Daily Archives

ଗଞ୍ଜେଇ ଭର୍ତ୍ତି ଗାଡ଼ି ଜବତ ସହ ୨ ଗିରଫ

କଣ୍ଟାମାଳ : ଗଞ୍ଜେଇ ଭର୍ତ୍ତି ଗାଡ଼ି ଜବତ କରିବା ସହ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି କଣ୍ଟାମାଳ ପୋଲିସ । ସୂଚନାନୁଯାୟୀ, ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ଏକ ଧଳା ରଙ୍ଗର କାର(ଓଆର୦୨ସିଏ୦୦୮୦)କୁ ସନ୍ଦେହରେ ଅଟକାଇଥିଲେ । କାର୍‌ଟିକୁ ଚେକିଂ କରିବାରୁ ପ୍ରାୟ ୫୪କିଲୋ ଗଞ୍ଜେଇ
Read More...

ଅନବାଉଣ୍ଡେଡ଼ ବିଙ୍ଗସ୍‌ ପରିସରରେ ବିପ୍ଲବୀ ନେତ୍ରୀ ଗୁରୁବାରୀ ମେହେରଙ୍କ ସହିଦ ଦିବସ ପାଳିତ

ବିନିକା : ବିପ୍ଲବୀନେତ୍ରୀ ଗୁରୁବାରୀ ମେହେରଙ୍କ ଉଦ୍ଦେଶ୍ୟରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ସ୍ଥିତ ଅନବାଉଣ୍ଡେଡ଼ବିଙ୍ଗସ୍‌ ପରିସରରେ ସହିଦ ଦିବସ ପାଳିତ ହୋଇଯାଇଛି । ପୁଲିସର ବାଏନଟ ମାଡ଼ରେ ବିପ୍ଲବୀ ନେତ୍ରୀ ଗୁରୁବାରୀ ୧୯୪୭ ମସିହା ଜାନୁୟାରୀ ୩୦ତାରିଖରେ ସହିଦ ହୋଇଥିଲେ । ଚଳିତ ବର୍ଷ
Read More...

ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୮ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୮ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୬୧୨କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୪ଜଣ ରହିଥିବା ବେଳେ ଯାଜପୁର ଓ ଗଞ୍ଜାମ ଜିଲ୍ଲାରୁ ୩ଜଣ ଲେଖାଏଁ
Read More...

ଓଡ଼ିଶା ଓପନ୍ ସୁପର୍ ୧୦୦ ବ୍ୟାଡ଼ମିଣ୍ଟନ ପ୍ରତିଯୋଗୀତା ଉଦ୍‌ଯାପିତ

ଟେକ୍ନିକାଲ ଅଫିସିଆଲ ଦାୟିତ୍ୱ ନିର୍ବାହ କଲେ ମ.ରାମପୁରର ଅଂଶୁମାନ ଏବଂ ଅଶ୍ରୃମୋଚନ ମ.ରାମପୁର, (ହେମନ୍ତ ସାହୁ) : ବିଶ୍ୱସ୍ତରୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗୀତା ଓଡ଼ିଶା ଓପନ୍ ସୁପର ୧୦୦ କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିଅମଠାରେ ଉଦ୍‌ଯାପିତ ହେଇଯାଇଛି । କୋଭିଡ଼ର ଭୟାବହତା ଭିତରେ
Read More...

ରାଜ୍ୟରେ ୪ ହଜାର ତଳକୁ ଖସିଲା କରୋନା ସଂକ୍ରମଣ : ଗତ ୨୪ ଘଂଟାରେ ୩୩୨୯ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ୬ ହଜାର ତଳକୁ ଖସିଲା କରୋନା ସଂକ୍ରମଣ । ଗତ ୨୪ ଘଂଟାରେ ୩୩୨୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୫୦୪ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୪୭୨୧୦ ନୂଆ
Read More...

