Daily Archives

ସିଏମ୍ ଭୂପେଶ ବାଘେଲ କେନ୍ଦ୍ର ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଲେ : ନିର୍ବାଚନ ସମୟରେ ବିରୋଧୀଦଳର ନେତାଙ୍କ ଉପରେ…

ରାୟପୁର : ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ କେନ୍ଦ୍ରର ବିଜେପି ସରକାର ଉପରେ କଡ଼ା ଆକ୍ରମଣ କରିଛନ୍ତି । ବୁଧବାର ଦିନ ଲକ୍ଷ୍ନୌରେ ବାଘେଲ ପ୍ରଶ୍ନ ଉଠାଇଛନ୍ତି ଯେ, ନିର୍ବାଚନ ସମୟରେ ରାଜ୍ୟରେ ବିରୋଧୀ ଦଳର ଲୋକମାନେ କାହିଁକି ଚଢ଼ାଉର ଶିକାର ହେଉଛନ୍ତି ? ଏଥିସହ ସେ କେନ୍ଦ୍ରୀୟ
Read More...

ଯୁବ ଗୋଷ୍ଠୀଙ୍କ ସମର୍ଥନରେ ନିର୍ବାଚନ ଲଢ଼ିବେ ଯୁବ ସାମ୍ବାଦିକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଳକ ଅନ୍ତର୍ଗତ ଗୁଦେରପାଲି ଗ୍ରାମ ପଞ୍ଚାୟତରେ ଗୁଦେରପାଲି ଗ୍ରାମ ପଞ୍ଚାୟତର ଯୁବ ଗୋଷ୍ଠୀଙ୍କ ସମର୍ଥନରେ ଯୁବ ସାମ୍ବାଦିକ ରିଙ୍କୁ ଦେବତା ସମିତି ସଭ୍ୟ ପ୍ରାର୍ଥୀ ଭାବରେ ଆଜି କୋଭିଡ ଗାଇଡ୍‌ ଲାଇନକୁ ମାନି ବିଧିବଦ୍ଧ ଭାବରେ
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ଆଉ ୬ ଜଣ ଆକ୍ରାନ୍ତଙ୍କ ଜୀବନ ନେଲା କରୋନା

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ଆଉ ୬ ଜଣ ଆକ୍ରାନ୍ତଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୫୦୭କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ କଟକରୁ ଦୁଇ ଜଣ, ଅନୁଗୁଳ, ଢେଙ୍କାନାଳ, ଜଗତସିଂହପୁର ଓ ପୁରୀରୁ
Read More...

ସ୍କାନ ଷ୍ଟିଲସ୍‌ରେ ଫରନେସ୍‌ ବ୍ଲାଷ୍ଟ

ସୁନ୍ଦରଗଡ଼ : ସୁନ୍ଦରଗଡ଼ କୁତ୍ରା ବ୍ଲକ ଗଙ୍ଗାଜଳରେ ଥିବା ସ୍କାନ ଷ୍ଟିଲସ୍‌ରେ ଫରନେସ ବ୍ଲାଷ୍ଟ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ବ୍ଲାଷ୍ଟରେ ଜଣେ କ୍ରେନ ଡ୍ରାଇଭର ସମ୍ପୂର୍ଣ୍ଣ ଜଳିଯାଇଥିବା ସୂଚନା ରହିଛି । ପ୍ଲାଣ୍ଟ ଭିତରେ ଥିବା ଅନେକ ଶ୍ରମିକ ଫସିରହିଥିବା କୁହାଯାଉଛି ।
Read More...

ବଡବନ୍ଧ ସରପଞ୍ଚ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ପୂର୍ବ ସରପଞ୍ଚ ଅନ୍ତର୍ଯ୍ୟାମୀ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ବଡବନ୍ଧ ପଞ୍ଚାୟତ ସରପଞ୍ଚ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ପୂର୍ବ ସରପଞ୍ଚ ଅନ୍ତର୍ଯ୍ୟାମୀ ଭୋଇ । ପଞ୍ଚାୟତ ବାସୀଙ୍କ ସେବା ହିଁ ମୋର ଲକ୍ଷ୍ୟ ବୋଲି ଶ୍ରୀ ଭୋଇ କହିଛନ୍ତି ।
Read More...

ଓଲଟିଲା ଇସ୍ପାତ ବସ୍‌ : ୮ ଆହତ

ଗଜପତି : ଗଜପତି ଜିଲ୍ଲା ରାଶିବାଡ଼ ଘାଟିରେ ଦୁର୍ଘଟଣା ଘଟି ଇସ୍ପାତ ବସ୍‌ ଓଲଟି ଯାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଇସ୍ପାତ ବସ୍‌ରେ ୩୦ଜଣ ଯାତ୍ରୀ ଥିବାବେଳେ ତାଙ୍କ ମଧ୍ୟରୁ ୮ ଆହତ ହୋଇ ଜିରାଙ୍ଗ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ବସ୍‌ଟି ଭୁବନେଶ୍ୱରରୁ
Read More...

ସିନ୍ଧେକେଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : ୨ ମୃତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସିନ୍ଧେକେଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୁଚନା ଅନୁସାରେ ଚାନ୍ଦତୋରା ଛକରେ ଟ୍ରକ୍‌ ଧକ୍କାରେ ୨ ସ୍କୁଟର ଆରୋହୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ପରିଚୟ ଏ ପର୍ଯ୍ୟନ୍ତ ମିଳି ନଥିବା ବେଳେ ଟ୍ରକ
Read More...

ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରକୁ ଶ୍ରେଷ୍ଠ ବିଦ୍ୟାଳୟ ଭାବେ ମାନ୍ୟତା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରେଷ୍ଠ ବିଦ୍ୟାଳୟ ତାଲିକା ପ୍ରକାଶ ପାଇଛି । ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକ ଅଧୀନରେ ଥିବା ଚାରୋଟି ହାଇସ୍କୁଲକୁ ଶ୍ରେଷ୍ଠ ବିଦ୍ୟାଳୟ ଭାବେ ମାନ୍ୟତା ମିଳିଛି । ତନ୍ମଧ୍ୟରୁ ଛତ୍ରପୁର ସହରାଞ୍ଚଳର ଶ୍ରୀରାମନଗର ସ୍ଥିତ
Read More...

ରେଳବାଇ ପୋଲିସ ପକ୍ଷରୁ ଦୁଇ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ : ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ

ରାଉରକେଲା, (ସସ୍ମିତା ପ୍ରଧାନ) : ରେଳବାଇ ଥାନା ପୋଲିସ ପକ୍ଷରୁ ଦୁଇ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଗିରଫ କରାଯିବା ସହିତ ସେମାନଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ କରାଯାଇଛି । ଥାନା ଅଧିକାରୀଙ୍କ ସୂଚନା ମୁତାବକ କୋରାପୁଟର ମୁନିଗୁଡ଼ାରୁ ଦିନେଶ ରାମ ଓ ରଘୁନାଥ ହାଁସଦା ନାମକ
Read More...

ଗତ ୨୪ ଘଂଟାରେ ବଲାଙ୍ଗିର ଜିଲ୍ଲାରେ ୨୮୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟାରେ ବଲାଙ୍ଗିର ଜିଲ୍ଲାରେ ୨୮୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ୧୦ ହଜାର ତଳକୁ ଖସିଛି ସଂକ୍ରମଣ ସଂଖ୍ୟା ବୋଲି ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ସଂକ୍ରମଣ ସଂଖ୍ୟା ଆଜି ସମାନ୍ୟ
Read More...