Daily Archives

ସୁଲକ୍ଷଣଦେବୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭିଭାବକ ବୈଠକ ଅନୁଷ୍ଠିତ

ଢେଙ୍କାନାଳ, (ତାପସ ଦାସ) : ସୁଲକ୍ଷଣଦେବୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଗତକାଲି ସାଧାରଣ ଶିକ୍ଷକ ଓ ଅଭିଭାବକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପିଲାମାନଙ୍କର ଶିକ୍ଷା ଓ ପରୀକ୍ଷା ନିମନ୍ତେ ସରକାରଙ୍କର ଗାଇଡ଼୍‌ ଲାଇନ୍‌ ଅନୁସାରେ ପାଠପଢ଼ା କିପରି ପରିଚାଳିତ ବିଷୟରେ ଆଲୋଚନା କରାଯାଇଥିଲା ।
Read More...

ନାଧରା ଗ୍ରାମରେ ଶୋଭା ତରଫରୁ ମାଗଣା ସାସ୍ଥ୍ୟମେଳା

ଢେଙ୍କାନାଳ, (ତାପସ ଦାସ) : ନବଭାରତ ଭେଞ୍ଚରସ୍ ଲିମିଟେଡ୍ ସହାୟତାରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଶୋଭା ପକ୍ଷରୁ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ନାଧରା ଗ୍ରାମର ସତ୍ୟମ୍ ଶିବମ୍ ସୁନ୍ଦରମ୍ ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ତା.୧୧/୧୨/୨୦୨୧ ରିଖରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ମୁଖ୍ୟ
Read More...

ଖରିଦପିପଳ ଗ୍ରାମ ପଞ୍ଚାୟତରେ ପୁଷ୍ଟି ମହୋତ୍ସବ

ଭୋଗରାଇ, (ଶିବନାରାୟଣ ପାତ୍ର) : ଓଡ଼ିଶା ଜୀବିକା ମିସନ ଓ ମିଶନ ଶକ୍ତି ବିଭାଗ ତରଫରୁ ଖରିଦପିପଳ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପୁଷ୍ଟି ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସମାଜସେବୀ ତଥା ଦହମୁଣ୍ଡା ନୋଡାଲ ଉଚ୍ଚ ବିଦ୍ୟାଳୟ ଛାତ୍ର ସଂସଦର
Read More...