ଆଜି ଭାରତ ବର୍ଷରେ ସମ୍ମାନ ଓ ସମ୍ବାଦ ଉଭୟର କଣ୍ଠ ରୋଧ କରାଯାଉଛି – ଉର୍ମିଲେଶ

ଗାନ୍ଧୀଙ୍କ ମତରେ ଦଳ ନୁହଁ ପ୍ରାର୍ଥୀଙ୍କ ଭୋଟର ପ୍ରତି ପ୍ରତିବଦ୍ଧତା ହିଁ ନିର୍ବାଚନର ମାପକାଠି ହେବା ଦରକାର : ସତ୍ୟ ନାରାୟଣ ସାହୁ ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ଗାନ୍ଧୀଙ୍କ ଭାରତ ବର୍ଷରେ ସର୍ବଧର୍ମ ସମନ୍ଵୟ, ଭାଇଚାରା, ପରସ୍ପର ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ଅବକ୍ଷୟ ଘଟିଛି
Read More...

ପୃଥ୍ୱୀରାଜ ଓ ଚିତ୍ତ ସ୍ମାରକୀ କ୍ରିକେଟ୍ ଉଦ୍‌ଯାପିତ : ବାଲିପଟା ଚମ୍ପିୟାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ବାଦିମାଲଠାରେ ଏମ୍‌.ଏଲ୍‌.ସି.ସି. ଦ୍ଵାରା ଆୟୋଜିତ ୧୮ତମ ପୃଥ୍ୱୀରାଜ ଓ ଚିତ୍ତ ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ରବିବାର ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ ଆମ୍ବବାହାଲ ଦଳ ବନୁପାଲି ଦଳକୁ ହରାଇ ଏବଂ
Read More...

ସଚେତନ ହେମାର ଶିଶୁ ନାଟ୍ୟ କର୍ମଶାଳା ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଢୋଲବନ୍ଧ ଗ୍ରାମରେ ଥିବା ସଚେତନ ହେମା ଅନୁଷ୍ଠାନ ପକ୍ଷରୁ ଓ ଓଡ଼ିଆ ଭାଷା, ସାହିତ୍ୟ ସଂସ୍କୃତି ବିଭାଗ ଓଡିଶା ସହଯୋଗରେ ଆୟୋଜିତ ସାତ ଦିନିଆ ନାଟ୍ୟ କର୍ମଶାଳା ଉଦ୍‌ଯାପିତ ହୋଇଯାଇଛି । ଦିନକୁ ଦିନ ନାଟ୍ୟକଳା ପ୍ରତି ଯୁବ ସମାଜଙ୍କ ରୁଚି
Read More...

ପେଟ ଯନ୍ତ୍ରଣାରେ ପୀଡିତ ଦଶମ ଶ୍ରେଣୀ ଛାତ୍ରୀ : ଚିକିତ୍ସା ନିମନ୍ତେ ସରକାରୀ ସାହାଯ୍ୟ ପାଇଁ ସହାୟତା ଲୋଡିଲେ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଅଜଣା ପେଟ ଯନ୍ତ୍ରଣାରେ ପୀଡିତ ଦଶମ ଶ୍ରେଣୀ ଛାତ୍ରୀ । କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ବ୍ରହ୍ମଣୀ ଗାଁର ଥାନା ଅଞ୍ଚଳର ସୁଦର୍ଶନ ନାୟକଙ୍କ ଝିଅ ଲେହା ନାୟକ ଏବେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଖବର
Read More...

ସ୍କୁଲ ଉଛେଦ ପ୍ରତିବାଦ : ଗରଗଡଛାପର ଗ୍ରାମବାସୀଙ୍କ ଭୋଟ ବର୍ଜନ ଚେତାବନୀ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଳକ ଆଦିବାସୀପଡ଼ା ଭାବେ ପରିଚିତ ଖୁଣ୍ଟସମଲାଇ ପଞ୍ଚାୟତ ଅଧୀନ ଗରଗଡଛାପର ଗ୍ରାମରେ ସ୍କୁଲକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯାଇଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ ଜିଲ୍ଲା ପ୍ରଶାସନଠାରୁ ଆରମ୍ଭ କରି ରାଜ୍ୟ
Read More...