Daily Archives

ବୃଦ୍ଧାଙ୍କ ସ୍ୱାସ୍ଥ୍ୟପରୀକ୍ଷା କରାଇ ବୃଦ୍ଧାଶ୍ରମରେ ଆଶ୍ରୟ ଦିଆଗଲା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଜଣେ ଅସହାୟ ବୃଦ୍ଧାଙ୍କୁ ମୁମୁର୍ଷୁ ଅବସ୍ଥାରେ ଛତ୍ରପୁର ରେଳଷ୍ଟେସନ ଅଞ୍ଚଳର ଲିଲି ଦାସ ନାମ୍ନୀ ଜଣେ ମହିଳା ଛତ୍ରପୁର ବସଷ୍ଟାଣ୍ଡ ନିକଟରେ ଦେଖି ତାଙ୍କୁ ଗଞ୍ଜାମ ଜିଲ୍ଲା ଛତ୍ରପୁର ମୁଖ୍ୟ ହସ୍ପିଟାଲକୁ ଆଣି ଭର୍ତ୍ତି କରିଥିଲେ । ସୂଚନା ଅନୁସାରେ
Read More...

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ : ଭୁବନେଶ୍ୱର ଏକାମ୍ର ଅଞ୍ଚଳରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱରା ୧୦୩ କୋଟି ଟଙ୍କା ପ୍ରକଳ୍ପର…

ପୁରୁଣା ଭୁବନେଶ୍ୱରରେ ୨୪ ଘଣ୍ଟିଆ ଡ୍ରିଙ୍କ ଫ୍ରମ୍ ଟ୍ୟାପ, ଓ ଧଉଳି ଶାନ୍ତିସ୍ତୂପର ପୁନରୁଦ୍ଧାର ଆଦି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ସହିତ ୧୩ଟି ପ୍ରକଳ୍ପର ଶୁଭାରମ୍ଭଏକାମ୍ର ଅଞ୍ଚଳର ବିକାଶ ଭୁବନେଶ୍ବରର ଗରିମାକୁ ଆହୁରି ବୃଦ୍ଧି କରିବ : ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର, (କେପିଏନ୍‌ଏସ୍‌) :
Read More...

ଓରମାସ୍‌ ତରଫରୁ ଜାତୀୟସ୍ତରୀୟ ଶିଶିର ସରସ ମେଳା ଆୟୋଜିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପଂଚାୟତିରାଜ ଓ ପାନୀୟଜଳ ବିଭାଗ ଅଧୀନସ୍ଥ ଓଡିଶା ଗ୍ରାମୀଣ ବିକାଶ ଏବଂ ମାର୍କେଟିଂ ସୋସାଇଟି (ଓରମାସ୍‌) ତରଫରୁ ଆୟୋଜିତ ଜାତୀୟସ୍ତରୀୟ ଶିଶିର ସରସ ମେଳା ଗତକାଲି ଠାରୁ ଆରମ୍ଭ ହୋଇଯାଇଛି । ପ୍ରତ୍ୟେକ ବର୍ଷ ଆୟୋଜିତ ହେଉଥିବା ଏହି ମେଳା ରାଜ୍ୟ ସରକାରଙ୍କର
Read More...

୧୫-୧୮ ବର୍ଷ ବୟସ୍କ ପିଲାଙ୍କ ଟିକାକରଣ ଏବଂ ଦୁର୍ବଳ ବର୍ଗଙ୍କୁ ପ୍ରତିଷେଧକ ଡୋଜ୍‌ ଆରମ୍ଭ କରାଯିବ : ରାଜ୍ୟ ଓ କେନ୍ଦ୍ର…

• ୧୫-୧୮ ବର୍ଷ ବୟସ୍କଙ୍କ ଟିକାକରଣ ୩ ଜାନୁଆରୀ, ୨୦୨୨ ଠାରୁ ଆରମ୍ଭ ହେବ; ୧୦ ଜାନୁଆରୀ ଠାରୁ ସ୍ୱାସ୍ଥ୍ୟସେବା କର୍ମଚାରୀ, ସମ୍ମୁଖ ଯୋଦ୍ଧା ଏବଂ ବିଭିନ୍ନ ବ୍ୟାଧିରେ ପୀଡ଼ିତ ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ସମୁଦାୟଙ୍କ ପାଇଁ ପ୍ରତିଷେଧକ ଡୋଜ୍‌ ଦିଆଯିବା ଆରମ୍ଭ କରାଯିବ• ବିଭିନ୍ନ ରୋଗରେ
Read More...

ବଲାଙ୍ଗିର ବିଇଓଙ୍କ କାର୍ଯ୍ୟାଳୟ ପରିସରରେ ଶାଗୁଆନ ଗଛ କାଟିଲା କିଏ : ଖୋଜୁଛି ଜଂଗଲ ବିଭାଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବିଇଓଙ୍କ କାର୍ଯ୍ୟାଳୟ ପରିସରରୁ ଶାଗୁଆନ ଗଛ କିଏ କାଟିଛି, ଏବେ ବଲାଙ୍ଗିର ଜଂଗଲ ବିଭାଗ ତନାଘନା ତଦନ୍ତ ଆରମ୍ଭ କରିଛି । ଏଥିରେ ବିଇଓଙ୍କ ସଂପୃକ୍ତି ରହିଛି ନା’ ଅନ୍ୟ କୌଣସି ବିଭାଗୀୟ କର୍ମଚାରୀଙ୍କ ହାତ ଅଛି, ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି
Read More...

