Monthly Archives

January 2022

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧୭

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧୭ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକରୁ ୯ ଜଣ, ବଲାଙ୍ଗିର ବ୍ଲକରୁ ୮ ଜଣ, ବଲାଙ୍ଗିର ମ୍ୟୁନିସିପାଲିଟିରୁ ୩୦ ଜଣେ, ବଙ୍ଗୋମୁଣ୍ଡା ବ୍ଲକରୁ ୧୬ ଜଣ, ବେଲପଡା
Read More...

ମୋଦୀ ସରକାରଙ୍କୁ ଟାର୍ଗେଟ କଲେ ମମତା : କହିଲେ, ବଙ୍ଗଳା ପାଇଁ କେନ୍ଦ୍ରର ଏତେ ଆଲର୍ଜି କାହିଁକି ?

କୋଲକାତା : ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜନ୍ମ ବାର୍ଷିକୀ ସାରା ଦେଶରେ ପରାକ୍ରମ ଦିବସ ଭାବରେ ପାଳନ କରାଯାଉଛି । ଏହି ଅବସରରେ ବେଙ୍ଗଲ ସିଏମ୍‌ ମମତା ବାନାର୍ଜୀ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ବଙ୍ଗଳା ପାଇଁ କେନ୍ଦ୍ରର
Read More...

ସୋନପୁର ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘ ତରଫରୁ ବୀରସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ପାଳିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଆଜି ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଦିନରେ ଆର୍‌ଏସ୍‌ଏସ୍‌ ତରଫରୁ ପଟାଭାଡି ସ୍ଥିତ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିକୁ ସଫା କରାଯାଇ ସଂଘର ବରିଷ୍ଠ କାର୍ଯ୍ୟକର୍ତ୍ତା ମଙ୍ଗୁ ସେଠୀଙ୍କ ଦ୍ୱାରା ପୁଷ୍ପମାଲ୍ୟ ପ୍ରଦାନ ଓ ସଂଘର
Read More...

ଗୋପାଳପୁରରେ ହାତୀ ଆତଙ୍କରେ ୧ ମୃତ

ଢେଙ୍କାନାଳ, (ତାପସ ଦାସ) : ହାତୀ ଆକ୍ରମଣ ଏବଂ ହାତୀ ମୃତ୍ୟୁ ଘଟଣା ଧୀରେ ଧୀରେ ବଢିବାକୁ ଲାଗିଥିବା ବେଳେ ବନ ବିଭାଗର ଅପାରଗ ହେଉ କିମ୍ବା ସ୍ଥାନୀୟ ପ୍ରଶାସନର ନିଷ୍କ୍ରିୟତାରୁ ସାଧାରଣ ଲୋକ ବଳି ପଡୁଥିବା ବେଳେ ପୁଣି ଏହିପରି ଏକ ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଗଂଦିଆ ବ୍ଲକ
Read More...

ୟୁପି ନିର୍ବାଚନ : ସମାଜବାଦୀ ପାର୍ଟିର ଷ୍ଟାର ପ୍ରଚାରକଙ୍କ ପ୍ରଥମ ତାଲିକା ପ୍ରସ୍ତୁତ : ବିଜେପି ଛାଡିଥିବା ଦୁଇଜଣ…

ଲକ୍ଷ୍ନୌ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ନିଜର ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ପାଇଁ ସମାଜବାଦୀ ପାର୍ଟି ପ୍ରଥମ ତାଲିକା ପ୍ରସ୍ତୁତ କରିଛି । ଏହି ତାଲିକାରେ ଏସ୍‌ପି ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଏବଂ ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ସମେତ ୩୦ ଜଣ ପ୍ରଚାରକଙ୍କ
Read More...

ଗନ୍ଧରେଲରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ଉପଲକ୍ଷେ ଏଆଇଡିଏସ୍‌ଓ ତରଫରୁ ‘ପ୍ରଭାତ ଫେରି’…

ବଲାଙ୍ଗିର, (କେପିଏନ୍‌ଏସ୍‌) : ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ଉପଲକ୍ଷେ ଏଆଇଡିଏସ୍‌ଓ ତରଫରୁ ‘‘ପ୍ରଭାତ ଫେରି’’ ଅନୁଷ୍ଠିତ ହୋଇ ସ୍ଥାନୀୟ ଗନ୍ଧରେଲରେ ଗ୍ରାମ ପରିକ୍ରମା କରାଯାଇଛି । ଏଆଇଡିଏସ୍‌ଓର ସଭାପତି ରାଜେନ୍ଦ୍ର ରଣାଙ୍କ ସଭାପତିତ୍ୱରେ ଏଥିରେ ଏଆଇଡିଏସ୍‌ଓର ରାଜ୍ୟ
Read More...

ନେତାଜୀ ସଂଗ୍ରାମୀ ପରିଷଦର ମୁଖପତ୍ର ‘ସୁଭାଷ ଚିନ୍ତନ’ ଲୋକାର୍ପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ନେତାଜୀ ସଂଗ୍ରାମୀ ପରିଷଦ ପକ୍ଷରୁ ଆଜି ଭାରତୀୟ ସ୍ୱାଧୀନତା ସଂଗ୍ରାମର ଅଗ୍ରଗାମୀ ନେତୃତ୍ୱ ନେଇଥିବା ବୀରସୁରେନ୍ଦ୍ର ସାଏ ଓ ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ସ୍ଥାନୀୟ ନେତାଜୀ ଛକଠାରେ
Read More...

ବସ୍ ମାଲିକ ସଂଘ ପକ୍ଷରୁ ମାସ୍କ ବଣ୍ଟନ ଓ କରୋନା ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ଅବସରରେ ଜିଲ୍ଲା ଘରୋଇ ବସ ମାଲିକ ସଂଘ ପକ୍ଷରୁ ବସ୍ ଯାତ୍ରୀ ମାନଙ୍କୁ ମାସ୍କ ବଣ୍ଟନ କରାଯିବା ସଙ୍ଗେ କରୋନା ଜନିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ବ୍ୟାପୀ ସମସ୍ତ ବସ୍ ଯାତ୍ରୀ ମାସ୍କ ବ୍ୟବହାର
Read More...

ସମିତି ସଭ୍ୟ ପଦବୀ ପାଇଁ ୪ଟି ସନ୍ତାନର ପିତା ନିର୍ବାଚନ ମଇଦାନରେ : ପାଟଣାଗଡ ନିର୍ବାଚନ ଅଧିକାରୀଙ୍କ ଠାରେ ଅଭିଯୋଗ

ପାଟଣାଗଡ଼, (ଗୋରେଖନାଥ ବରିିହା) : ସମିତି ସଭ୍ୟ ପାଇଁ ୪ଟି ସନ୍ତାନର ପିତା ନାମାଙ୍କନ ପତ୍ର ଦାଖଲ କରିଥିବା ନେଇ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ନିର୍ବାଚନ ଅଧିକାରୀଙ୍କ ଠାରେ ଅଭିଯୋଗ ହୋଇଥିବା ଜଣାପଡ଼ିଛି । ତ୍ରିସ୍ତରୀୟ ନିର୍ବାଚନ ପାଇଁ ଗତକାଲିଠୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା
Read More...