Daily Archives

ବୟୋଜ୍ୟେଷ୍ଠ ତଥା ଦକ୍ଷ ସାମ୍ବାଦିକ ସତ୍ୟନାରାୟଣ ବେହେରାଙ୍କ ଦେହାନ୍ତ ଯୋଗୁଁ ଉତ୍କଳ ସାମ୍ବାଦିକ ସଂଘର ଅପୂରଣୀୟ କ୍ଷତି…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବୟୋଜ୍ୟେଷ୍ଠ ତଥା ଦକ୍ଷ ସାମ୍ବାଦିକ ସତ୍ୟନାରାୟଣ ବେହେରାଙ୍କ ଦେହାନ୍ତରେ ଉତ୍କଳ ସାମ୍ବାଦିକ ସଂଘର ଅପୂରଣୀୟ କ୍ଷତି ଘଟିଲା ବୋଲି କହିଛନ୍ତି ଉତ୍କଳ ସାମ୍ବାଦିକ ସଂଘର ସଭାପତି ବିଭୂତି ଭୂଷଣ କର । ଓଡ଼ିଶା ସାମ୍ବାଦିକ ଜଗତ ଆଜି ତାଙ୍କୁ ହରାଇ ନିଃସ୍ୱ ଅନୁଭବ
Read More...

ସାମ୍ବାଦିକ ସତ୍ୟନାରାୟଣ ବେହେରାଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପୂର୍ବତନ ରାଜ୍ୟସଭା ସାଂସଦ ଅନଙ୍ଗ ଉଦୟ ସିଂହଦେଓ ଓ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ବେହେରାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ପୂର୍ବତନ ରାଜ୍ୟସଭା ସାଂସଦ ଅନଙ୍ଗ ଉଦୟ ସିଂହଦେଓ ଏବଂ ବିଜେଡ଼ି ଯୁବନେତା ଅର୍କେଶ ନାରାୟଣ ସିଂଦେଓ । ଟ୍ୱିଟର୍‌ ମାଧ୍ୟମରେ ଶୋକ ପ୍ରକାଶ କରି ଯୁବନେତା ଅର୍କେଶ କହିଛନ୍ତି ଯେ,
Read More...

ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣଙ୍କ ଅବଦାନ ଅତୁଳନୀୟ : ବିଧାୟକ ସନ୍ତୋଷ ସିଂ ସାଲୁଜା

କଂଟାବାଂଜି, (କେପିଏନ୍‌ଏସ୍‌) : ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ବେହେରାଙ୍କ ଅବଦାନ ଅତୁଳନୀୟ ବୋଲି କହିଛନ୍ତି କଂଟାବାଂଜି ବିଧାୟକ ସନ୍ତୋଷ ସିଂ ସାଲୁଜା । ତାଙ୍କ ସ୍ନେହ, ଆଦର ଓ କର୍ତ୍ତବ୍ୟନିଷ୍ଠା ଗୁଣ ପାଇଁ ସେ ଯୁଗ ଯୁଗ ଧରି ଅମର ରହିବେ ବୋଲି କହି ସେ ଅମର ଆତ୍ମାର ସଦ୍‌ଗତି କାମନା
Read More...

ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ବେହେରାଙ୍କ ଦେହାନ୍ତରେ ଶୋକ ପ୍ରକାଶ କଲେ ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ବେହେରାଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓ । ଟ୍ୱିଟର୍‌ ମାଧ୍ୟମରେ ଶୋକ ପ୍ରକାଶ କରି ସେ କହିଛନ୍ତି ଯେ, ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣଙ୍କ ଦେହାନ୍ତ ଖୁବ୍‌ ଦୁଃଖଦାୟକ ।
Read More...