ଆଇଆଇଟି କାନପୁରର ୫୪ତମ ସମାବର୍ତ୍ତନ ସମାରୋହରେ ଯୋଗେଦେଲେ ପ୍ରଧାନମନ୍ତ୍ରୀ

● ପ୍ରଦାନ କଲେ ସାମୁହିକ ଡିଜିଟାଲ ସ୍ନାତକ ଉପାଧି● “ଆଜି ଦେଶର ଭାବନା ଓ ମନୋଭାବ ଆପଣମାନଙ୍କ ଭଳି ଆଗରୁ ଯେତେବେଳେ ଭାବନା ଉପର ଠାଉରିଆ କାମ ଭଳି ଥିଲା, ଆଜିର ଚିନ୍ତାଧାରା କାର୍ଯ୍ୟ ଓ ଫଳ ପ୍ରଦାନକାରୀ ଭିତ୍ତିକ”● “ଦେଶ ଅନେକ ସମୟ ହରାଉଛି । ଏହା ମଧ୍ୟରେ ଦୁଇଟି ବଂଶାନୁକ୍ରମିକ ସମୟ
Read More...

ଦେଓଗାଁ ସୁନା ବ୍ୟବସାୟୀ ହତ୍ୟା ମାମଲା : ଏଯାଏଁ ଧରାପଡିନାହିିଁ ହତ୍ୟାକାରୀ

ଦେଓଗାଁ, (ମନିଷ କୁମାର ସାହୁ) : ଦେଓଗାଁ ଥାନା ହାତୀସରା ଗାଁର ସୁନା ବ୍ୟବସାୟୀ ଗଜାନନ ମେହେର ଗତ ତା୫।୧୧।୨୦୨୦ରିଖ ଶୁକ୍ରବାର ଦିନ ସକାଳ ସାଢ଼େ ୮ଟା ସମୟରେ ତାଙ୍କ ମା'କୁ ପାଟଣାଗଡ଼ ଯାଉଥିବା କହି ଯାଇଥିଲେ । ସେହି ଦିନ ସନ୍ଧ୍ୟା ସୁଦ୍ଧା ଆସି ନ ଥିବାରୁ ପରିବାର ଲୋକେ ସନ୍ଦେହରେ ରହିଥିଲେ
Read More...

ବ୍ଳକସ୍ତରୀୟ ଖେଳ ପ୍ରତିଯୋଗିତା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଖାସବାହାଲ ଗ୍ରାମର ସ୍ଥାନୀୟ ଖେଳ ପଡିଆଠାରେ ଭାରତ ସରକାରଙ୍କ ଯୁବ ଓ କ୍ରୀଡା ବିଭାଗ ଦ୍ଵାରା ପରିଚାଳିତ ନେହେରୁ ଯୁବ କେନ୍ଦ୍ର ବଲାଙ୍ଗିର ଓ ଜଡେନ ଯୁବକ ସଂଘ ଖାସବାହାଲ ପକ୍ଷରୁ ଅନୁଷ୍ଠିତ ହୋଇଥିବା ବ୍ଳକ ସ୍ତରୀୟ ଖେଳ
Read More...

କୁଷ୍ଠାଶ୍ରମରେ ଖ୍ରୀଷ୍ଟମାସ ପାଳନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ବ୍ଲକ ଅନ୍ତର୍ଗତ ଜମୁର୍ଡା କୁଷ୍ଠାଶ୍ରମଠାରେ ରନ୍ ଫର ଖ୍ରୀଷ୍ଟ ପକ୍ଷରୁ ଖ୍ରୀଷ୍ଟମାସ ପାଳିତ ହୋଇଯାଇଛି । ମୁଖ୍ୟ ବକ୍ତା ଭାବେ ବରଗଡ଼ ସ୍ଥିତ ବେଥେସଦା ପ୍ରେୟାର ମିନିଷ୍ଟ୍ରି ଫାଉଣ୍ଡେସନ ଓ ଚ୍ୟାରିଟେବୁଲ ଟ୍ରଷ୍ଟର ନିର୍ଦ୍ଦେଶକ ଆଚାର୍ଯ୍ୟ ଡ଼ଃ
Read More...

କ୍ରିଷ୍ଣା କପ୍ : ଉପରବାହାଲ-ବାଟତେରମା ଫାଇନାଲରେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ମହୁଲପାଲି ସ୍କୁଲ ପଡ଼ିଆରେ କେ.ସି.ସି. ଦ୍ଵାରା ଆୟୋଜିତ ୨୦ତମ କ୍ରିଷ୍ଣା କପ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟର ପଞ୍ଚମ ଦିନ ପ୍ରଥମ ସେମି ଫାଇନାଲ ମ୍ୟାଚରେ ଉପରବାହାଲ ଦଳ ଖଲାବାହାଲ ଦଳକୁ ହରାଇ ଏବଂ ଦ୍ବିତୀୟ ସେମି ଫାଇନାଲ ମ୍ୟାଚରେ
Read More...