Monthly Archives

January 2022

ଜାଗୃତି ସ୍ପୋର୍ଟ ଏକାଡେମୀ ଦ୍ୱାରା ସାଧାରଣତନ୍ତ୍ର ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଏକ ଅଗ୍ରଣୀ କ୍ରୀଡା ଅନୁଷ୍ଠାନ ଜାଗୃତି ସ୍ପୋର୍ଟ୍ସ ଏକାଡେମୀ ଦ୍ୱାରା ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଅଛି । ବରିଷ୍ଠ ନାଗରିକ, ଗୋପବନ୍ଧୁ ପାଠାଗାରର ସାଧାରଣ ସମ୍ପାଦକ ତଥା ସମାଜ ସେବୀ ହରିହର ଶତପଥି ଜାତୀୟ ପତାକା ଉତ୍ତୋଳନ କରିବା
Read More...

ବେଲପଡ଼ାର ଗୋଟିଏ ପରିବାରର ୭ଜଣ ସମିତି ସଭ୍ୟ ପ୍ରାର୍ଥୀ

ବେଲପଡ଼ା, (କେପିଏନ୍‌ଏସ୍‌) : ବେଲପଡ଼ାର ଗୋଟିଏ ପରିବାରରୁ ୭ଜଣ ସମିତିସଭ୍ୟ ପଦ ପାଇଁ ପ୍ରାର୍ଥୀ ହୋଇଛନ୍ତି । ସୂଚନା ଅନୁସାରେ, ବେଲପଡ଼ାର ଯୁବନେତା ଗଣେଶ କୁମ୍ଭାର ନିର୍ବାଚନ ଲଢ଼ୁଥିବା ବେଳେ ତାଙ୍କ ୩ ଝିଆରୀ, ପୁତୁରା ଓ ପୁତୁରା ବୋହୂ ଏବଂ ଲୋଇସିଂହା ବ୍ଲକରୁ ତାଙ୍କ ଭାଣିଜୀଙ୍କୁ ମିଶାଇ
Read More...

ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ ରାଜଗାଙ୍ଗପୁର ଲ୍ୟାମ୍ପସ ଏମ୍‌ଡି ପରୀକ୍ଷିତ ସାହୁଙ୍କ ଘରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍‌ କରିଥିବା ଜଣାପଡିଛି । ସୂଚନା ଅନୁସାରେ ପରୀକ୍ଷିତଙ୍କ ରାଜଗାଙ୍ଗପୁର ଉଭାଟୁପଦା ସ୍ଥିତ ପୈତୃକ ଘରେ ଅବକାରୀ ବିଭାଗ ଚଢାଉ
Read More...

୧୧୦ ଲିଟର ଦେଶୀ ମଦ ଜବତ ସହ ୪ ଜଣ ବେପାରୀ ଗରିଫ

ଭଦ୍ରକ : ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଥାନା ଅଞ୍ଚଳରୁ ୧୧୦ ଲିଟର ମଦ ଜବତ କରି ୪ ଜଣ ମଦ ବେପାରୀଙ୍କୁ ଅବକାରୀ ବିଭାଗ ଗିରଫ କରିଥିବା ଜଣାପଡିଛି । ଜବତ ହୋଇଥିବା ମଦର ଆନୁମାନିକ ମୂଲ୍ୟ ୩୦ ହଜାର ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି । ସୂଚନା ଅନୁସାରେ,
Read More...

ଧାରଣାରତ ବିଦ୍ୟୁତ ବିଭାଗ କର୍ମଚାରୀଙ୍କ ସମସ୍ୟା ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲା ଏଚ୍‌ଏମ୍‌ଏସ୍‌

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବ୍ରହ୍ମପୁର ମହାନଗରରେ ଥିବା ଟିପିଏସଓଡିଏଲ କର୍ପୋରେଟ୍‌ ଅଫିସ ସମ୍ମୁଖରେ ସାଉଥ୍‌କୋ ୟୁଟିଲିଟିରେ ବର୍ଷ ବର୍ଷ ଧରି କାର୍ଯ୍ୟରତ ଆଉଟସୋର୍ସିଂ କର୍ମଚାରୀମାନେ ନ୍ୟାଯ୍ୟ ଦାବି ନେଇ ଗତ ୬ ମାସରୁ ଊଦ୍ଧ୍ୱର୍ ଦିନ ଧରି ଧାରଣା ଦେଇଛନ୍ତି । ସମ୍ପ୍ରତି ଟାଟା ପାୱାର
Read More...