ବଣୁଆ ହାତୀଙ୍କ ଉତ୍ପାତରେ ଲୋକେ ଆତଙ୍କିତ

ତୁରେକେଲା, (କୈଳାଶ ସଗ୍ରିଆ) : ବଡବାଙ୍କି ଗ୍ରା.ପ. ଅନ୍ତର୍ଗତ ଚଚରାମୁଣ୍ଡା (ବଡକେନ୍ଦୁ), ଜାମକି, ତୁରେକେଲା ଗ୍ରା.ପ. ଅନ୍ତର୍ଗତ ବଗବାହାଲ, କମେଇମୁଣ୍ଡା ଗ୍ରା.ପ. ଅନ୍ତର୍ଗତ ପଣ୍ଡରେନ୍, ଗୋଦରାମୁଣ୍ଡା ଗାଁ ଗୁଡ଼ିକର ଜନସାଧାରଣ ବଣୁଆ ହାତୀ ଉତ୍ପାତରେ ହନ୍ତସନ୍ତ ହେଉଥିବା ଦେଖିବାକୁ
Read More...

ଚାଲିଗଲେ ମାଟିର ଗର୍ବ ଓ ଗୌରବ ବଲାଙ୍ଗିର ସାମ୍ବାଦିକ ଜଗତର ଭୀଷ୍ମ ପିତାମହ ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ବେହେରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲେ ମାଟିର ଗର୍ବ ଓ ଗୌରବ ବଲାଙ୍ଗିର ସାମ୍ବାଦିକ ଜଗତର ପିତାମହ ଭୀଷ୍ମ ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ବେହେରା(୮୪) । ଆଜି ଦିନ ୧ଟା ୪୫ମି.ରେ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍‌ପିଟାଲ୍‌ରେ ତାଙ୍କ ଦେହାନ୍ତ
Read More...

ନବବର୍ଷ-୨୦୨୨କୁ ସ୍ୱାଗତ ସ୍ୱରୂପ ଦୈନିକ ଆଶା ମୁଦ୍ରଣ ପ୍ରକାଶନ ପୁନଃ ଆତ୍ମପ୍ରକାଶ କରିବ

ଏ ବର୍ଷର ଦ୍ୱିତୀୟ ବନ୍ଧୁମିଳନ ସମାରୋହରେ ଉଦ୍ୟକ୍ତାଙ୍କ ମତପ୍ରକାଶ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁରରୁ ପ୍ରକାଶ ପାଉଥିବା ଓଡ଼ିଶାର ସର୍ବପୂରାତନ ପ୍ରତିଷ୍ଠିତ ଦୈନିକ ଖବରକାଗଜ 'ଦୈନିକ ଆଶା' ଚଳିତ ନବବର୍ଷ-୨୦୨୨ ଅବସରରେ ନବବର୍ଷର ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା
Read More...

ଗତ ୨୪ ଘଂଟାରେ ୧୯୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୯୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୨୫ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୩୩୩ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୫ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...

କରୋନାର ଡେଲ୍ଟା ଭାରିଆଣ୍ଟ ଅପେକ୍ଷା ଓମିକ୍ରନ୍ ଅଧିକ ସଂକ୍ରାମକ !

ନୂଆଦିଲ୍ଲୀ : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) କହିଛି ଯେ, କରୋନା ଭୂତାଣୁର ନୂତନ ପ୍ରକାର 'ଓମିକ୍ରନ୍' ଡେଲଟା ଫର୍ମ ସମେତ ଅନ୍ୟ ଫର୍ମ ଅପେକ୍ଷା ଅଧିକ ସଂକ୍ରାମକ ଏବଂ ଏହା ଏକ ଗୁରୁତର ରୋଗ କି ନୁହେଁ ତାହା ସ୍ପଷ୍ଟ ନୁହେଁ । ଡବ୍ଲ୍ୟୁଏଚ୍‌ଓ କହିଛି, ଓମିକ୍ରନ୍ ସହିତ ଜଡିତ
Read More...

ଶାରଳା ପରିବାର ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ ଶାରଳା ପରିବାର ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା ସମ୍ପର୍କୀତ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଉରକେଲା ସହରର ଆମ୍ବାଗାନ ଛକ ନିକଟରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ରାଉରକେଲା ପରିବହନ କାର୍ଯ୍ୟଳୟ ଓ
Read More...