Daily Archives

ରାଜ୍ୟରେ ୬ ହଜାର ତଳକୁ ଖସିଲା କରୋନା ସଂକ୍ରମଣ : ଗତ ୨୪ ଘଂଟାରେ ୫୦୫୭ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ୬ ହଜାର ତଳକୁ ଖସିଲା କରୋନା ସଂକ୍ରମଣ । ଗତ ୨୪ ଘଂଟାରେ ୫୦୫୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୬୬୭ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୬୪୨୧୭ ନୂଆ
Read More...

ବଲାଙ୍ଗିର ଜିଲ୍ଲାରେ ଗତ ୨୪ ଘଂଟାରେ ୧୩୩ ଜଣ ସଂକ୍ରମିତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଗତ ୨୪ ଘଂଟାରେ ୧୩୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ରାଜ୍ୟରେ ଏହି ସମୟ ମଧ୍ୟରେ ୫ ହଜାର ପାଖକୁ ଖସିଛି କରୋନା ସଂକ୍ରମଣ । ଯଦିବି ରାଜ୍ୟରେ କରୋନା ସଂକ୍ରମଣ ହାର ତଳମୁହାଁ ହେବାରେ ଲାଗିଛି, ତଥାପି
Read More...

ମୁଖ୍ୟମନ୍ତ୍ରୀଙ୍କ କୋଭିଡ-୧୯ ସ୍ଥିତି ସଂପର୍କରେ ସମୀକ୍ଷା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି କୋଭିଡ-୧୯ ସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ସତର୍କ ରହିବା ସହିତ ସଚେତନତା କାର୍ଯ୍ୟକ୍ରମ ଜାରି ରଖିବା ପାଇଁ ପରାମର୍ଶ ଦେବା ସହିତ ବରିଷ୍ଠ ନାଗରିକ ସମ୍ମୁଖ କୋଭିଡ୍
Read More...

ନାଟ୍ୟକାର ହରିବଂଶ ମହାନ୍ତିଙ୍କର୍ “ନୃତ୍ୟନାଟିକା ସଂକଲନ”ର ମୁକଲାନ୍

ବୌଦ୍ଧ, (ବଂଶୀଧର ମାଝୀ) : ସାଧାରଣତନ୍ତ୍ର ଦିବସରେ ନିଜର୍ ଜନମ୍ ଦିନ୍ ଉଧେଁ ପଲଶାଗୋରା(ବୌଦ୍ଧ )ଜଗନ୍ନାଥ ମନ୍ଦିର୍ ନେ ବେଲବୁଡ଼ା ପାଁଚବଜେ ନାଟ୍ୟକାର ହରିବଂଶ ମହାନ୍ତିଙ୍କର୍ "ନୃତ୍ୟନାଟିକା ସଂକଲନ"ର ମୁକଲାନ ହେଇଛେ । ଇନେ ମୁଖିଆ କୁନୁଆଁ ଭାବେ ରବିନାରାୟଣ ଶତପଥି, ମୁଖିଆ କହକା
Read More...

ଜିଲ୍ଲା ପ୍ରଶାସନ ଦ୍ୱାରା କୋଭିଡ ଯୋଦ୍ଧାଙ୍କୁ ସମ୍ମାନିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ଅବସରରେ ଜିଲ୍ଲାର ୧୪ କୋଭିଡ ଯୋଦ୍ଧାଙ୍କୁ ମୁଖ୍ୟ ଅତିଥି ମନ୍ତ୍ରୀ ପଦ୍ମନାଭ ବେହେରା ଟ୍ରଫି ମାନପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ । ପ୍ୟାରେଡ଼ ପଡ଼ିଆରେ ଅନୁଷ୍ଠିତ ସମ୍ମାନିତ ଉତ୍ସବରେ ଏତଲା ସିଏଚସିର
Read More...