ଭାପୁର ପୋଲିସର ଚଢ଼ାଉରେ ୬୬ ହଜାର ଲିଟର ମଦ ପୋଚ ନଷ୍ଟ

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ଜିଲ୍ଲା ଭାପୁର ପୋଲିସର ଚଢ଼ାଉରେ କଦମ୍ବ ବେରେଣୀ ଗ୍ରାମରୁ ୬୬ ହଜାର ଲିଟର ମଦ ପୋଚ ନଷ୍ଟ କରାଯାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଗତକାଲି କଦମ୍ବ ବେରେଣୀ ଗ୍ରାମରେ ଦେଶୀ ମଦ ତିଆରି ହେଉଥିବା ଖବର ମିଳିଥିଲା । ଖବର ପାଇ ଢେଙ୍କାନାଳ ସଦର
Read More...

ରାଜ୍ୟରେ ୬ ହଜାର ତଳକୁ ଖସିଲା କରୋନା ସଂକ୍ରମଣ : ଗତ ୨୪ ଘଂଟାରେ ୫୦୫୭ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ୬ ହଜାର ତଳକୁ ଖସିଲା କରୋନା ସଂକ୍ରମଣ । ଗତ ୨୪ ଘଂଟାରେ ୫୦୫୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୬୬୭ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୬୪୨୧୭ ନୂଆ
Read More...

ବଲାଙ୍ଗିର ଜିଲ୍ଲାରେ ଗତ ୨୪ ଘଂଟାରେ ୧୩୩ ଜଣ ସଂକ୍ରମିତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଗତ ୨୪ ଘଂଟାରେ ୧୩୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ରାଜ୍ୟରେ ଏହି ସମୟ ମଧ୍ୟରେ ୫ ହଜାର ପାଖକୁ ଖସିଛି କରୋନା ସଂକ୍ରମଣ । ଯଦିବି ରାଜ୍ୟରେ କରୋନା ସଂକ୍ରମଣ ହାର ତଳମୁହାଁ ହେବାରେ ଲାଗିଛି, ତଥାପି
Read More...

ମୁଖ୍ୟମନ୍ତ୍ରୀଙ୍କ କୋଭିଡ-୧୯ ସ୍ଥିତି ସଂପର୍କରେ ସମୀକ୍ଷା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି କୋଭିଡ-୧୯ ସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ସତର୍କ ରହିବା ସହିତ ସଚେତନତା କାର୍ଯ୍ୟକ୍ରମ ଜାରି ରଖିବା ପାଇଁ ପରାମର୍ଶ ଦେବା ସହିତ ବରିଷ୍ଠ ନାଗରିକ ସମ୍ମୁଖ କୋଭିଡ୍
Read More...

ନାଟ୍ୟକାର ହରିବଂଶ ମହାନ୍ତିଙ୍କର୍ “ନୃତ୍ୟନାଟିକା ସଂକଲନ”ର ମୁକଲାନ୍

ବୌଦ୍ଧ, (ବଂଶୀଧର ମାଝୀ) : ସାଧାରଣତନ୍ତ୍ର ଦିବସରେ ନିଜର୍ ଜନମ୍ ଦିନ୍ ଉଧେଁ ପଲଶାଗୋରା(ବୌଦ୍ଧ )ଜଗନ୍ନାଥ ମନ୍ଦିର୍ ନେ ବେଲବୁଡ଼ା ପାଁଚବଜେ ନାଟ୍ୟକାର ହରିବଂଶ ମହାନ୍ତିଙ୍କର୍ "ନୃତ୍ୟନାଟିକା ସଂକଲନ"ର ମୁକଲାନ ହେଇଛେ । ଇନେ ମୁଖିଆ କୁନୁଆଁ ଭାବେ ରବିନାରାୟଣ ଶତପଥି, ମୁଖିଆ କହକା
Read More...