Daily Archives

ଫକୀର ଚରଣ ପାଢ଼ୀଙ୍କ ତିନୋଟି ପୁସ୍ତକ ଦାନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଓଡିଶାର ଜଣାଶୁଣା ସାରସ୍ୱତ ତଥା ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବୋଳକଣା ଗ୍ରାମର ସାହିତ୍ୟିକ ଫକୀର ଚରଣ ପାଢ଼ୀଙ୍କ ତିନୋଟି ପୁସ୍ତକ ବଡ଼ଲୋକଙ୍କ ବହିପଢା, ଆଲୋକ ପାଇଁ ପ୍ରାର୍ଥନା ଏବଂ ମେଳର ବଳ ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳନ
Read More...

ନବରଙ୍ଗରପୁରର ଝିଅ ବନିତା ରାଷ୍ଟ୍ରୀୟ ବାଲ୍‌ ପୁରସ୍କାର ପାଇଁ ମନୋନୀତ

ନବରଙ୍ଗରପୁର : ନବରଙ୍ଗରପୁରର ଝିଅ ବନିତା କୁମାର ଦାଶ ରାଷ୍ଟ୍ରୀୟ ବାଲ୍‌ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ସୂଚନା ଅନୁସାରେ ଗୋଟିଏ ଗ୍ରହାଣୁ ସନ୍ଧାନ ପାଇଁ ବନିତାଙ୍କୁ ଏହି ପୁରସ୍କାର ପ୍ରଦାନ ଲାଗି ମନୋନୀତ ହୋଇଥିବା ସୂଚନା ମିଳିଛି । ନବରଙ୍ଗପୁର ସହରର ଗାଦବଗୁଡ଼ା ସାହିର ବନବିହାରୀ
Read More...

ଆନ୍ନା ହାଜାରେ ମହାରାଷ୍ଟ୍ରରେ ୨୫ ହଜାର କୋଟି ଟଙ୍କା ଠକେଇ ହୋଇଥିବା ଅଭିଯୋଗ କଲେ, ଅମିତ ଶାହାଙ୍କୁ ଚିଠି ଲେଖିଲେ

ପୁନେ : ବିଶିଷ୍ଟ ସାମାଜିକ କର୍ମୀ ଆନ୍ନା ହାଜାରେ ଅଭିଯୋଗ କରିଛନ୍ତି ଯେ, ମହାରାଷ୍ଟ୍ର କୋଅପ୍‌ରେଟିଭ ସୁଗାର ମିଲ୍‌ରେ ୨୫ ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଛି। ଏହି ପରିପ୍ରେକ୍ଷୀରେ ଆନ୍ନା ହଜାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଏକ ଚିଠି ଲେଖିଛନ୍ତି ଏବଂ ସୁପ୍ରିମକୋର୍ଟର ଜଣେ
Read More...

ସଇତାନ ହେଲା ପୁଅ : ମା’ଙ୍କୁ ଡମ୍‌ବେଲ୍‌ରେ ଛେଚି ଛେଚି ହତ୍ୟା କଲା

ହାଇଦ୍ରାବାଦ : ସଇତାନ ହେଲା ପୁଅ । ମା'ଙ୍କୁ ଡମ୍‌ବେଲ୍‌ରେ ଛେଚି ଛେଚି ହତ୍ୟା କଲା । ମାନସିକ ଭାବେ ଅସୁସ୍ଥ ଥିବା ଜଣେ ବ୍ୟକ୍ତି ଡମ୍‌ବେଲ୍‌ରେ ମା'ଙ୍କୁ ଛେଚି ଛେଚି ହତ୍ୟା କରିଥିବାବେଳେ ଏହି ଘଟଣା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ତେଲେଙ୍ଗାନାର ହାଇଦ୍ରାବାଦ ସୁଲତାନ ବଜାର
Read More...

ବରିଷ୍ଠ ସାମ୍ବାଦିକ ତୀର୍ଥବାସୀ ରଥ ଚାଲିଗଲେ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଦୈନିକ ଖବର କାଗଜ ‘ସମାଜ’ର ବରିଷ୍ଠ ସାମ୍ବାଦିକ ଗୋପ ବ୍ଲକର ପ୍ରତିନିଧି ତୀର୍ଥବାସୀ ରଥ (୬୧)ଙ୍କର ନିଜସ୍ୱ ବାସ ଭବନରେ ମୃତ୍ୟୁ ହୋଇଥିବା ଖବର ମିଳିଛି । ସୂଚନା ଅନୁସାରେ ଗତବର୍ଷ ସେ ବ୍ରେନ୍‌ଟ୍ୟୁମର ରୋଗରେ ପୀଡିତ ହୋଇ ଆମ୍ରରି ହସ୍‌ପିଟାଲରେ
Read More...

