Daily Archives

ବିଡିଓ ସରପଞ୍ଚ ବିବାଦ ଯୋଗୁଁ ୪ ମାସ ହେଲା ମନରେଗାର ୬ଲକ୍ଷ ଟଙ୍କା ଶ୍ରମିକ ପାଉଣା ବାକି : ବିଡିଓ ଅସହାୟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ ସେପ୍ଟେମ୍ବର ମାସରୁ ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ଭଣ୍ତାରପୁରୀ ଗ୍ରାମ ପଞ୍ଚାୟତର କୁକ୍ରୀପାଲି ଓ କେଉଁଦାଦାର ଗ୍ରାମର ପ୍ରାୟ ୧୫୦ରୁ ଅଧିକ ଶ୍ରମିକ ମନରେଗା ଯୋଜନାରେ କାର୍ଯ୍ୟ କରିଥିଲେ ସୁଦ୍ଧା ୪ ମାସ ବିତି ଯାଇଥିଲେ ମଧ୍ୟ ୬ ଲକ୍ଷ ଟଙ୍କା
Read More...

ଟିଟିଲାଗଡ ଡିଏଭି କଲେଜରେ ଏକ ପୂର୍ଣ୍ଣାଙ୍ଗ ଆଲୁମିନି କମିଟି ଗଠନ ପାଇଁ ଟିଟିଲାଗଡ ବିକାଶ ସେନାର ଦାବୀପତ୍ର ପ୍ରଦାନ

ଟିଟିଲାଗଡ, (ଅଜିତ କୁମାର ସାହୁ) : ପଶ୍ଚିମ ଓଡିଶାର ଏକ ପ୍ରମୁଖ ତଥା ପୁରାତନ ଶିକ୍ଷାନୁଷ୍ଠାନ ହେଉଛି ବଲାଙ୍ଗିର ଜିଲ୍ଲା ଟିଟିଲାଗଡର ଡିଏଭି ସ୍ଵୟଂଶାସିତ କଲେଜ । ୧୯୬୮ ମସିହାରେ ସ୍ଥାପିତ ଏହି କଲେଜ ବର୍ତ୍ତମାନ ୫୩ ବର୍ଷ ପୂରଣ କରିସାରିଛି । ସମାଜର ବହୁ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ଏହି
Read More...

ଦିଗପହଣ୍ଡିରେ ପ୍ରବଳ ବର୍ଷାରେ ସହର ଓ ଗ୍ରାମାଞ୍ଚଳ ବେହାଲ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଧାନସଭାର ବାଚସ୍ପତିଙ୍କ ନିର୍ବାଚନମଣ୍ଡଳୀ (ସୂର୍ଯ୍ୟନାରାୟଣ ପାତ୍ର)ଙ୍କ ଅଞ୍ଚଳ ଦିଗପହଣ୍ଡି ସହରରେ ଗୁରୁବାର ଦିନ ପ୍ରତ୍ୟୁଷରୁ ମଧ୍ୟାହ୍ନ ୧୨ଘଣ୍ଟା ଯାଏଁ ପ୍ରବଳବର୍ଷା ହୋଇ ଦିଗପହଣ୍ଡି ସହର ବେହାଲ ହୋଇଯାଇଛି । ବାତ୍ୟା ଜୱାଦରେ ବ୍ୟାପକ ଫସଲ
Read More...

ଗଞ୍ଜାମ ଜିଲ୍ଲାରେ ଉଭୟ ସମୁଦ୍ର ଓ ଋଷିକୁଲ୍ୟା ନଦୀର ବାଲି ଚୋରାଚାଲାଣ ହେଉଥିବା ଅଭିଯୋଗ

ଜିଲ୍ଲା ପ୍ରଶାସନକୁ ଦାୟୀ କରିଛନ୍ତି ବିଜେପି ରାଜ୍ୟନେତା ପ୍ରଶାନ୍ତ କର ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ଉଭୟ ସମୁଦ୍ର ଓ ଋଷିକୁଲ୍ୟା ନଦୀର ବାଲି ଚୋରା ଚାଲାଣ ହେବାରେ ଲାଗିଛି । ଏହି ଚୋରା ଚାଲାଣରେ ବିଜେଡି ଦଳର ନେତାମାନେ ସଂପୃକ୍ତ ଥିବା ଛତ୍ରପୁର ଭାଜପା
Read More...

ଦୁଇ ଅସହାୟ ବୃଦ୍ଧାଙ୍କୁ ମିଳିବ ରାସନ କାର୍ଡ

କଣ୍ଟାମାଲ, (ବଂଶୀଧର ମାଝୀ) : କଣ୍ଟାମାଲ ବ୍ଲକ ବରଗାଁ ପଞ୍ଚାୟତ ଅନ୍ତର୍ଗତ ଗୌରୀ ବେଙ୍ଗସ ଗ୍ରାମର ଉଷା ନାଏକ ଓ ଅତୁର ନାଏକ ଅତି ଗରିବ ଶ୍ରେଣୀର । ଏବେ ମଧ୍ୟ ସେମାନେ ରାସନ କାର୍ଡ ପାଇବାରୁ ବଞ୍ଚିତ । ସରକାର ଖାଦ୍ୟ ସୁରକ୍ଷା ଯୋଜନାରେ ଗରିବ ପରିବାରକୁ ୧ ଟଙ୍କା ଦରରେ ମୁଣ୍ଡପିଛା ୫କେଜି
Read More...

