Daily Archives

ରାଉରକେଲା ଆଇନ ମହାବିଦ୍ୟାଳୟରେ ଆଭାସୀ ଆଲୋଚନାଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଆଇନ ମହାବିଦ୍ୟାଳୟରେ ଭାରତରେ ଅପରାଧିକ ବିଚାର ପ୍ରକ୍ରିୟା-ପୁନର୍ବାର ଗଠନ, ବ୍ୟାଖ୍ୟାନ ଓ ନୂତନ ରୂପରେଖ ସଂପର୍କରେ ଏକ ଆଭାସୀ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଦେବେନ୍ଦ୍ର ନାଥ ବେହେରାଙ୍କ ଅଧ୍ୟକ୍ଷତା ଓ
Read More...

ବ୍ରିଜରୁ ଖସିପଡିଲା କାର୍‌, ବିଧାୟକଙ୍କ ପୁଅଙ୍କ ସମେତ ୭ ଏମ୍‌ବିବିଏସ୍‌ ଛାତ୍ରଙ୍କ ମୃତ୍ୟୁ

ୱର୍ଦ୍ଧା : ମହାରାଷ୍ଟ୍ରର ୱର୍ଦ୍ଧା ଜିଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୭ ଏମ୍‌ବିବିଏସ୍‌ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗତ ବିଳମ୍ବିତ ରାତିରେ ଏହି ଛାତ୍ରମାନେ ଯବତମାଲରୁ ୱର୍ଦ୍ଧାକୁ ଫେରୁଥିବା ବେଳେ ଏହି ଘଟଣା ଘଟିଥିଲା । ସୂଚନାନୁସାରେ, ସେଲ୍‌ସୁରା ନିକଟ
Read More...

୬୬ ବର୍ଷୀୟ ବ୍ୟକ୍ତି ବିଶ୍ୱ ରେକର୍ଡ କଲେ : ହାତ ଓ ପାଦ ବାନ୍ଧି ଆରବ ସାଗରରେ ୫ ଘଣ୍ଟା ଧରି ପହଁରିଲେ

ଉଦୁପି(କର୍ଣ୍ଣାଟକ) : ଜଣେ ୬୬ ବର୍ଷ ବୟସ୍କ ଜଣେ ବ୍ୟକ୍ତି ଏପରି କିଛି କରିଛନ୍ତି, ଯାହା ଜଣେ ଯୁବକ ମଧ୍ୟ କଳ୍ପନା କରି ପାରିବ ନାହିଁ । ହାତ ଏବଂ ପାଦ ବନ୍ଧା ହୋଇଥିବା ବେଳେ ଆରବ ସାଗରକୁ ଡେଇଁଛନ୍ତି । ଏଭଳି ଅବସ୍ଥାରେ ସେ ୫ ଘଣ୍ଟା କାଳ କ୍ରମାଗତ ଭାବରେ ପହଁରି ଏକ ବିଶ୍ୱ ରେକର୍ଡ ସୃଷ୍ଟି
Read More...

ପରମାଣୁ ଚୁକ୍ତି ପସଂଗରେ ଆମେରିକା ସହ ସିଧାସଳଖ କଥାବାର୍ତ୍ତା କରିବାକୁ ଇରାନ ଇଚ୍ଛା ପ୍ରକାଶ କଲା

ତେହେରାନ : ପରମାଣୁ ଚୁକ୍ତି ସଂପର୍କରେ ଅନ୍ୟ ବିଶ୍ୱ ଶକ୍ତି ସହିତ ଚାଲିଥିବା ଆଲୋଚନାରେ ଇରାନ ସୋମବାର ଆମେରିକା ସହିତ ସିଧାସଳଖ ଯୋଗାଯୋଗ କରିବାକୁ ଇଚ୍ଛା ପ୍ରକାଶ କରିଛି । ସରକାରୀ ସମ୍ବାଦ ଏଜେନ୍ସି 'ଆଇଆର୍‌ଏନ୍‌ଏ' ଏହି ସୂଚନା ଦେଇଛି । ଇରାନର ସର୍ବୋଚ୍ଚ ନେତା ଅଜାତୁଲ୍ଲା ଅଲି ଖାମେନେଇ
Read More...

କଂଗ୍ରେସ ନେତା ଆରପିଏନ ସିଂ ବିଜେପିରେ ଯୋଗ ଦେଲେ : କହିଲେ- କଂଗ୍ରେସ ପୂର୍ବ ଭଳି ଦଳ ହୋଇ ରହିନାହିିଁ

ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଆରପିଏନ ସିଂ ମଙ୍ଗଳବାର ଦିନ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । ଆଜି କଂଗ୍ରେସରୁ ଇସ୍ତଫା ଦେଇଥିବା ସିଂ କହିଛନ୍ତି ଯେ, ବିଜେପିରେ ଯୋଗଦେବା ତାଙ୍କ ପାଇଁ ଏକ ନୂଆ ଆରମ୍ଭ । ଶ୍ରୀ ସିଂ କେନ୍ଦ୍ର ମନ୍ତ୍ରୀ ତଥା
Read More...