ବଉଲ ନାଟ ଏଣ୍ଡ କଲ୍‌ଚରାଲ୍‌ ଏସ୍‌ଓସିଏସନ୍‌ରେ ପତାକା ଉତ୍ତୋଳନ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଖଟଖଟିଆ ଗାଁର ବଉଲ ନାଟ ଏଣ୍ଡ କଲ୍‌ଚରାଲ୍‌ ଏସ୍‌ଓସିଏସନ୍‌ରେ ୭୩ତମ ଜନରାଜ୍ୟ ଦିବସ କୋଭିଡ଼ କଟକଣା ମଧ୍ୟରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଦସ୍ୟମାନେ ଆଗ୍ରହର ସହ ଯୋଗଦେଇ ଥିବାବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ସିଆରସିସି ଶଶାଙ୍କ ପୋଢ଼ ଓ ସ୍ୱତନ୍ତ୍ର
Read More...

ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଥିବା ହରିଶଙ୍କର ଚିଡ଼ିଆଖାନାର ବିତାଡିତ ୮ ଶ୍ରମିକଙ୍କୁ ନେଇ ସ୍ପଷ୍ଟୀକରଣ ଦେଲା ଡିଭିଜନ୍…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇ ନ୍ୟାୟ ଦାବୀ କରିଥିବା ହରିଶଙ୍କର ଚିଡ଼ିଆଖାନାର ବିତାଡିତ ୮ ଶ୍ରମିକଙ୍କୁ ନେଇ ସ୍ପଷ୍ଟୀକରଣ ଦେଇଛି ବନ ବିଭାଗ ଡିଭିଜନ୍ ଆଡମିନିଷ୍ଟ୍ରେସନ୍ । କୁହାଯାଇଛି ଯେ, ଗତ ଦୁଇରୁ ତିନି ବର୍ଷ ଧରି ପାର୍କର ହରିଣଙ୍କୁ
Read More...

ଦିଲ୍ଲୀରେ ଅନୁଗୁଳର ନୃତ୍ୟ ନୀଳୟର ୧୦ ଜଣିଆ ଦଳଙ୍କ ଓଡ଼ିଶୀ ନୃତ୍ୟ ପରିବେଷଣ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ୭୩ତମ ଗଣତନ୍ତ୍ର ଦିବସ ସାମାରୋହ ଅବସରରେ ଦିଲ୍ଲୀ ରାଜପଥରେ ଭାରତର ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ହଜାର ହଜାର ଦର୍ଶକଙ୍କ ଭିଡ଼ରେ ଭାରତର ସାମରିକ ସାମର୍ଥ୍ୟ, କଳା ଓ ପରମ୍ପରାର ଝଲକ ଦେଖିବାକୁ
Read More...

ଖପ୍ରାଖୋଲ ପୋଲିସ ପଞ୍ଝାରେ କଫ୍‌ ସିରଫ୍‌ ମାଫିଆ

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ଖପ୍ରାଖୋଲ ବ୍ଲକ ଅଞ୍ଚଳର କେତେକ ସ୍ଥାନରେ ବେଆଇନ କଫ୍‌ ସିରଫ୍‌ କାରବାର ହେଉଥିବା ବେଳେ ଗୋଟିଏ ପରେ ଗୋଟିଏ ଅଭିଯୁକ୍ତ ପୋଲିସ ହାତରେ ଧରା ପଡୁଥିବା ଦେଖିବାକୁ ମିଳୁଛି । ଖପ୍ରାଖୋଲ ପୋଲିସର ସଫଳ ଗୋଟିଚାଳନା ଯୋଗୁଁ ଗତ ଆଠ ମାସ ଭିତରେ ସ୍ଥାନୀୟ ଅଞ୍ଚଳର କଫ୍‌
Read More...

ସର୍ଗିପାଲିଠାରେ କ୍ରିକେଟ ପ୍ରତିଯୋଗିତା ଉଦ୍‌ଘାଟିତ

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ଖପ୍ରାଖୋଲ ବ୍ଲକ ମହରାପଦର ପଞ୍ଚାୟତ ଅନ୍ତର୍ଗତ ସର୍ଗିପାଲିଠାରେ ଅଂଶୁ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଗତକାଲି ଉଦ୍‌ଘାଟିତ ହୋଇଯାଇଛି । ମହରାପଦର ସରପଞ୍ଚ ନଳିନୀ ମେହେର ମୁଖ୍ୟଅତିଥି ଭାବେ ଯୋଗଦେଇ ଫିତା କାଟିଥିଲେ । ଗୋବର୍ଦ୍ଧନ ମେହେର ସମ୍ମାନିତ
Read More...