ଚପର୍ ଦୁର୍ଘଟଣା : ପ୍ରତିରକ୍ଷା ମନ୍ତ୍ରୀ ସଂସଦରେ ପୂରା ଘଟଣାକ୍ରମ ବଖାଣିଲେ, କହିଲେ – ତ୍ରିସ୍ତରୀୟ ତଦନ୍ତ…

ନୂଆଦିଲ୍ଲୀ : ତାମିଲନାଡୁର କୁନୁରରେ ଏମ୍‌ଆଇ -୧୭ ଦୁର୍ଘଟଣାରେ ଦେଶର ପ୍ରଥମ ସିଡିସି ଜେନେରାଲ ବିପିନ ରାୱତଙ୍କର ମୃତ୍ୟୁ ଘଟିଛି । ଏହା ବ୍ୟତୀତ ତାଙ୍କ ପତ୍ନୀ ମଧୁଲିକାଙ୍କ ସମେତ ୧୨ ଜଣ ମଧ୍ୟ ପ୍ରାଣ ହରାଇଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗୁରୁବାର ସଂସଦର ଉଭୟ ଗୃହରେ ଏକ
Read More...

ଦିଲ୍ଲୀର ରୋହିଣୀ କୋର୍ଟରେ ବିସ୍ଫୋରଣ : ଜଣେ ପୋଲିସ କର୍ମଚାରୀ ଆହତ, ଘଟଣାସ୍ଥଳରୁ ଆଇଇଡି ଏବଂ ଟିଫିନ୍ ଉଦ୍ଧାର

ନୂଆଦିଲ୍ଲୀ : ଆଜି ପୂର୍ବାହ୍ନ ସମୟରେ ଦିଲ୍ଲୀର ରୋହିଣୀ କୋର୍ଟରେ ଏକ ରହସ୍ୟମୟ ବିସ୍ଫୋରଣ ଘଟିଛି । ଅଗ୍ନିଶମ ବିଭାଗର ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି । ପ୍ରାଥମିକ ରିପୋର୍ଟ ଅନୁଯାୟୀ କୋର୍ଟରେ ଏକ ଲାପଟପ୍ ବିସ୍ଫୋରଣ ହୋଇଥିଲା । ପୋଲିସ କହିଛି ଯେ, ସେମାନେ ଏହି ଘଟଣାର ତଦନ୍ତ
Read More...

୧୧ରୁ ଆରମ୍ଭ ହେବ କୃଷକଙ୍କ ଘର ବାହୁଡ଼ା, ସରକାରଙ୍କ ନିଶ୍ଚିତତା ପରେ ମିଳିତ କିସାନ୍ ମୋର୍ଚ୍ଚାର ଘୋଷଣା

ନୂଆଦିଲ୍ଲୀ : କୃଷକମାନେ ସେମାନଙ୍କ ଆନ୍ଦୋଳନ ସ୍ଥଗିତ କରିଛନ୍ତି । କୃଷକଙ୍କ ଘର ବାହୁଡ଼ା ଡିସେମ୍ବର ୧୧ ରୁ ଆରମ୍ଭ ହେବ । ଜାନୁଆରୀ ୧୫ରେ କୃଷକମାନେ ସମୀକ୍ଷା ବୈଠକ କରିବେ । ମିଳିତ କିସାନ୍ ମୋର୍ଚ୍ଚା କୃଷକଙ୍କ ଆନ୍ଦୋଳନକୁ ଶେଷ କରିବାକୁ ଘୋଷଣା କରିଛି । ଏକ ବର୍ଷରୁ ଅଧିକ ସମୟ ଧରି
Read More...

ଏନସି ଟ୍ୟାଗ୍ ହଟାଇବା ଦାବୀରେ ରଷ୍ଟ୍ରୀୟ ଅଧ୍ୟକ୍ଷ ଇଂ. ଦେବାଶିଷ ହୋତାଙ୍କ ନେତୃତ୍ୱରେ ଶିକ୍ଷକମାନେ ହେଲେ ଗଣ ଗିରଫଦାରୀ

ଢେଙ୍କାନାଳ, (ତାପସ ଦାଶ) : ସାରା ଦେଶର ୧ ଲକ୍ଷ ୮୦ ହଜାର ଶିକ୍ଷକ ଶିକ୍ଷୟିତ୍ରୀଙ୍କର ଏନସି ଟ୍ୟାଗ୍ ହଟାଇବା ଦାବୀରେ ଏନଆଇଓଏସ ଡିଇଏଲଇଡି ଶିକ୍ଷକ ସଂଘର ରଷ୍ଟ୍ରୀୟ ଅଧ୍ୟକ୍ଷ ଇଂ. ଦେବାଶିଷ ହୋତାଙ୍କ ନେତୃତ୍ୱରେ ଶିକ୍ଷକମାନେ ଆଜି ଢେଙ୍କାନାଳରେ ଗଣ ଗିରଫଦାରୀ ଦେଇଛନ୍ତି । ତୁରନ୍ତ ଏନସି
Read More...

ଛତାମଖନା ପ୍ୟାକ୍ସର ଶୁଭାରମ୍ଭ କଲେ ସ୍ମାରକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାରା ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ଆରମ୍ଭ ହୋଇଛି । ସେହି ପ୍ରରିପ୍ରେକ୍ଷୀରେ ବୁଧବାର ଦିନ ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ଅଧିନସ୍ଥ ଛତାମଖନା ଠାରେ ପ୍ୟକ୍ସ ଉଦଘାଟିତ ହୋଇଯାଇଛି । ପ୍ୟକ୍ସର ପୁର୍ବତନ ସଭାପତି ସ୍ମାରକ ରଞ୍ଜନ ମିଶ୍ର ବିଧିବଦ୍ଧ ଭାବେ
Read More...