Daily Archives

ପ୍ରଧାନ ଶିକ୍ଷକଙ୍କ ବଦଳି ବାତିଲ ପ୍ରତିବାଦରେ କନଗାଁ ସ୍କୁଲ ସମ୍ମୁଖରେ ଅଭିଭାବକଙ୍କ ଧାରଣା

ପାଟଣାଗଡ଼, (ଗୋରେଖନାଥ ବରିହା) : ଖପ୍ରାଖୋଲ ବ୍ଲକ ପଡିଆବାହାଲ ପଂଚାୟତ କନଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ବଦଳି ପ୍ରତିବାଦରେ ସୋମବାର ଅଭିଭାବକମାନେ ବିଦ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ସୂଚନା ଅନୁସାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୋତିଲାଲ ତାଣ୍ଡିଙ୍କୁ ଅନ୍ୟତ୍ର ବଦଳି
Read More...

ପ୍ରଥମ ଗ୍ଲୋବାଲ୍‌ ଭର୍ଚୁଆଲ୍‌ ଅନ୍ତର୍ଜାତୀୟ ଟାଇକୋଣ୍ଡୋ ପ୍ରତିଯୋଗିତା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରଥମ ଗ୍ଲୋବାଲ୍‌ ଭର୍ଚୁଆଲ୍‌ ଅନ୍ତର୍ଜାତୀୟ ଟାଇକୋଣ୍ଡୋ ପ୍ରତିଯୋଗିତା ଅନ୍‌ଲାଇନ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା । ସେଥିରେ ଗଞ୍ଜାମ ଜିଲ୍ଲାକୁ ଅନେକ ସଫଳତା ମିଳିଛି । ଏହି ପ୍ରତିଯୋଗିତା ଓଡ଼ିଶା ଟାଇକୋଣ୍ଡୋ ସଂଘ (ପୁରୀ) ଏବଂ ଭାରତ ଥାଇଲାଣ୍ଡ
Read More...

ବାଲ୍ୟ ବିବାହ ମୁକ୍ତ ଜିଲ୍ଲା ଭାବେ ଗଞ୍ଜାମ ଜିଲ୍ଲା ଘୋଷିତ

• କୋଉଠି ଯଦି ବାଲ୍ୟ ବିବାହ ହେଉଥିବା ଖବର ଦେଲେ ଉକ୍ତ ବ୍ୟକ୍ତିଙ୍କୁ ପଚାଶ ହଜାର ଟଙ୍କା ପୁରସ୍କାର ଦିଆଯିବ - ଜିଲ୍ଲାପାଳ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାକୁ ବାଲ୍ୟବିବାହ ମୁକ୍ତ ଜିଲ୍ଲା ଭାବେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୋମବାର
Read More...

ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ଜଣଙ୍କ ପ୍ରାଣ ନେଇଛି କରୋନା

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ଜଣଙ୍କ ପ୍ରାଣ ନେଇଛି କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୪୬୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
Read More...

ବଲାଙ୍ଗିର ଭୀମଭୋଇ ମେଡିକାଲ ହସ୍ପିଟାଲ ଠାରେ ୧୫ରୁ ୧୮ ବର୍ଷ ପିଲାଙ୍କ ଟୀକାକରଣ ଆରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ଗତ ଜାନୁଆରୀ ୧ ତାରିଖ ଠାରୁ ସାରାରାଜ୍ୟରେ ୧୫ରୁ ୧୮ ବର୍ଷ ପିଲାଙ୍କ ଟୀକାକରଣ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ପରିସରରେ ଟୀକାକରଣର ଶୁଭାରମ୍ଭ ଇନ ଚାର୍ଚ୍ଚ ଜିଲ୍ଲାମୁଖ୍ୟ
Read More...

