Daily Archives

ଓଡିଶା ସମେତ ୧୦ ରାଜ୍ୟରେ ଓମିକ୍ରନ ସଂକ୍ରମଣ ବଢ଼ୁଛି

ନୂଆଦିଲ୍ଲୀ : ଓମିକ୍ରନ ସଂକ୍ରମଣ ୧୦ଟି ରାଜ୍ୟ ଦେଶ ପାଇଁ ଚିନ୍ତା ବଢ଼ାଉଛି । ୧୦ ରାଜ୍ୟ ଭିତରେ ଓଡିଶା ସହ ଦିଲ୍ଲୀ, କର୍ଣ୍ଣାଟକ ଭଳି ରାଜ୍ୟ ଗୁଡ଼ିକ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ସ୍ଥିତି
Read More...

ମା’ କୁସୁମେଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ଢେଙ୍କାନାଳ, (ତାପସ ଦାସ) : ଗନ୍ଦିଆ ବ୍ଲକ ସନ୍ଥପୁର ଗ୍ରାମପଞ୍ଚାୟତର ଡାଳସିଂହ ମାର୍ଥାପୁର ମା' କୁସୁମେଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ କଙ୍କା ଓ ଚିରୁଲେଇ ଗ୍ରାମର ଦୁଇ ଦଳ ଭିତରେ ପ୍ରତିଯୋଗିତା ହେବାକୁ ଥିବା ସୂଚନା ରହିଛି । ଏହି
Read More...

କପିଲାଭଟା ପଞ୍ଚାୟତର ସମିତି ସଭ୍ୟ ସକାଶେ ଯୁବ ସ୍ୱେଚ୍ଛାସେବୀ କେଦାର ଭୋଇଙ୍କ ନାମାଙ୍କନ ପତ୍ର ଦାଖଲ

ବଙ୍ଗୋମୁଣ୍ଡା, (ମନିଷ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କପିଲାଭଟା ପଞ୍ଚାୟତର ସମିତି ସଭ୍ୟ ସକାଶେ ଯୁବ ସ୍ୱେଚ୍ଛାସେବୀ କେଦାର ଭୋଇ ତାଙ୍କର ନାମାଙ୍କନ ପତ୍ର ବଙ୍ଗୋମୁଣ୍ଡା ବ୍ଲକ କାର୍ଯ୍ୟାଳୟଠାରେ ଗତକାଲି ଦାଖଲ କରିଛନ୍ତି । ଅଞ୍ଚଳରେ ଦେଖା ଦେଉଥିବା
Read More...

ଚତୁର୍ଥ ଦିନରେ ୧୪୬ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଂଜାମ ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ଚତୁର୍ଥ ଦିନରେ ୧୮ ସରପଞ୍ଚ, ୧୫ ସମିତିସଭ୍ୟ ଓ ୧୧୩ ୱାର୍ଡସଭ୍ୟ ଗଞ୍ଜାମ ବ୍ଲକର ବିଭିନ୍ନ ପଞ୍ଚାୟତ ନିମନ୍ତେ ପାର୍ଥୀ ପତ୍ର ଦାଖଲ କରିଥିବା ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।
Read More...

ବେନ୍ଦ୍ରା ଗ୍ରାମରେ ପଂଚ ଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ବେନ୍ଦ୍ରା ଗ୍ରାମରେ ରଘୁନାଥ କ୍ରିକେଟ କ୍ଲବ ଆନୁକୂଲ୍ୟରେ ଏକ ପଂଚଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ୧୬ଟି ଦଳକୁ ନେଇ ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟଟି ୧୯-୧-୨୨ତାରିଖରୁ ଆରମ୍ଭ ହୋଇ ଆସନ୍ତା ୨୩-୧-୨୨ ରବିବାର ଦିନ
Read More...