କୋଭିଡ଼ ସଂକ୍ରମଣ ପ୍ରତି ସତର୍କ ରୁହନ୍ତୁ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କୋଭିଡ୍‌ର ନୂଆ ପ୍ରଜାତି ଅଧିକ ସଂକ୍ରାମକ । କିନ୍ତୁ ସମସ୍ତଙ୍କ ଠାରେ ଲକ୍ଷଣ ପ୍ରକାଶ ପାଉନାହିଁ । ସାମାନ୍ୟ ଲକ୍ଷଣ ଦେଖାଦେଲେ ମଧ୍ୟ ପରୀକ୍ଷା କରନ୍ତୁ ଏବଂ ୭ଦିନ ଗୃହ ପୃଥକବାସରେ ରୁହନ୍ତୁ ବୋଲି ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ
Read More...

ସରକାରୀ ମହିଳା ମହାବିଦ୍ୟାଳୟରେ କନ୍ୟା ସନ୍ତାନ ଦିବସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସରକାରୀ ମହିଳା ମହାବିଦ୍ୟାଳୟରେ କନ୍ୟା ସନ୍ତାନ ଦିବସ ପାଳିତ ହୋଇଯାଇଛି । ଯୁକ୍ତଦୁଇ ଓ ଯୁକ୍ତତିନି ଏନ୍‌ଏସ୍‌ଏସ୍‌ ପକ୍ଷରୁ ଏକ ଆଭାସୀ ସଭା ଅନୁଷ୍ଠିତ ହୋଇଥିବା ବେଳେ ଅଧ୍ୟକ୍ଷ ମନୋରଞ୍ଜନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଭୁବନେଶ୍ୱରର ରାଜା
Read More...

କୁମ୍ବିଂ ଅପରେସନ୍‌ରେ ମାଓ ଆକ୍ରମଣ ଯୋଜନା ବିଫଳ ହେଲା : ୬ ଲ୍ୟାଣ୍ଡମାଇନ୍‌ ଉଦ୍ଧାର

ମାଳକାନଗିରି : ବିଏସ୍‌ଏଫ ବାହିନୀକୁ ମିଳିଲା ବଡ ସଫଳତା । କୁମ୍ବିଂ ଅପରେସନ୍‌ରେ ମାଓ ଆକ୍ରମଣ ଯୋଜନା ବିଫଳ ହେଲା । ନକ୍ସଲମାନେ ଜବାନମାନଙ୍କୁ ଟାର୍ଗେଟ କରି ଲଗାଇଥିବା ୬ଟି ଲ୍ୟାଣ୍ଡମାଇନ୍‌କୁ ବିଏସ୍‌ଏଫ୍‌ ବାହିନୀ ଉଦ୍ଧାର କରିଥିବା ଜଣାପଡିଛି । ସୂଚନା ଅନୁସାରେ ମାଲକାନଗିରି ଜିଲ୍ଲା
Read More...

ପୁଅର ମୃତ୍ୟୁ ଖବର ମା’ ପାଇଁ ମୃତ୍ୟୁ ଆଣିଦେଲା

ଗୁଣପୁର : ରାୟଗଡ଼ା ଜିଲ୍ଲା ଗୁଣପୁର ନିକଟ କଇଠପଦର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ପୁଅର ମୃତ୍ୟୁ ଖବର ପାଇବା ପରେ ମା’ର ମୃତ୍ୟୁ ଘଟିଥିବାରୁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସୂଚନା ଅନୁସାରେ, ଗାଁର ଶାନ୍ତନୁ ଗୌଡ଼ ଗତକାଲି ସନ୍ଧ୍ୟାରେ ବିଷପାନ କରିବା ପରେ ତାଙ୍କର ମୃତ୍ୟୁ ଘଟିଥିଲା
Read More...

ବିପୁଳ ପରିମାଣର ବ୍ରାଉନ୍‌ସୁଗାର ଓ ନଗଦ ଟଙ୍କା ଜବତ, ଅଭିଯୁକ୍ତ ଫେରାର୍‌

ନୟାଗଡ : ଏକ ଭଡା ଘରୁ ବିପୁଳ ପରିମାଣର ନଗଦ ଟଙ୍କା ଓ ବ୍ରାଉନ୍‌ସୁଗାର ଜବତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ନୟାଗଡ ସହରର ଉଦୟପଥରେ ଥିବା ଏକ ଭଡା ଘରେ ଏସଟିଏଫ୍‌ ଚଢାଉ କରି ନଗଦ ଟଙ୍କା, ବ୍ରାଉନସୁଗାର ଓ ବନ୍ଧୁକ ଜବତ କରିଛି । ତେବେ ମୁଖ୍ୟ ଅଭିଯୁକ୍ତଟି
Read More...