କୌଶଲ୍ୟା ଫାଉଣ୍ଡେସନ ତରଫରୁ ସେବା ସପ୍ତାହ ପାଳନ ଅବସରରେ ଶୀତବସ୍ତ୍ର ବଣ୍ଟନ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକ ଚଙ୍ଗରିଆ ପଞ୍ଚାୟତ ରେଙ୍ଗାଲଜୁରୀର କୌଶଲ୍ୟା ଫାଉଣ୍ଡେସନ ଓଟିଏସଏ ପାଟଣାଗଡ଼ ଏସବିଆଇ ଓ ଉତ୍କଳ ଗ୍ରାମୀଣ କିଓସ୍କୋ ବ୍ୟାଙ୍କିଙ୍ଗ ସେବା କେନ୍ଦ୍ର ଆନୁକୂଲ୍ୟରେ ନୂତନ ବର୍ଷ ପାଳନ ଅବସରରେ ଆରମ୍ଭ କରାଯାଇଥିବା ଶୀତବସ୍ତ୍ର
Read More...

ଗତ ୨୪ ଘଂଟାରେ ୬୮୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୬୮୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୧୧୯ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୮୮୮ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୯୭ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...

ଯୁବ କଳାକାର ଅମିୟ ପ୍ରଧାନଙ୍କ ଦେହାନ୍ତ

ତୁଷୁରା, (କେପିଏନ୍‌ଏସ୍‌) : ତୁଷୁରା ରାମଲୀଳାରେ ବୀରବାହୁ ଭୂମିକାରେ ଅଭିନୟ କରି ବିଶେଷ ସୁନାମ ଅର୍ଜନ କରିଥିବା ଅମିୟ ପ୍ରଧାନ(୩୪)ଙ୍କ ଦେହାନ୍ତ ସାରା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ଗୁଡଭେଲା ବ୍ଲକରେ ଫାର୍ମାସିଷ୍ଟ ଭାବରେ କାର୍ଯ୍ୟରତ ଅମିୟଙ୍କ ଶେଷ ସମୟରେ ତାଙ୍କ ପାଖରେ ତାଙ୍କ
Read More...

ପାଖେଇ ଆସୁଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସଶସ୍ତ୍ର ଆଦିବାସୀ ମେଳି ପ୍ରଭାବିତ କରିପାରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପାଖେଇ ଆସୁଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ସର୍‌ଗରମ୍‌ ହେଉଛି ଗ୍ରାମାଂଚଳ । ନିଜ ନିଜ ସ୍ଥିତି ବଳିଷ୍ଠ କରିବାରେ ଅଂଟା ଭିଡ଼ିଲେଣି ବିଭିନ୍ନ ରାଜନୈତିକ ଦଳ । ଠିକ୍‌ ଏତିକି ବେଳେ ବଲାଙ୍ଗିର ସହରରେ ବିଶାଳ ସଶସ୍ତ୍ର ଆଦିବାସୀ ମେଳିି ଦେଖିବାକୁ ମିଳିଛି
Read More...

କନିଷ୍ଠ ଶିକ୍ଷକଙ୍କର ୫୦ ପ୍ରତିଶତ ଦରମା ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଦୀର୍ଘଦିନରୁ ଦାବୀ ହୋଇ ଆସୁଥିବା ଓଡିଶାରେ ବିଭିନ୍ନ ଜିଲ୍ଲାରେ କାର୍ଯ୍ୟରତ ୧୧୦୦୦ କନିଷ୍ଠ ଶିକ୍ଷକଙ୍କର ୫୦ ପ୍ରତିଶତ ଦରମା ବୃଦ୍ଧି କରିଥିବାରୁ ଓଡିଶା କନିଷ୍ଠ ଶିକ୍ଷକ ସଂଘର ରାଜ୍ୟସଭାପତି ଅକ୍ଷୟ କୁମାର ପାଢୀ, ରାଜ୍ୟ ସମ୍ପାଦକ ନେତ୍ରାନନ୍ଦ ପଧାନ ଓ
Read More...