Daily Archives

କେରମେଲି ପଞ୍ଚାୟତ ସମିତି ସଭ୍ୟ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ସରୋଜିନୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ପଞ୍ଚାୟତ ନିର୍ବାଚନ ପାଇଁ ସମିତି ସଭ୍ୟ ପଦବୀ ହାସଲ କରିବା ପାଇଁ ଅନେକ ମହିଳା ଆଶାୟୀ ରହିଥିବା ବେଳେ ଶତାଧିକ ମହିଳା ପଂଚାୟତ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତେବେ ଆଜି ସଇଁନ୍ତଲା ବ୍ଳକ କେରମେଲି ପଞ୍ଚାୟତ ସମିତି ସଭ୍ୟ ଆସନ ପାଇଁ ପୂର୍ବତନ
Read More...

ବିଜେଡ଼ିରୁ ଲିପିକା ପ୍ରଧାନଙ୍କ ଜୋନ୍‌ ନମ୍ବର ୧୭ରୁ ଜ଼ିଲ୍ଲା ପରିଷଦ ପାଇଁ ପ୍ରାର୍ଥୀପତ୍ର ଦାଖଲ

ବଲାଙ୍ଗିର, (କେପିଏନଏସ୍‌) : ଆଜି ବିଜୁ ଜନତା ଦଳ ତରଫରୁ ଶ୍ରୀମତୀ ଲିପିକା ପ୍ରଧାନ ଜୋନ ନମ୍ବର ୧୭ରୁ ଜ଼ିଲ୍ଲା ପରିଷଦ ସଦସ୍ୟ ପଦବୀ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ବିଜେଡ଼ିର ନୀତି ଓ ଆଦର୍ଶକୁ ନେଇ ସମାଜସେବା କରିବାକୁ ସେ ଇଚ୍ଛା ପ୍ରକାଶ କରିଛନ୍ତି ।
Read More...

ଗୀତାରାଣୀ ରଣଜିତ ଆଜି ସାଉରିଆ ଗ୍ରା.ପ. ସମିତି ସଭ୍ୟା ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ସାଉରିଆ ଗ୍ରାମ ପଞ୍ଚାୟତ ସମିତି ସଭ୍ୟା ପଦବୀ ନିମନ୍ତେ ଆଜି ଗୀତାରାଣୀ ରଣଜିତ ଡେଲାଙ୍ଗ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ବିଡ଼ିଓ ଦିଲ୍ଲୀପ କୁମାର ଷଡ଼ଙ୍ଗୀଙ୍କ ଉପସ୍ଥିତରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେ ସାଉରିଆ
Read More...

ଉତ୍ତରପ୍ରଦେଶ ରାଜନୀତି : ବୋହୂ ଅପର୍ଣ୍ଣା ଶ୍ୱଶୁର ମୁଲାୟମ ସିଂ ଯାଦବଙ୍କଠାରୁ ଆଶୀର୍ବାଦ ନେଲେ

ଲକ୍ଷ୍ନୌ : ଉତ୍ତରପ୍ରଦେଶ ରାଜନୀତିରେ ଏବେ ବିଭିନ୍ନ ପ୍ରକାର ଚିତ୍ର ଦେଖିବାକୁ ମିଳୁଛି । ଅପର୍ଣ୍ଣା ଯାଦବ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇ ଲକ୍ଷ୍ନୌକୁ ଫେରିବା ପରେ ସେ ତାଙ୍କ ଶ୍ୱଶୁର ମୁଲାୟମ ସିଂ ଯାଦବଙ୍କଠାରୁ ଆଶୀର୍ବାଦ ନେଇଛନ୍ତି । ନିକଟରେ ଅପର୍ଣ୍ଣା ଯାଦବ ବିଜେପିରେ ଯୋଗ ଦେଇଥିଲେ
Read More...

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ଇଣ୍ଡିଆ ଗେଟ୍‌ରେ ସ୍ଥାପନ କରାଯିବ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ…

ନୂଆଦିଲ୍ଲୀ : ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ଇଣ୍ଡିଆ ଗେଟ୍‌ରେ ସ୍ଥାପନ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଏକ ଟୁଇଟ୍‌ରେ ଏହି ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କ ଟୁଇଟ୍ ବାର୍ତ୍ତାରେ କହିଛନ୍ତି ଯେ, ଯେଉଁ ସମୟରେ ସମଗ୍ର ଦେଶ ନେତାଜୀ ସୁଭାଷ
Read More...

