Daily Archives

ବୈଦ୍ୟ ସଂଯୋଜନା କମିଟିର ବନୌଷଧୀ ଅନ୍ୱେଷଣ କାର୍ଯ୍ୟକ୍ରମ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲାର ଜିଲ୍ଲାସ୍ତରୀୟ ବୈଦ୍ୟ ସଂଯୋଜନା କମିଟି ତରଫରୁ ବଜ୍ରଗଡ଼ ଜଙ୍ଗଲରେ ବନୌଷଧୀ ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପଲମ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ଆୟୁଷ ଚିକିତ୍ସାଧୀକାରୀ ଡ଼ାକ୍ତର ରାଜେଶ କୁମାର ସାହୁ
Read More...

ମଝା ଦାଁଡେ଼ ଖଦିଆ ଖୁଚି ଫେର୍‌ ଠାଡ଼୍‌ ହେଇଛେ କରୋନା : ଥାବେ ରହ ହୋ’ ଗାଁ ମାଁର୍‌ ଲୁକେ, ଆଏଜ୍‌ ଗୁଟେ ଦିନେ ୯୯…

ବଲାଙ୍ଗିର, (କେପିଏନ୍‌ଏସ୍‌) : ମଝା ଦାଁଡେ଼ ଖଦିଆ ଖୁଚି ଫେର୍‌ ଠାଡ଼୍‌ ହେଇଛେ କରୋନା । ଥାବେ ରହ ହୋ’ ଗାଁ ମାଁର୍‌ ଲୁକେ । ଆଏଜ୍‌ ଗୁଟେ ଦିନେ ୯୯ ଝନ୍‌କେ ଟାମ୍‌ଡ଼ି ଦେଇଛେ । ଅମାନ୍ତି କରୋନା କେ ଛେଁକ୍‌ବାର୍‌ ଲାଗି ବଲାଙ୍ଗିର ଜିଲ୍ଲା ପ୍ରଶାସନ ବି ଅଁଟା ବର୍‌କସ୍‌ କରି ଠିଆ ହେଇଛେ ।
Read More...

ରାସ୍ତା ମରାମତ୍ତି ନମନ୍ତେ ଏସ୍‌ଏଚ୍‌ଜି ମହିଳାଙ୍କ ଦାବୀ

ତୁରେକେଲା, (କୈଳାଶ ସଗ୍ରିଆ) : ହଲନଭଟା ଗ୍ରା.ପ.ଅନ୍ତର୍ଗତ କୁଶପାଲିରୁ ଲାଠୋରକୁ ଯିବା ରାସ୍ତା ଓ କୁଶପାଲିରୁ ହଲନଭଟା ଯିବାକୁ ଏବଂ କୁଶପାଲିରୁ ବରିଆଲିକୁ ରାସ୍ତାର ଅବସ୍‌ସ୍ଥା ଅତି ଶୋଜଦୀୟ ହୋଇପଡିଛି । ସୂୁନା ଅଦୁସାରେ ପ୍ରାୟ ଆଠ ବର୍ଷ ହେବ ରାସ୍ତା ମରାମତି ହୋଇ ନାହିଁ ରାସ୍ତାର ଗେଠି
Read More...

କଣ୍ଟାବାଞ୍ଜି ମହିଳା ଡିଗ୍ରୀ କଲେଜରେ ଆଲୋଚନାଚକ୍ର ଅନୁଷ୍ଠିତ

କଣ୍ଟାବାଞ୍ଜି, (ମନୀଷ କୁମାର ହଂସ) : କଣ୍ଟାବାଞ୍ଜି ମହିଳା ଡିଗ୍ରୀ କଲେଜ ପରିସରରେ ‘ଅର୍ଥନୈତିକ ଭବିଷ୍ୟତ ଓ କୋଭିଡ-୧୯’ ଶୀର୍ଷକ ଉପରେ ଏକ ଜାତୀୟ ଆଭାସୀ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଗୌତମ ମହାନ୍ତିଙ୍କ ଅଧ୍ୟକ୍ଷତା ଓ ଅଧ୍ୟାପକ ପ୍ରିୟବତ ଦେହୁରୀଙ୍କ ସଂଯୋଜନାରେ ଅନୁଷ୍ଠିତ
Read More...