ଭୋଟ ଗଣତି କେନ୍ଦ୍ରକୁ ତଦାରଖ କଲେ ବଲାଙ୍ଗିର ଜିଲ୍ଲାପାଳ, ଆରକ୍ଷୀ ଅଧିକାରୀ ଓ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଳକର ୨୨ଟି ପଞ୍ଚାୟତରେ ଚଳିତ ବର୍ଷ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ରାଜନୈତିକ ଦଳ ମଧ୍ୟରେ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ପୁଲିସ ପ୍ରଶାସନ ପକ୍ଷରୁ ମଧ୍ୟ କଡାକଡି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା
Read More...

ପଂଚାୟତ ନିର୍ବାଚନରେ ପ୍ରାର୍ଥୀ ମାନେ ଶିକ୍ଷା ଅଧିକାର ଆଇନ ଶତ ପ୍ରତିଶତ କାର୍ଯ୍ୟକାରୀ କରିବା ସହ ଶିକ୍ଷାର ବିକାଶ ନେଇ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜିଲ୍ଲା ସାମ୍ବାଦିକ ଭବନ ଠାରେ ଓଡିଶା ଅଭିଭାବକ ମହାସଂଘ ପକ୍ଷରୁ ବଲାଙ୍ଗିର ଅଭିଭାବକ ମହାସଂଘର ଆବାହକ ଚକ୍ରପାଣି ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ଅଭିବାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ କହିଛନ୍ତି ଯେ, ଶିକ୍ଷାର
Read More...

ମିର୍ଦ୍ଧାପାଲି ପଂଚାୟତରୁ ପ୍ରଚାର ଆରମ୍ଭ କଲେ ବିଜେଡିର ୨୨ ନଂ ଜୋନ୍‌ର ଜିଲ୍ଲା ପରିଷଦ ପ୍ରାର୍ଥିନୀ ଅନାମିକା ହୋତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ମିର୍ଦ୍ଧାପାଲି ପଂଚାୟତରୁ ବିଜୁ ଜନତା ଦଳର ୨୨ ନଂ.ଜୋନର ଜିଲ୍ଲା ପରିଷଦ ପ୍ରାର୍ଥିନୀ ଅନାମିକା ହୋତା ଘରକୁ ଘର ବୁଲି ପ୍ରଚାର ଆରମ୍ଭ କରି ଜନତାଙ୍କ ଆଶିର୍ବାଦ ଲୋଡିଛନ୍ତି । ସେ ଜିଲ୍ଲା ପରିଷଦ ସଭ୍ୟ ଭାବେ ନିର୍ବାଚିତ ହେଲେ ଜିଲ୍ଲା ପରିଷଦ ୨୨
Read More...

ଅନ୍‌ଲାଇନ ମାଧ୍ୟମରେ ବଲାଙ୍ଗିର ଜିଲ୍ଲାରେ ଜାତୀୟ ମତଦାତା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତର ନିର୍ବାଚନ କମିଶନଙ୍କ ପରାମର୍ଶ ଅନୁସାରେ ଆଜି ବଲାଙ୍ଗିର ଜିଲ୍ଲାରେ ଅନ୍‌ଲାଇନ୍‌ ମାଧ୍ୟମରେ ଜାତୀୟ ମତଦାତା ଦିବସ-୨୦୨୨ ପାଳିତ ହୋଇଯାଇଛି । ଭିଡ଼ିଓ କନ୍‌ଫରେନ୍ସିଂ ଜରିଆରେ ଜିଲ୍ଲାର ସମସ୍ତ ଉପଖଣ୍ଡ ଓ ବ୍ଲକ କାର୍ଯ୍ୟାଳୟରେ ଜାତୀୟ ମତଦାତା ଦିବସ
Read More...

ନାମାଙ୍କନ ପତ୍ର ଖାରଜ ପରେ ଧାରଣାରେ ବସିଲେ ଆଶାୟୀ ସରପଂଚ ପ୍ରାର୍ଥିନୀ

ମୟୁରଭଂଜ : ନାମାଙ୍କନ ପତ୍ର ଖାରଜ ପରେ ଧାରଣାରେ ବସିଛନ୍ତି ଆଶାୟୀ ସରପଂଚ ପ୍ରାର୍ଥିନୀ ତନ୍ମୟୀ ହାଁସଦା । ନାମାଙ୍କନ ଦାଖଲ ପରେ ଯାଂଚ ପ୍ରକିୟାରେ ଆଶାୟୀ ସରପଂଚ ପ୍ରାର୍ଥିନୀ ତନ୍ମୟୀ ହାଁସଦାଙ୍କ ନାମାଙ୍କନ ଖାରଜ ହେବା ପରେ ସରପଂଚ ପ୍ରାର୍ଥିନୀ ଜଣଙ୍କ ଧାରଣା ଦେଇଛନ୍ତି । ଏପରିକି ପୁନଃ
Read More...