିଙ୍କିଆରେ ବିରତ୍ୱପୂର୍ଣ୍ଣ ଲଢ଼େଇ କରୁଥିବା ଛାତ୍ରଛାତ୍ରୀଙ୍କ ସମର୍ଥନରେ ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବଲାଙ୍ଗିର ଏଆଇଡିଏସ୍ଓ ପକ୍ଷରୁ ଏଆଇଡିଏସ୍‌ଓ ଜିଲ୍ଲା ସଭାପତି ରାଜେନ୍ଦ୍ର
Read More...

ଚାଖି ଖୁଣ୍ଟିଆ (ଚନ୍ଦନ ହଜୁରୀ)

ଚନ୍ଦନ ହଜୁରୀ ଓରଫ ଚାଖି ଖୁଣ୍ଟିଆ ଶ୍ରୀକ୍ଷେତ୍ରର ହରଚଣ୍ଡୀସାହି ନିବାସୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଅଙ୍ଗ ଲାଗି ସେବକ ହଜୁରୀ ଭୀମ ସେନ ଖୁଣ୍ଟିଆ ଓ କମଳାବତୀଙ୍କ କୋଳ ମଣ୍ଡନ କରି ଜନ୍ମଗ୍ରହଣ କରିଥିଲେ ୧୮୨୭ ମସିହାର ଶାମ୍ବ ଦଶମୀ ଦିନ । କେତେକ ମତ ଦିଅନ୍ତି ତାଙ୍କର ଜନ୍ମ କାର୍ତ୍ତିକ
Read More...

ପୌର ନିର୍ବାଚନ ସକାଶେ ଭୋଟର ତାଲିକା ପ୍ରସ୍ତୁତି ନେଇ ଜିଲ୍ଲା ପ୍ରଶାସନର ବୈଠକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶନାମା ପ୍ରକାରେ ଗଞ୍ଜାମ ଜିଲ୍ଲାର ସମସ୍ତ ବିଜ୍ଞାପିତ ଅଞ୍ଚଳ ପରିଷଦ ପୌରପରିଷଦ ଏବଂ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳ ଆଦିଗୁଡିକର ନିର୍ବାଚନ ସକାଶେ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରାଯାଇଛି । ଏହି
Read More...

ବଜ୍ରକାପ୍ତା ଚୋରା ଚାଲାଣ ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ପୂର୍ବତନ ବନ କର୍ମଚାରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଜ୍ରକାପ୍ତା ଚୋରା ଚାଲାଣ ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତ ଅଜିତ କୁମାର ବୁଡେକ ଜଣେ ପୂର୍ବତନ ବନ କର୍ମଚାରୀ ହୋଇଥିବା ବେଳେ ବନ୍ୟଜନ୍ତୁଙ୍କ ପ୍ରତି ତାଙ୍କର ଅମାନୁସିକତାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର୍‌ ଧରିଛି । ସୂଚନା ଅନୁସାରେ ଅଭିଯୁକ୍ତ ଅଜିତ କିଛି
Read More...

ସବ୍‌ଡ଼ିଭିଜନ ସ୍ତରୀୟ ଗ୍ରାମୀଣ ଡାକ ଜୀବନ ବୀମା ପକ୍ଷରୁ ବୀମା ମେଳା ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଡାକ ଉପମଣ୍ଡଳସ୍ତରୀୟ ଗ୍ରାମୀଣ ଡାକ ଜୀବନ ବୀମା ପକ୍ଷରୁ ଡାକ ଜୀବନ ବୀମା ମେଳା ଛତ୍ରପୁର ମୁଖ୍ୟ ଡାକଘର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ସହକାରୀ ଡାକ ଅଧୀକ୍ଷକ କିରଣ ମାଳା ପଣ୍ଡାଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଏହି ମେଳାରେ
Read More...

ସିଆଇଏସ୍‌ଏଫ୍‌ ସରଂକ୍ଷିକା ପରିବାର ତରଫରୁ କମ୍ବଳ ବିତରଣ

ରାଉରକେଲା, (ସସ୍ମିତା ପ୍ରଦାନ) : ରାଉରକେଲା ଇସ୍ପାତ କାରଖାନା ଅନ୍ତର୍ଗତ ସିଆଇଏସ୍‌ଏଫ୍‌ ସରଂକ୍ଷିକା ପରିବାର ତରଫରୁ ସ୍ଥାନୀୟ ହନୁମାନ ମନ୍ଦିର ନିକଟରେ ଶୀତ କାକରରେ ପଡିଥିବା ତଥା ଆବଶ୍ୟକତା ଥିବା ଗରିବ ଲୋକମାନଙ୍କ ମଧ୍ୟରେ କମ୍ବଳ ବଣ୍ଟନ କରାଯାଇଥିଲା । ସରଂକ୍ଷିକା ପରିବାରର ଅଧ୍ୟକ୍ଷା
Read More...

ଜିଲ୍ଲାପାଳ କୋଭିଡ ସ୍ଥିତି ସମୀକ୍ଷା କଲେ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲାରେ ଜିଲ୍ଲାପାଳ ସମର୍ଥ ବର୍ମା କୋଭିଡ୍ ସ୍ଥିତି ସମୀକ୍ଷା କରିଥିବା ଜଣାପଡିଛି । ଜିଲ୍ଲାପାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ସଂକ୍ରାମକ ରୋଗ ଚିକିତ୍ସାଳୟ ଗସ୍ତ କରି ଆନୁସଙ୍ଗିକ ବ୍ୟବସ୍ଥାର ଯାଞ୍ଚ୍ କରିଥିବା ବେଳେ ସେ ମୁଖ୍ୟ ଚିକିତ୍ସାଳୟର
Read More...