ସ୍ୱାଧୀନତା ପରବତ୍ତୀ ଓଡ଼ିଆ କବିତାର ଧରା ଓ ଧାରା ଶୀର୍ଷକରେ ସମ୍ପାନ ଆୟୋଜିତ

କଣ୍ଟାବାଞ୍ଜି, (ମନୀଷ କୁମାର ହଂସ) : ସ୍ୱାଧୀନତା ପରବତ୍ତୀ ଓଡ଼ିଆ କବିତାର ଧରା ଓ ଧାରା ଶୀର୍ଷକରେ କଣ୍ଟାବାଞ୍ଜି ଡିଗ୍ରୀ କଲେଜର ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ଏକ ସମ୍ପାନ ଆୟୋଜିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କଲେଜ ଅଧକ୍ଷ ସତ୍ୟବ୍ରତ ମିଶ୍ର ଯୋଗ
Read More...

ତୃତୀୟ ଲହର ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ରାଜ୍ୟ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସାଧାରଣ ଜନତାଙ୍କ ସ୍ୱାର୍ଥରେ ଏବଂ କୋଭିଡ-୧୯କୁ ନିୟନ୍ତ୍ରଣ କରିବା ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛି । କୋଭିତ-୧୯ ପଜିଟିଭ୍‌ କେଶର ପୁନରୁଥାନ ଏବଂ ଦେଶ ଓ ରାଜ୍ୟ ତଥା ଜିଲ୍ଲା ଗୁଡ଼ିକର ବିଭିନ୍ନ
Read More...

କାଳ ହେଲା ଅଜଣା ମୋବାଇଲ ଆପ୍‌ ଡାଉନ୍‌ଲୋଡ଼୍ : ୪ ଲକ୍ଷ ୪୨ ହଜାର ଲୁଟି ନେଲେ ଠକ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କାଳ ହେଲା ଅଜଣା ମୋବାଇଲ ଆପ୍‌ ଡାଉନ୍‌ଲୋଡ଼୍ । ପ୍ଲେ’ ଷ୍ଟୋର୍‌ରୁ ଫ୍ୟାମିଲି ଲୋନ୍‌ ଆପ୍‌ ଡାଉନ୍‌ଲୋଡ଼୍‌ କରି ଜଣେ ଯୁକ୍ତ ଦୁଇ ଛାତ୍ର ଋଣ ଆଶାରେ ସାଇବର ଠକେଇର ଶିକାର ହୋଇଥିବା ଅଭିଯୋଗ ହୋଇଛି । ନିଜ ଆକାଉଣ୍ଟ ସମେତ ବାପା ଓ ମାଆଙ୍କ
Read More...

ସାଇ ମନ୍ଦିର ତରଫରୁ ଶୀତ ବସ୍ତ୍ର ବଣ୍ଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସାଇ ମନ୍ଦିର ଛିନ୍ଦେଇକେଲା ତରଫରୁ ଶୀତ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅସହାୟ ବୃଦ୍ଧ ବୃଦ୍ଧାମାନଙ୍କୁ ସାଇ ପ୍ରେମୀ ଭାଇ ଭଉଣୀମାନେ ଘର ଘର ବୁଲି କମ୍ବଳ ବଣ୍ଟନ କରିଥିଲେ । ଜାମସେଠର ଅମୁଲ୍ୟ ପଟ୍ଟନାୟକ, ପ୍ରଦୀପ୍ତ ସାହୁ,
Read More...

କାର୍ତ୍ତିକ ବ୍ରତୀମାନଙ୍କ ବନ୍ଧୁ ମିଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଳକ ଅନ୍ତର୍ଗତ ଗୁଦେରପାଲି ଗାଁର କର୍ନିମାଲଠାରେ କାର୍ତ୍ତିକ ବ୍ରତୀ ଭକ୍ତିମାନଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରେଣୁକା ଦେବତାଙ୍କ ଆନୁକୂଲ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୁରାଣ ପାଠ ସହ ସଂକିର୍ତନ
Read More...

ଗତ ୨୪ ଘଂଟାରେ ୪୭୧୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୪୭୧୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୪୧୬ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୬୧୧୭ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୭୫୫ ଜଣ
Read More...