Daily Archives

ଲୋଇସିଂହାରେ ଏନ୍‌ସିସି ଦିବସ ପାଳିତ

ଲୋଇସିଂହା, (ସୁଶିଳା କୁମାର ମିଶ୍ର) : ଲୋଇସିଂହା କଲେଜରେ ଏନ୍‌ସିସି ଦିବସ ପାଳିତ ହୋଇଯାଇଛି । ଜାତୀୟ ସମର୍ପଣ ଶିକ୍ଷାର୍ଥୀ ବାହିନୀ ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ସୃଷ୍ଟି କରିବା ସହ ସେମାନଙ୍କୁ ଜାଗ୍ରତ କରିବା ଉଦ୍ଦେଶ୍ୟରେ ଲୋଇସିଂହା ଡିଗ୍ରି ମହାବିଦ୍ୟାଳୟରେ ଏନ୍‌ସିସି ଦିବସ ପାଳିତ
Read More...

ସଂସଦର ଶୀତ ଅଧିବେଶନ ଆଜିଠାରୁ ଆରମ୍ଭ : ପ୍ରଥମ ଦିନରେ କୃଷି ଆଇନ ପ୍ରତ୍ୟାହାର ବିଲ୍ ଉପସ୍ଥାପିତ ହେବ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଏବଂ ସବୁଠାରୁ ବଡ କଥା ହେଉଛି ଏହି ଅଧିବେଶନରେ ପୂର୍ବ ଅଧିବେଶନ ପରି ହଂଗାମା ହେବ, କାରଣ ପ୍ରଥମ ଦିନରେ ଏକ ବଡ଼ ଧରଣର ଅଶାନ୍ତି ହେବାର ସମ୍ଭାବନା ରହିଛି ବୋଲି ରାଜନୀତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି । ଯେହେତୁ
Read More...

ପୁଣି ସାମ୍‌ନାକୁ ଆସିଲା ଦାଦନ ଦୁଃଖ : ଦାଦନ ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ପଦ୍ମପୁର ଉପଜିଲ୍ଲାପାଳଙ୍କୁ ଗୁହାରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଦହିତା ଗ୍ରାମ ପଞ୍ଚାୟତ ବ୍ରାହ୍ମଣଡିହ ଗ୍ରାମର କେତେକ ପରିବାର ତେଲେଙ୍ଗାନା ଜିଲ୍ଲା ମହବୁବନଗର, ଥାନା ଝଡପଲ୍ଲା, ଗ୍ରାମ ମଛରମ ଗ୍ରାମକୁ ଯାଇ ଇଟାଭାଟିରେ ଇଟା ଗଢିବାକୁ ଯାଇ ଅକଥନୀୟ ନିର୍ଯ୍ୟାତନାର ଶିକାର ହେଉଛନ୍ତି । ତେଣୁ ସେମାନଙ୍କୁ
Read More...

ଭାଲୁପାଲିରେ ମଣିଷକୁ ମାରିଲା ହାତୀ : ଲୋକେ ଆତଙ୍କିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଆଜି ସକାଳ ସାଢେ଼ ୬ଟାରୁ ୭ଟା ଭିତରେ ଭାଲୁପାଲିରେ ବଣୁଆ ହାତୀ ଜଣଙ୍କୁ ନୃଶଂସ ଭାବେ ଦଳି ମାରି ଦେଇଥିବା ଜଣାପଡ଼ିଛି । ଗାଁ ଲୋକେ ଆତଙ୍କିତ ଅବସ୍ଥାରେ ରହିଥିବା କୁହାଯାଉଛି । ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ରମାଇ ପାହାଡ଼ ସଂରକ୍ଷିତ ଜଙ୍ଗଲରୁ
Read More...

କୋଶଳିଆ ମାଳି ସମାଜର ସାଂଗଠନିକ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଲାଉମୁଣ୍ଡା ମହାଦେବ ମନ୍ଦିର ବିଜେପୁର ସର୍କଲ ଜୋନ୍ ସ୍ତରୀୟ ପଞ୍ଚମ ବୈଠକ ଲାଉମୁଣ୍ଡା ମହାଦେବ ମନ୍ଦିର ପରିସରରେ ମୁକ୍ତା ପଟେଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବହୁସଂଖ୍ୟକ ମହିଳାଙ୍କ ଯୋଗଦାନ ସଭାର ଶ୍ରୀବୃଦ୍ଧି କରିଥିଲା । ସଂସାର ରଥରେ ଦୁଇଟି
Read More...

ସୌମ୍ୟ ସେବା ଫାଉଣ୍ଡେସନର ୨୦ ତମ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରୁ ୪୦ କିଲୋମିଟର ଦୂର ରତାଖଣ୍ଡି ଗ୍ରାମରେ ସମାଜସେବୀ ପ୍ରେମ କିଶୋର ସାହୁଙ୍କ ଅନୁରୋଧ କ୍ରମେ ସୌମ୍ୟସେବା ଫାଉଣ୍ଡେସନ ତରଫରୁ ଏକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୦୦ ଜଣ ରୋଗୀଙ୍କୁ ମାଗଣା ଔଷଧ ଓ ପ୍ରାଥମିକ
Read More...

ମାଧୋସିଂ ଶହିଦ ଦିବସ ପାଳନ ପାଇଁ ସର୍ବ ଭାରତୀୟ ବିଞ୍ଝାଲ ସମାଜ ପକ୍ଷରୁ ପ୍ରସ୍ତୁତି ବୈଠକ

ପାଟଣାଗଡ, (ଗୋରେଖନାଥ ବରିହା) : ସର୍ବଭାରତୀୟ ବିଞ୍ଝାଲ ସମାଜ ବଲାଙ୍ଗିର ପକ୍ଷରୁ ମାଧୋସିଂ ଶହିଦ ଦିବସ ପାଳନ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ବେଲପଡା ବ୍ଳକ ବେହେରାମୁଣ୍ଡା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ବେଲପଡା ବ୍ଳକ ସଭାପତି ସୁଗ୍ରେସ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ
Read More...