କବିତା : ମୁଣ୍ଡ

ଏଲି ମହାନ୍ତି ମୁଣ୍ଡ ଗଢିବାକୁମୁଣ୍ଡ ଦରକାର । ମୁଣ୍ଡ କାଟିବାକୁମୁଣ୍ଡ ଦରକାର । ମୁଣ୍ଡ ବିକିଥିବା ଲୋକସାରା ରାତି ଛଟପଟ, ମୁଣ୍ଡ କିଣିଥିବା ଲୋକର ସ୍ୱପ୍ନରେକଟା ମୁଣ୍ଡର ଉତ୍ପାତ ! ସାରା ସଂସାରରେ ଭରି ଯାଇଛି ମୁଣ୍ଡଭୁଇଁରୁ ଗଜୁରି ଉଠୁଛି ମୁଣ୍ଡମାଗୁଛି ପରିଚୟ ଦିଅ,ଗଛରୁ
Read More...

ଛତିଶଗଡରେ ହୁକା ବାର୍‌ ବନ୍ଦ ହେବ : କେବଳ ରାଷ୍ଟ୍ରପତିଙ୍କ ଅନୁମୋଦନ ବାକି

ରାୟପୁର : ଛତିଶଗଡର ଭୂପେଶ ବାଗେଲ ସରକାର ରାଜ୍ୟରେ ମଦ ବଂଦ ପ୍ରତିଶ୍ରୁତି ଏପର୍ଯ୍ୟନ୍ତ ପୂରଣ କରିନାହାଁନ୍ତି । କିନ୍ତୁ ଆଗାମୀ ଦିନରେ ଛତିଶଗଡରେ ହୁକା ବାର ବନ୍ଦ ହେବାକୁ ଯାଉଛି । ବାସ୍ତବରେ ରାଜ୍ୟରେ ହୁକା ବାର୍ ବ୍ୟବସାୟକୁ ଅପରାଧ ବିବେଚନା କରିବା ପାଇଁ ରାଜ୍ୟପାଳ ଅନୁସୁୟା ଉଇକେ ଏକ
Read More...

ସମ୍ପୂର୍ଣ୍ଣ ମଦ ନିଷେଧ ପ୍ରତିଶୃତି ବାଘେଲ ସରକାରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି : ବଡ ଆନ୍ଦୋଳନ ପାଇଁ…

ରାୟପୁର : ଛତିଶଗଡର ଭୂପେଶ ସରକାର ତାଙ୍କ ତିନି ବର୍ଷ କାର୍ଯ୍ୟକାଳ ଶେଷ କରିବା ପରେ ମଧ୍ୟ ମଦ ସମ୍ପୂର୍ଣ୍ଣ ନିଷେଧ କରିପାରି ନାହାଁନ୍ତି । ମଦ ନିଷେଧର ପ୍ରତିଶ୍ରୁତି ପୂରଣ ନକରିବାରୁ ବର୍ତ୍ତମାନ କଂଗ୍ରେସ ସରକାର ବିରୋଧୀଙ୍କ ଟାର୍ଗେଟରେ ଅଛନ୍ତି । ମଦ ନିଷେଧ ପ୍ରସଙ୍ଗରେ ବିଜେପି ବର୍ତ୍ତମାନ
Read More...

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଇଥିବା ମାର୍ଗଦର୍ଶିକା ପାଳନ କରନ୍ତୁ ଓ ସୁରକ୍ଷିତ ରୁହନ୍ତୁ

ଭୁବନେଶ୍ୱର : କରୋନା ସଂକ୍ରମିତ ବ୍ୟକ୍ତି ଯଦି ଗୃହ ସଙ୍ଗରୋଧରେ ଅଛନ୍ତି, ତେବେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଇଥିବା ମାର୍ଗଦର୍ଶିକା ପାଳନ କରନ୍ତୁ । ଏହା ଦ୍ୱାରା ସଂକ୍ରମିତ ନିଜେ ସୁରକ୍ଷିତ ରହିବା ସହ ତାଙ୍କ ଆଖପାଖ ଲୋକ ମଧ୍ୟ ସୁରକ୍ଷିତ ରହିବେ । ସଚେତନ ହୁଅନ୍ତୁ ଓ ସୁରକ୍ଷିତ
Read More...

ବୁର୍ଡ। ପଞ୍ଚାୟତରୁ ସରପଞ୍ଚ ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ

ଲୋଇସିଂହା, (କେପିଏନ୍‌ଏସ୍‌) : ଚଳିତ ଥର ଲୋଇସିଂହା ବ୍ଳକ ବୁର୍ଡ। ଗ୍ରାମ ପଂଚାୟତର ସରପଞ୍ଚ ପଦବୀ ସାଧାରଣ ବର୍ଗର ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ରହିଛି । ଆଉ ଏହି ପଦବୀ ସକାଶେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ରେବତୀକାନ୍ତ ସାହୁ । ସରକାରୀ ଚାକିରୀରେ
Read More...